Sign in
Sign in
Recover your password.
A password will be e-mailed to you.
ସମ ଡାକ୍ତର ସ୍ୱରୂପ ପଟ୍ଟନାୟକ ପାଇଲେ ସେବା ରତ୍ନ ସମ୍ମାନ
ଭୁବନେଶ୍ୱର, ଜୁନ୍ ୧୬: ରଜ ଉପଲକ୍ଷେ ଜୟ ମାଆ ଭବାନୀ ଟ୍ରଷ୍ଟ ପକ୍ଷରୁ ନବମ ବାର୍ଷିକ ସେବା ରତ୍ନ ସମ୍ମାନ ଅନୁଷ୍ଠିତ ହୋଇଯାଇଥିବାବେଳେ ବିଶିଷ୍ଟ ଚିକିତ୍ସକ ଡାକ୍ତର ସ୍ୱରୂପ ପଟ୍ଟନାୟକଙ୍କୁ ୨୦୨୬ର ପ୍ରଥମ ସେବା ରତ୍ନ ସମ୍ମାନ ପ୍ରଦାନ କରାଯାଇଛି । ଜୟଦେବ ବିହାରସ୍ଥିତ ଓଡିଶୀ ରିସର୍ଚ୍ଚ ସେଂଟର…
ବାଲିମେଦ ଠାରେ ରଜ ମହୋତ୍ସବ ପାଳନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାଲିମେଦ ଠାରେ ୟେସ ଗ୍ରୁପ୍ ପକ୍ଷ ରୁ ରଜ ମହୋତ୍ସବ ପାଳନ ହୋଇ ଯାଇଛି। ୟେସ ଗ୍ରୁପ୍ ମୁଖ୍ୟ ରାଜୀବ କୁମାର ନାୟକ ଓ ଯୁବ ସମାଜ ସେବୀ ମନୋଜ ନାୟକ ଙ୍କ ନେତୃତ୍ବ ରେ ସକାଳେ ଗଣ ଦୌଡ ପ୍ରତିଯୋଗିତା ହୋଈ ଯାଇଛି। ଧାବିକା ଦୂତି…
ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ
ନବରଙ୍ଗପୁର,୧୬.୬.୨୦୨୬ : ନବରଙ୍ଗପୁର ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରଦ୍ଧାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଟେବୁଲ ଟପ ଏକସର ସାଇଜ ଏବଂ ମକ ଡ୍ରିଲ ନିମନ୍ତେ ପ୍ରସ୍ତୁତି ବୈଠକ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଆଗାମୀ ଅଠର ତାରିଖ ପୂର୍ବାହ୍ନରେ ଜିଲ୍ଲା ସ୍ତରୀୟ…
ଜାତୀୟ ସ୍ତରୀୟ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ କେନ୍ଦୁଝର ଜିଲ୍ଲାରୁ ଫୁଲକଅଁଳେଇ ନୋଡାଲ ହାଇସ୍କୁଲ…
କେନ୍ଦୁଝର,ତା୧୬/୬- ଜାତୀୟ ସ୍ତର ପାଇଁ ଚୟନ ହୋଇଥିବା ୧୯୧ଟି ବିଦ୍ୟାଳୟ ମଧ୍ୟରୁ ଓଡ଼ିଶାର କେବଳ ୧୦ଟି ବିଦ୍ୟାଳୟ (ମୟୂରଭଞ୍ଜ,ନୟାଗଡ଼, ଜଗତସିଂହପୁର,କେନ୍ଦ୍ରାପଡ଼ା, କେନ୍ଦୁଝର,ଖୋର୍ଦ୍ଧା,ସୋନପୁର, କନ୍ଧମାଳ,ସମ୍ବଲପୁର ଏବଂ ଗଜପତି ଜିଲ୍ଲାରୁ) ଚୟନ ହୋଇଥିବା ବେଳେ, କେନ୍ଦୁଝର ଜିଲ୍ଲାର…
ଝାରସୁଗୁଡ଼ା-ଧୁତରା ରାସ୍ତାରେ ଖାଲଖମା: ପ୍ରଶାସନର ଦୃଷ୍ଟି ନାହିଁ ଜମା
ଝାରସୁଗୁଡ଼ା :ଝାରସୁଗୁଡ଼ା ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଂଯୋଗକାରୀ ସଡ଼କ ଝାରସୁଗୁଡ଼ା-ଧୁତରା ରାସ୍ତା ଏବେ ଚରମ ଅବ୍ୟବସ୍ଥା ଓ ଅବହେଳାର ଶିକାର ହୋଇପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲାପାଳ କାର୍ଯ୍ୟାଳୟ, ଏସପି ଅଫିସ, ବିଭିନ୍ନ ବ୍ୟାଙ୍କ ଓ ପ୍ରମୁଖ ସରକାରୀ ପ୍ରତିଷ୍ଠାନକୁ…
ରାଇରଙ୍ଗପୁରରେ ଲଜ୍ଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ:ନାବାଳିକା ସହମତିରେ ଘଟଣା ଘଟିବା ନେଇ ପୋଲିସର ପ୍ରତିକ୍ରିୟାକୁ…
ନାବାଳିକା ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି
ପୋଲିସର ଅବହେଳାକୁ ନେଇ ଗର୍ଜିଲା ବିଜେଡି
ଭୁବନେଶ୍ୱର, ୧୬/୦୬/୨୦୨୬: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଛି। ଏହି ଘଟଣା ରାଜ୍ୟରେ ମହିଳା…
ବିଭିନ୍ନ ସ୍ଥାନରେ ରଜ ଉତ୍ସବ ମହାଆଡମ୍ବରରେ ପାଳିତ
https://youtu.be/5HmKjXo0OXE
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ "ଆକାଂକ୍ଷା" ମହିଳା ସଂଗଠନ ପକ୍ଷରୁ ଅନୁଷ୍ଠାନର ସଭାପତି ଶ୍ରୀମତୀ ଆଶାଲତା ପାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ସଭାଗୃହରେ…
ସମଲେଇ ନୃତ୍ୟକଳା ପରିଷଦରେ “ରଜ ଉତ୍ସବ” ମହାଆଡମ୍ବରରେ ପାଳିତ
https://youtu.be/YblOtw0XiP8
ପାରଳାଖେମୁଣ୍ଡି / ରଜ ପର୍ବ ପାଇଁ ସମଗ୍ର ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି। ତିନିଦିନ ଧରି ଏହି ରଜ ପର୍ବ ଅତି ଧୁମ୍ ଧାମରେ ପାଳିତ ହୋଇ ଆସିଥିବା ବେଳେ ଏଥିରେ ଛୋଟ ଝିଅ ମାନଙ୍କ ଠାରୁ ଆରମ୍ଭ କରି ଯୁବତୀ ,…
ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬;ଏକ୍ସଟ୍ରିମ୍ ବ୍ଲାଷ୍ଟର ଓ ବ୍ରଦର୍ସ ଇଲେଭେନ୍ ଫାଇନାଲରେ,
ଓଡ଼ଗାଁ, ୧୫।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ନବମ ଦିନରେ ଅନୁଷ୍ଠିତ ଦୁଇଟି ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଏକ୍ସଟ୍ରିମ୍ ବ୍ଲାଷ୍ଟର ଓ…
ଏଏମ୍/ଏନଏସ୍ ଇଣ୍ଡିଆ ସ୍ଥାୟୀତ୍ୱ ସପ୍ତାହ 2026 ମାଧ୍ୟମରେ ପରିବେଶ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼…
ଭୁବନେଶ୍ୱର, ୧୫ ଜୁନ ୨୦୨୬: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଓଡ଼ିଶାର ବିଭିନ୍ନ କାର୍ଯ୍ୟସ୍ଥଳରେ ସ୍ଥାୟୀତ୍ୱ ସପ୍ତାହ ପାଳନ କରିଛି। ଏହି ଅବସରରେ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଚଳିତ ବର୍ଷର ବିଶ୍ୱସ୍ତରୀୟ ଥିମ୍“କ୍ଲାଇମେଟ୍ ଆକ୍ସନ୍ -…