ବାଲିପାଟଣା ବ୍ଲକ ଅନ୍ତର୍ଗତ ରାଜସ ଗ୍ରାମପଞ୍ଚାୟତ ର ବାରହଳ ଗ୍ରାମରେ ଆୟୋଜିତ ବାରହଳ ଭଲିବଲ୍ ପ୍ରିମିୟର ଲିଗ୍ ୨୦୨୬ ର ଚତୁର୍ଥ ସଂସ୍କରଣ ।
ବାଲିପାଟଣା:(ସେକ୍ କୌସର ):- ବାଲିପାଟଣା ବ୍ଲକ ଅନ୍ତର୍ଗତ ରାଜସ ଗ୍ରାମପଞ୍ଚାୟତ ର ବାରହଳ ଗ୍ରାମରେ ଆୟୋଜିତ ବାରହଳ ଭଲିବଲ୍ ପ୍ରିମିୟର ଲିଗ୍ ୨୦୨୬ ର ଚତୁର୍ଥ ସଂସ୍କରଣ ରେ ମୁଖ୍ୟ ଅତିଥି ଭାବେ ସେକ୍ କୌଶର (ଜନତାଦରବାର ପାଟି ଚିଲିକା ସଭାପତି )ଶୈଳେନ୍ଦୁ ଦାସ୍ (ବାଲିପାଟଣା ବ୍ଲକ କଂଗ୍ରେସସ ସଭାପତି),ଟୁକୁନା ପାଳ (ପୂର୍ବତନ ସରପଞ୍ଚ ରାଜସ୍),ତନ୍ୱିର ଆଲମ ଖାଁ (ସମାଜସେବୀ ), ନାଶିର ଖାଁ (ସମାଜସେବୀ), ପାପା ଖାଁ (ସମଜସେବୀ), ସିକନ୍ଦର ଖାଁ (ସମଜସେବୀ) ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ସମସ୍ତ ଟିମ ର ସଦସ୍ୟ ମାନଙ୍କୁ ଉତ୍ସାହିତ କରି ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ଖେଳ ର ମୁଖ୍ୟ ଆୟୋଜକ ନିଲୁ, ଅଲତାଫ, ସୋହେବ୍, ସରତାଜ୍ ଏବଂ ଗ୍ରାମବାସୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ସମାନିତ କରିଥିଲେ ଶେଷରେ ବହୁ ଆଡମ୍ବର ସହ ଖେଳ ଟି ସମ୍ପୂର୍ଣ ହୋଇଥିଲା ରାଇସିଂ ଷ୍ଟାର ଏହି ଖେଳ ଟି ନିଜ ନା ରେ କରି ଚାମ୍ପିୟନ ହୋଇଥିଲେ ଏବଂ ଗେମ ଚେଞ୍ଜର ଦ୍ୱତୀୟ ସ୍ଥାନୀୟ ରେ ବିଜୟୀ କରିଥିଲେ ଶେଷରେ ମୁଖ୍ୟ ଅଥିଥି ଙ୍କ ଦ୍ଵାରା ଦି ଗୋଟେ ଟିମ ଏବଂ ସମସ୍ତ ସଦସ୍ୟ ଙ୍କୁ ପୁରସ୍କୃତ ଦେଇ ସେମାନଙ୍କ ଖେଳ ପ୍ରତି ଆଗାମୀ ଭବିଷ୍ୟ ପାଇଁ ଶୁଭକାମନା ଦେଇଥିଲେ।