ଟିକିରା ନଦୀରେ ଗାଧୋଉଥିବା ବେଳେ ଯୁବକ ମୃତ୍ୟୁ

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ଆଜି ଭୋରରୁ ବାଟଗାଁ ନିକଟସ୍ଥ ଟିକିରା ନଦୀରେ ସ୍ନାନ କରୁଥିବା ବେଳେ ଜଣେ ଯୁବକ ମୃତ୍ୟୁବରଣ କରଥିବା ଜଣା ପଡିଛି। ପ୍ରକାଶ ଯେ, ନାକଟିଦେଉଳ ଥାନା ବାଟଗାଁ ଗ୍ରାମର ଝସକେତନ ଦେହୁରୀ (୩୦) ନାମକ ଯୁବକ କୁଞାମୁରା ଶିବ ମନ୍ଦିର ରେ ମନସ୍କାମନା ପୂରଣ ପାଇଁ…

ବହୁଜନ ସମାଜ ପାର୍ଟି ର ମିଶ୍ରଣ ପର୍ବ

କଲ୍ୟାଣସିଂହପୁର-ପ୍ରଦିପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ମଥୁରା ନଗର ଠାରେ ବହୁଜନ ସମାଜ ପାର୍ଟି ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ନିଜ ନିଜ ଅଞ୍ଚଳକୁ ସଜାଇ ଭୋଟ ହାତେଇ କିପରି ଜିତିବେ ସେବିଷୟରେ ଆଲୋଚନା କରାଯାଇଥିଲା ।ଉକ୍ତ…

ନୀରଜ ଚୋପ୍ରାଙ୍କୁ ଚିକିତ୍ସା କରିଥିଲେ ଭୁବନେଶ୍ୱର ଡାକ୍ତର

ଭୁବନେଶ୍ୱର: ଭାରତ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ଇତିହାସ ସୃ୍ଷ୍ଟି କରି ଗତ ସପ୍ତାହରେ ଟୋକିଓ ଠାରେ ଅଲିମ୍ପିକ୍ ଟ୍ରାକ୍ ଇଭେନ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜାଭେଲିନ୍ ଷ୍ଟାର ନୀରଜ ଚୋପ୍ରାଙ୍କୁ ଚାରିବର୍ଷ ତଳେ ଭୁବନେଶ୍ୱରର ଜଣେ ସ୍ପୋର୍ଟସ ମେଡିସିନ୍ ଓ ସର୍ଜରୀ ବିଶେଷଜ୍ଞ…

ଡାଲିମ୍ବପୁର ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ ସମେତ ଡେଙ୍ଗୁ ଓ ମ୍ୟାଲେରିଆ , ସ୍ୱଚ୍ଛତା ଓ କରୋନା ଉପରେ ସଚେତନତା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ କେରାଣ୍ଡି ପଞ୍ଚାୟତର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଆଇସିଡ଼ିଏସ୍ : ସହଯୋଗରେ ଡାଲିମ୍ବପୁର ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିସରରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିନ ସମେତ ଡେଙ୍ଗୁ ଓ ମ୍ୟାଲେରିଆ , ସ୍ୱଚ୍ଛତା-ସଫେଇ…

କରୋନାର ଲାକଡାଉନ ଓ ସଟଡାଉନ ସମୟରେ ଜୀବିକା ହରାଇଥିବା ବିଭିନ୍ନ ବ୍ୟବସାୟୀଙ୍କୁ ୬ ମାସର ଜୀବିକା ସୁରକ୍ଷା ଭତ୍ତା ୧୧୦୦…

ମିଳିତ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନାର ଲକଡାଉନ ଓ ସଟଡାଉନ ସମୟରେ ଜୀବିକା ହରାଇଥିବା କୃଷକ , କଳାକାର , ଜୀମ , ସେଲୁନ ଓ ପାର୍ଲର ବ୍ୟବସାୟୀଙ୍କୁ ୬ ମାସର ଜୀବିକା ସୁରକ୍ଷା ଭତ୍ତା…

ଶ୍ରମିକ-କୃଷକ ଏବଂ କ୍ଷେତମଜଦୁର ମାନଙ୍କ ସମସ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୯୪୨ ଅଗଷ୍ଟ ୯ ତାରିଖ ଦିନ ବିଦେଶୀ ଶାସକ ମାନଙ୍କ ବିରୋଧରେ ଭାରତ ଛାଡ ଦିବସ ପାଳନ କରାଯାଇଥିଲା। ସେହି ସ୍ମୃରଣୀୟ ଦିବସରେ ସଂଘ ପକ୍ଷରୁ ବିଦେଶୀ ଓ ଦେଶୀ ପୁଞ୍ଜିପତି ଓ ଶିଳ୍ପପତିମାନଙ୍କ ସ୍ଵାର୍ଥ ପାଇଁ ନେଇ ଚାଲିଥିବା ନୀତି ପରିତ୍ୟାଗ କରି ଓ…

କଂଗ୍ରେସ ଦଳ କୁ ତଳସ୍ତରରୁ ମଜଭୁତ କରିବା ପାଇଁ ରଣ କୌଶଳ ଆରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୨୨ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମ ପଞ୍ଚାୟତର ରାଗିଡି ଗ୍ରାମ ଠାରେ ଏକ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଗୁମ୍ମା ବ୍ଲକର ଅଧ୍ୟକ୍ଷ ଭାବେ ଗୀତାଞ୍ଜଳି ଭୁଂୟା ଉପ ନିର୍ବାଚନରେ ନିର୍ବାଚିତ ହେବା…

ବିଦ୍ୟୁତ ବିଭାଗ ପକ୍ଷରୁ ଅଭିନବ ବ୍ୟବସ୍ଥା : ଗଛଲତାରେ ପରିପୂର୍ଣ୍ଣ ଖୋଲାମେଲା୧୦୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର

କୁଚିଣ୍ଡା - ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ଼ ସ୍କୁଲ ଛକ ଠାରୁ ଗାଁପଡ଼ାକୁ ଯିବା ରାସ୍ତା କିସାନ ପଡ଼ା ଠାରେ ୧୦୦ କେଭି ଟ୍ରାନ୍ସଫର୍ମର ଗଛଲତାରେ ପରିପୂର୍ଣ୍ଣ ହୋଇ ପଡ଼ିଛି l ଟ୍ରାନ୍ସଫର୍ମର ଆଖପାଖ ସ୍ଥାନରେ ଗାଈ,ଗୋରୁ ଅନ୍ୟାନ୍ୟ…

ପାରଳା ପୌର ପରିଷଦର ୫ ନମ୍ବର ୱାର୍ଡରେ ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବର୍ତ୍ତମାନ୍ ବିଭିନ୍ନ ସ୍ଥାନରେ ଡେଙ୍ଗୁ ଜ୍ଵର ବ୍ୟାପିବାର ଦେଖିବାକୁ ମିଳିଛି । ତେଣୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦର ୫ ନମ୍ବର ୱାର୍ଡରେ ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ…

ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ, ଜୀବନ ଜୀବିକା, ଭାଷା, ସଂସ୍କୃତି, କଳା, ସ୍ଥାପତ୍ୟ ର ସୁରକ୍ଷା ଓ ସଂରକ୍ଷଣ ଓ…

ଟିଟିଲାଗଡ, (ଗୌରବ ଦର୍ଜୀ)-ପୃଥିବୀ ରେ ଶତକଡା ୫ ପ୍ରତିଶତ ଆଦିବାସୀ ବସବାସ କରୁଛନ୍ତି। ସାରା ବିଶ୍ବରେ ୫୦ କୋଟି ରୁ ଉର୍ଦ୍ଧ ଆଦିବାସୀ ଙ୍କ ଜନସଂଖ୍ୟା ପ୍ରାୟ ୭ ହଜାର ରୁ ଉର୍ଦ୍ଧ ଆଦିବାସୀ ଭାଷା ପ୍ରଚଳିତ ଥିବା ବେଳେ ୫ ହଜାର ରୁ ଉର୍ଦ୍ଧ ସଂସ୍କୃତି ରହିଛି । ୯ ଅଗଷ୍ଟ ୧୯୮୨ ମସିହା ଜେନେଭା…