ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିରୋଧରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି।

0

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଜେପି ଦଳ ପକ୍ଷରୁ ଆଜି ମନ୍ତ୍ରୀଙ୍କ ବିରୁଦ୍ଧରେ ଥାନା ଅଧିକାରୀ ଙ୍କ ଜରିଆରେ ଓଡ଼ିଶା ପୋଲିସ ମହାନିର୍ଦେଶକ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।ମଧ୍ୟାହ୍ନ ରେ ବିଜେପି ଦଳର ଖ ଜୋନ ର ସଭାପତି ମୋନଜ ସେଠୀ ଙ୍କ ନେତୃତ୍ୱରେବହୁ କର୍ମୀ ଉପସ୍ଥିତ ରହି ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବିରେ ବିଭିନ୍ନ ସ୍ଲୋଗାନ ଦେଇ ଥାନାକୁ ଯାଇଥିଲେ ।ଏଠାରେ ଥାନା ଅଧିକାରୀ ସୁକୁମା ହାଂସୁଦା ଙ୍କୁ ଲିଖିତ ପତ୍ର ପ୍ରଦାନ କରିଥିଲେ ।ଏହାପରେ ବ୍ଲକ କୁ ଯାଇ ଜିପିଓ ମାନସ ରଞ୍ଜନ ପ୍ରଧାନ ଙ୍କୁ ପ୍ରଦାନ କରିଥିଲେ ।ଏଥିରେ ପ୍ରାୟ ଶହେ ଜଣ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.