Sign in
Sign in
Recover your password.
A password will be e-mailed to you.
ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଶ୍ରୀ ଜଗନ୍ନାଥ ସେବା ସମିତି, ଦମନ ଦ୍ୱାରା ସାମାଜିକ ସେବା କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ସେବା ସେମିତିର ସଦସ୍ୟମାନେ ପବିତ୍ର ମହାଶିବ ରାତ୍ରି ଉପଲକ୍ଷେ ଦମନ ସୋମନାଥ ସ୍ଥିତ ପ୍ରଖ୍ୟାତ ଶିବାଳୟ ଶ୍ରୀ ସୋମନାଥ ମହାଦେବ…
ବନ ବିଭାଗ ପକ୍ଷରୁ କୃଷି ସାମଗ୍ରୀ ବଣ୍ଟନ ସମାରୋହ l
ଅସ୍ତରଙ୍ଗ: ବନ ବିଭାଗ ର,ପୁରୀ ଜିଲ୍ଲା ଅସ୍ତରଙ୍ଗ ରେଞ୍ଜ ତରଫରୁ ଚାଷୀ ଓ ମହିଳା ଦଳ ମାନଙ୍କୁ କୃଷି ସାମଗ୍ରୀ ବଣ୍ଟନ ସମାରୋହ ସୋମବାର ଦିନ କାକଟପୁର ତହସିଲ ପଡ଼ିଆରେ ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ଉପଲକ୍ଷେ ଏକ ଚାଷୀ ଓ ମହିଳା ସମାବେଶ ଅନୁଷ୍ଠିତ ସୋଇଥିଲା l ଏହି ସମାବେଶ କୁ ଉପ…
ବୋଡାସମ୍ବର ଠିକାଦାର ସଂଘର ପ୍ରାଥମିକ ବୈଠକ ଅନୁଷ୍ଠିତ ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୧୬/୦୨):- ସ୍ଥାନୀୟ ଡାକ ବଙ୍ଗଳା ଠାରେ ବୋଡାସମ୍ବର ଠିକାଦାର ସଂଘର ବରିଷ୍ଠ ସଦସ୍ଯ ମାନଙ୍କୁ ନେଇ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ର କୋଷାଧ୍ୟକ୍ଷ ବରିଷ୍ଠ ଠିକାଦାର କିଶୋର ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।…
କୃମି ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର : ବ୍ରହ୍ମପୁର ସହର ହରି ହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ କୃମି ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ପିଲାମାନେ ବାହାରେ ଝାଡ଼ା ଫେରିଲେ, ତଳୁ ଗୋଟାଇ…
ଆପଣ କେମିତି ଅଛନ୍ତି କାର୍ଯକ୍ରମ ରେ ଝାରଖଣ୍ଡ ଉଚ୍ଚ ନାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରଦୀପ କୁମାର…
କଟକ: କଟକ ମେୟର ଶ୍ରୀ ସୁବାସ ସିଂହ, ଝାରଖଣ୍ଡ ରାଜ୍ୟ ଉଚ୍ଚ ନାୟାଳୟ ର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି ଙ୍କୁ ତାଙ୍କ କଟକ ସାହେବଜାଦା ବଜ଼ାର ସ୍ତିତ ବାସଭବନରେ ପହଞ୍ଚି ତାଙ୍କର ସ୍ଵସ୍ଥ ଅବସ୍ଥା ପଚାରି ବୁଝିଥିଲେ । ସୂଚନା ଅନୁସାରେ ଜଷ୍ଟିସ ମହାନ୍ତି ୧୦ ଜୁନ…
ଏମ୍.ଭି-୭୯ ଗ୍ରାମର ନୂଆଗୁଡା ସାହିରେ ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ…
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ଆଙ୍କର-ଟ୍ରାନ୍ସଫର୍ମର ପୋଡି ଯିବାର ୩ ଦିନ ବିତିଯିବା ପରେ ବି ବିଦ୍ୟୁତ ସଂଯୋଗ ଦିଗରେ ଦୃଷ୍ଟି ଦେଉନି ସେବା ପ୍ରଦାନକାରୀ ସଂସ୍ଥା। ଅନ୍ୟପଟେ ଏଭଳି ସମୟରେ ବିଦ୍ୟୁତ ସଂଯୋଗ ପରିବର୍ତେ ପୁରୁଣା ବକେୟା ବିଲ ପୈଠ କରିବାକୁ କହୁଛନ୍ତି ବିଦ୍ୟୁତ ସେବା…
ଭଞ୍ଜନଗରରେ “ବରିଷ୍ଠ ନାଗରିକ ସପ୍ତାହ” ପାଳିତ: କବିତା ପାଠ ଉତ୍ସବରେ ବରିଷ୍ଠଙ୍କ ଜ୍ଞାନ ଓ ଅନୁଭୂତିର…
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା )୧୬ ଫେବ୍ରୁଆରୀ ୨୦୨୬ ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ଅମୂଲ୍ୟ ଅବଦାନ, ଅଭିଜ୍ଞତା ଓ ଜ୍ଞାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ "ବରିଷ୍ଠ ନାଗରିକ ସପ୍ତାହ" ଅବସରରେ ଭଞ୍ଜନଗର ବ୍ଲକ କନ୍ଫରେନ୍ସ୍ ହଲ୍ ଠାରେ ଏକ ଭବ୍ୟ…
କଟେଇଶୁଣି ପାହାଡ଼ ର ପାଦ ଦେଶରେ ଜାଗର ମହୋତ୍ସବ ଆରମ୍ଭ
କେନ୍ଦୁଝର,ତା୧୬/୨- ଘଟଗାଁ ବ୍ଲକ ଢେଙ୍କିକୋଟ ପଞ୍ଚାୟତ ଅନ୍ତର୍ଗତ ଟିକିରା ଓ କପାସପଡା ସଂଲଗ୍ନ କଟେଇଶୁଣି ପାହଡ଼ ଉପରେ ବାବା ସତ୍ୟଶ୍ୱରାୟ ଠାକୁର ବିରାଜମାନ। ତାଙ୍କରି ପାଦଦେଶରେ ବିଶ୍ଵଶାନ୍ତି ଯୁବକସଂଘ ତରଫରୁ ୨୦ତମ ଜାଗର ମହୋତ୍ସବ ଆରମ୍ଭ ହୋଇଯାଇଛି।ଏହି ଶୁଭ ଉଦଘାଟନୀ ଉତ୍ସବରେ…
ବେଲଗୁଣ୍ଠା ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ
ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )--:ବେଲଗୁଣ୍ଠାରେ ଗଢି ଉଠିଥିବା ଅଗ୍ରଣୀ ଅନୁଷ୍ଠାନ ମଧ୍ୟରୁ ବେଲଗୁଣ୍ଠା ବଣିକ ସଂଘର ସ୍ଥାନ ସ୍ୱତନ୍ତ୍ର । ଗତ ଶନିବାର ପବିତ୍ର କୁମ୍ଭ ସଂର୍କାନ୍ତି ଦିନ ଉକ୍ତ ସଂଘରେ ୨୦୨୬ ମସିହା ସକାଶେ ନୂତନ କର୍ମକର୍ତ୍ତା ମନୋନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉକ୍ତ…
ମହାଶିବରାତ୍ରି ଅବସରରେ ବାବା ବୈଦ୍ୟନାଥ ଶୈବପୀଠ ରେ ଭଜନ ସମାରୋହ।
କେନ୍ଦୁଝର,ତା୧୬/୨- କେନ୍ଦୁଝର ଜିଲ୍ଲା ସଦରବ୍ଳକ ମଇଦାନକାଲ ପଞ୍ଚାୟତ ଅନ୍ତର୍ଗତ ତାଳପଦା ଠାରେ ମହାଶିବରାତ୍ରି ଅବସରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସେଠାରେ ପୂଜା ପାଉଥିବା ବାବା ବୈଦ୍ଯନାଥ ଶିବ ମନ୍ଦିର ପ୍ରାଙ୍ଗଣରେ ଘଟଗାଁର ମା' ତାରିଣୀ ଭଜନ ଗ୍ରୁପ ଭଜନ ପରିବେଷଣ କରିଛନ୍ତି। ଉକ୍ତ…