ବରପାଲିରେ ବାହ୍ୟ ଏଲଇଡ଼ି ପ୍ରଦର୍ଶନ ଫଳକ ଓ ନୃପଲାଲ ଉଦ୍ୟାନ ଶୁଭ ଉଦଘାଟନ

ବିଜେପୁର :- ବରଗଡ଼ ଜିଲ୍ଲା ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୁଧବାର ଦୁଇଟି ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ବାହ୍ୟ ଏଲଇଡ଼ି ପ୍ରଦର୍ଶନ ଫଳକ ଓ ନୃପଲାଲ ଉଦ୍ୟାନକୁ ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟାଙ୍କ କରକମଳରେ ଲୋକାର୍ପଣ ହୋଇଯାଇଛି।ଉଦଘାଟନୀ…

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। କନ୍ଧମାଳରୁ ଭୁବନେଶ୍ୱର ଅଭିମୁଖେ ଚୋରା ଚାଲାଣ ହେଉଥିବା ୨୯ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ​ଆଜି ନିଧିଆପଲ୍ଲୀ ଛକ ନିକଟରେ…

ଥୁଟିବର ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ।

କାଶୀପୁର ରୁ ବୈକୁଣ୍ଠ ଦୁରିଆ:-ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଥୁଟିବର ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକି କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି ।ମୂଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରଷ୍ପତୀ ମାଝୀ ,ସମ୍ନାନିୟ ଅତିଥି ଚନ୍ଦ୍ରକାନ୍ତ ମାଝୀ ପିଏ ଆଇଟିଡିଏ ,ଓ ଅନ୍ୟ…

ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଆଲୋଚନା ଚକ୍ର ଅନୁଷ୍ଠିତ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ଏକ ଦିବସୀୟ ଆଲୋଚନା ଚକ୍ର, ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏହି ଆଲୋଚନା ଚକ୍ରରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷତା କରିଥିଲେ l ସୁଶ୍ରୀ ସରିତା ପଟେଲ, ଆଞ୍ଚଳିକ…

ପଣ୍ଡିତ ଦିନଦୟାଲ ଉପାଧ୍ୟାୟାଙ୍କ ପୁଣ୍ୟତିଥିରେ ସମର୍ପଣ ଦିବସ ପାଳିତ

ବିଜେପୁର : ପଣ୍ଡିତ ଦିନଦୟାଲ ଉପାଧ୍ୟାୟାଙ୍କ ପୁଣ୍ୟତିଥି ଅବସରରେ ଆଜି ବିଜେପୁର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ‘ସମର୍ପଣ ଦିବସ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନଗର ମଣ୍ଡଳ ସଭାପତି ମହେଶ ଦେବତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ପଣ୍ଡିତ ଉପାଧ୍ୟାୟାଙ୍କ ଛବିରେ ପୁଷ୍ପାଞ୍ଜଳି…

କୋଡ୍ଡା ରେଡ୍ଡୀ ସମାଜ ତରଫରୁ ଏକ ସାଧାରଣ ସଭା

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା କୋଡ୍ଡା ରେଡ୍ଡୀ ସମାଜ ତରଫରୁ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା । ଉକ୍ତ ସଭା ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ D ବିଶ୍ଵନାଥ ରେଡ୍ଡୀ ଯୋଗଦାନ କରିଥିଲେ । କୋଡ୍ଡା ରେଡ୍ଡୀ…

ଜିଲ୍ଲାପାଳଙ୍କ ମାଥିଲି ବ୍ଲକ ଗସ୍ତ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମାଥିଲି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଛନ୍ତି। ସର୍ବ ପ୍ରଥମେ ଜିଲ୍ଲାପାଳ ଭେଜାଗୁଡ଼ା ଗ୍ରାମ ପଞ୍ଚାୟତର କୋତାମେଟା ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ଅଧୀନରେ ତିଆରି ହୋଇଥିବା…

କଲେଜଲିଗାଲ୍ ଫୋରମ୍ ସମ୍ମିଳନୀ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ସାଦିୟ ମହିଳା କନିଷ୍ଠ ମହାବିଦ୍ୟାଳୟ ପ୍ରାଙ୍ଗଣରେ ୩୯୧ ଜିଲ୍ଲା ଲିଗାଲ୍ ଫୋରମ୍ ସଂଗଠନର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ କନିଷ୍ଠ ମହାବିଦ୍ୟାଳୟ, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ…

ଛାତ୍ର ପୋଲିସ୍ କେଡେଟ୍ କର୍ମଶାଳା ଆୟୋଜିତ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ର ମାଥିଲି ପଞ୍ଚାୟତ ଅନ୍ତର୍ଗତ ପାତ୍ରପୁଟ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ର ପୋଲିସ୍ କେଡେଟ୍ କର୍ମଶାଳା ଆୟୋଜିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ…

ପ୍ରଶସ୍ତିକରଣ କାର୍ଯ୍ୟରେ ରାସ୍ତା ପାର୍ଶ୍ୱ ବୃକ୍ଷଗୁଡ଼ିକୁ ତାଡ଼ି କଲେ ଧ୍ୱସ୍ତ ବିଧ୍ୱସ୍ତ,

ବ୍ୟବହୃତ ହିଟାଚି ଜବତ, ଚାଳକ ଗିରଫ, ୬୦ରୁ ଉର୍ଦ୍ଧ୍ବ ଗଛ ନଷ୍ଟ, ପୁରୁଣା ଗଛ ମୂଳ ତାଡ଼ି କଲେ ହୁଗୁଳା, ଓଡ଼ଗାଁ,୧୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ସୋଲପଟା ଠାରୁ ଫାଶିପଲ୍ଲୀ ମଧ୍ୟସ୍ଥ ରାସ୍ତାକୁ ଗ୍ରାମ ଉନ୍ନୟନ ବିଭାଗର ପ୍ରଶସ୍ତିକରଣ…