ଡୁଙ୍ଗୁରିପାଲିରେ କୋଶଳ ସ୍ବାଭିମାନ ରଥକୁ ସ୍ବାଗତ

0 2

ସୋନପୁର /ପ୍ରକାଶ ହାତୀ : ରାଜ୍ୟ କୁ କେନ୍ଦ୍ର ସରକାର ଦେଇଥିବା ୮ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ଗୃହ ଦେଇଥିବା ହଁ ରାଜ୍ୟ ସରକାର କୋଶଲାଞ୍ଚଳକୁ ସବୁକ୍ଷେତ୍ରରେ ଅବହେଳା କରାଯାଇଥିବା ପ୍ରତିବାଦ କରି କୋଶଳ ଯୋବ ସଙ୍ଗଠନ ପକ୍ଷରୁ ଗତ ୨୨ତାରିଖ ରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରୁ ଏକ କୋଶଳ ସ୍ବାଭିମାନ ପଦଯାତ୍ରା ଆରମ୍ଭ କରିଛନ୍ତି।ମଙ୍ଗଳବାର ପହଂଚିଲା ପରେ ଡୁଙ୍ଗୁରିପାଲି ରାମ ମନ୍ଦିର ଠାରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଭାବ୍ୟ ସ୍ଵାଗତ କରାଯାଇ ଆର ଏମ ସି ପାଛୋଟି ନିଆଯାଇଥିଲା ।ଏହି ପଦଯାତ୍ରା କୁ ଡୁଙ୍ଗୁରିପାଲି ବିଜେପି ମଣ୍ଡଳ,ଓକିଲ ସଂଘ, ସାମ୍ବାଦିକ ସଂଘ, ସେବା ଫାଉଣ୍ଡେସନ,ବଣିକ ସଙ୍ଘ,ସଚେତନ ନାଗରିକ କମିଟି,କୋଶଳ ସେନା,ହମ,ପଞ୍ଚିମ ଓଡିଶା ଯୁବା ମଞ୍ଚ,କୋଶଳ ଯୁବା ମୋର୍ଚ୍ଚା ସହ ଡୁଙ୍ଗୁରିପାଲି ର ବହୁ ସଙ୍ଗଠନ ତଥା ବହୁ ଜନସାଧାରଣ ସାମିଲ ହୋଇଥିଲେ।

Leave A Reply

Your email address will not be published.