ପଦ୍ମପୁର : ପଦ୍ମପୁର ସହରର କପସିଲା ରୋଡ ସ୍ଥିତ ଉଦୟନାଥ ଫର୍ନିଚର୍ ତରଫରୁ ଆରମ୍ଭ ହୋଇଥିବା ୨ୟ ପର୍ଯ୍ୟାୟ ମାସିକ କିସ୍ତି ଯୋଜନାର ପ୍ରଥମ ଲକି ଡ୍ର ଆଜି ସନ୍ଧ୍ୟା ରେ ଉଠାଣ ହୋଇଛି। ଏହାର ବିଜେତା ହେଉଛନ୍ତି ନୂଆପଡ଼ା ନିବାସୀ ଅଙ୍କିତ ଭୋଇ । ଏହି ଉଠାଣ କାର୍ଯ୍ୟକ୍ରମ ରେ ରୋହିତ କୁମାର ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ତୁଲାରାମ ବଢିଆ ଉପସ୍ଥିତ ଥିଲେ।