Breaking : ଗ୍ରେଟବ୍ରିଟେନକୁ ହରାଇ ପୁରୁଷ ହକି ସେମିରେ ପ୍ରବେଶ କଲା ଭାରତ

0 2

ଟୋକିଓ : ଗ୍ରେଟବ୍ରିଟେନକୁ ହରାଇ ପୁରୁଷ ହକି ସେମିରେ ପ୍ରବେଶ କଲା ଭାରତ | ପୁରୁଷ ହକି କ୍ୱାର୍ଟର ଫାଇନାଲରେ ଭାରତର  ଦିଲ୍ଲୀପ ସିଂ, ଗୁରୁଜନ୍ତ ସିଂ ଏବଂ ହାର୍ଦ୍ଦିକ ସିଂଙ୍କ ଗୋଲ ସହାୟତାରେ ଭାତର ବ୍ରିଟେନକୁ ୩-୧ ଗୋଳାରେ ପରାସ୍ତ କରିବାବା ସହ  ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। 

ମ୍ୟାଚର ପ୍ରଥମ କ୍ୱାର୍ଟରର ପ୍ରଥମ କିଛି ମିନିଟରେ ଦିଲପ୍ରୀତ ସିଂ ପ୍ରଥମ ଗୋଲଟି ସ୍କୋର କରିଥିବାବେଳେ ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଗୁରୁଜନ୍ତ ଦ୍ଵିତୀୟ ଗଲାଟି ସ୍କୋର କରିଥିଲେ।  କିନ୍ତୁ ତୃତୀୟ କ୍ୱାର୍ଟରର ଶେଷ ମୁହୂର୍ତ୍ତରେ ସାମୁଏଲ ଇୟାନ ୱାର୍ଡ ଗ୍ରେଟ ବ୍ରିଟେନର ଆକାଉଣ୍ଟ ରେ ଗୋଟିଏ ଗୋଲ ଯୋଡ଼ିଥିଲେ ପେନାଲଟି ମାଧ୍ୟମରେ । କିନ୍ତୁ ହାର୍ଦ୍ଦିକ ସିଂ ଚତୁର୍ଥ କ୍ୱାର୍ଟରରେ ଗୋଲ ସ୍କୋର କରି ଭାରତକୁ ୩ -୧ ରେ ଆଗରେ ଅଗ୍ରଣୀ କରାଇଥିଲେ ।

 

Tokyo Olympics Highlights: India Beat Great Britain 3-1 To March Into Mens Hockey Semis

Leave A Reply

Your email address will not be published.