ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସପ୍ତାହବ୍ୟାପୀ ଶୀତକାଳୀନ ସ୍ୱତନ୍ତ୍ର…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଗଣ୍ୟ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ଉଭୟ ପୁରୁଷ ଓ ମହିଳା ଏକକଙ୍କ ସମ୍ମିଳିତ ଉଦ୍ୟମରେ ପୋଷ୍ୟଗ୍ରାମ କେରାଣ୍ଡିରେ ଆୟୋଜିତ…

ସେଞ୍ଚୁରିଆନ୍ ୟୁନିଭରସିଟିର ବାର୍ଷିକ ମହୋତ୍ସବ “ଗଜଜ୍ୟୋତି-୨୦୨୬” ମହା ସମାରୋହରେ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଜ-ସିତାପୁରର ଅଲ୍ଲୁରୀ ନଗର ସ୍ଥିତ ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ (ସି.ୟୁ.ଟି.ଏମ) ପାରଳାଖେମୁଣ୍ଡି କ୍ୟାମ୍ପସର ବାର୍ଷିକ ମହୋତ୍ସବ…

କବି ଗୌରହରି କରସୁଧା ପଟ୍ଟନାୟକ ଙ୍କ ଦୁଇ ଟି କବିତା ସଙ୍କଳନ “ଜୀବନର ଜଳ ଛବି”,…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ସମ୍ମିଳନୀ ସମାଜ ସଭାଗୃହରେ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ, ପାରଳାଖେମୁଣ୍ଡି ଆନୁକୁଲ୍ୟରେ କବି ଗୌରହରି କରସୁଧା ପଟ୍ଟନାୟକଙ୍କ ଦୁଇଟି କବିତା ସଙ୍କଳନ " ଜୀବନର ଜଳଛବି" ଓ " ପ୍ରତିବିମ୍ବ" ଉନ୍ମୋଚନ ହୋଇଯାଇଛି। ପ୍ରାକ୍ତନ…

ପୂର୍ବତଟ ରେଳ ଡିଭିଜନ ମହାପ୍ରବନ୍ଧକ ରେଳ ସୁରକ୍ଷା ଓ ସିଗନାଲ ଯାଞ୍ଚ କଲେ।

   କେନ୍ଦୁଝରଗଡ଼ ଷ୍ଟେସନରେ ନାଗରିକ ମଞ୍ଚ ଦାବିପତ୍ର ଦେଲା।                            କେନ୍ଦୁଝର,ତା ୨୨/୨- ପୂର୍ବତଟ ରେଳ ଡିଭିଜନର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କାଲ କେନ୍ଦୁଝର ଗସ୍ତରେ ଆସି ସୁରକ୍ଷା ଯାଞ୍ଚ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିଛନ୍ତି। ତାଙ୍କ ସହ…

ଅଜଣା ଗାଡି ଧକ୍କାରେ ବୃଦ୍ଧ ଙ୍କ ମୃତ୍ୟୁ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୨/୦୨/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରି ଗ୍ରାମ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ମୁଣ୍ଡାଗୁଡା ଗ୍ରାମ ର କୃଷ୍ଣ ଭତରା (୭୦) ବୋଲି ଜଣା…

ଗଜପତି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନ ଗଜପତିଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ରାୟଗଡ ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ମେଳାରେ ଅତିରିକ୍ତ ଜିଲ୍ଲାପାଳ…

ରାଷ୍ଟ୍ର ପରିଚାଳନାରେ ନ୍ୟାୟ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତୀ ଶଶିକାନ୍ତ ମିଶ୍ର

ଭୁବନେଶ୍ୱର, ଫେବୃୟାରୀ ୨୨: ଭାରତର ସମ୍ବିଧାନ ରାଷ୍ଟ୍ରର ନାଗରିକଙ୍କୁ ବ୍ୟକ୍ତିଗତ ସ୍ତରରେ ଏବଂ ସାମୂହିକ ଭାବେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ବୃଦ୍ଧି କରିବା ସୁନିଶ୍ଚିତ କରିଛି । ଯାହାଦ୍ୱାରା କି ରାଷ୍ଟ୍ର ନିରନ୍ତର ଭାବରେ ଉଚ୍ଚତର ସ୍ତରକୁ ଯାଇ ସଫଳତା ହାସଲ କରି ପାରିବ ବୋଲି ଶନିବାର…

ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗୋବରା ଗ୍ରାମପଞ୍ଚାୟତର ବାସୁଦେବପୁର ଠାରେ ପ୍ରଜାପିତା ବ୍ରହ୍ମlକୁମାରୀପ୍ରଭୁ ସ୍ମୃତି ଭବନ…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗୋବରା ଗ୍ରାମପଞ୍ଚାୟତର ବାସୁଦେବପୁର ଠାରେ ପ୍ରଜାପିତା ବ୍ରହ୍ମlକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପ୍ରଭୁ ସ୍ମୃତି ଭବନ ଆଜି ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି I ଏହି ଉଦ୍ଘାଟନୀ ସମାରୋହରେ ରାଜଯୋଗିନୀ ବ୍ରହ୍ମକୁମାରୀ…

ମାଲକାନଗିରିରେ ୧୦୨୫ କେଜି ଗଞ୍ଜେଇ ଜବତ, ଏମ୍‌ଭି–୯୬ ଛକରେ ଚଢ଼ାଉ; ଟ୍ରକ୍‌ ସହ ଚାଳକ ଗିରଫ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ବିରୋଧରେ ପୁଲିସର ବଡ଼ ସଫଳତା ମିଳିଛି। ଏମ୍‌ଭି–୭୯ ଥାନା ପୁଲିସ ଶୁକ୍ରବାର ଏମ୍‌ଭି–୯୬ ଛକ ନିକଟ ଜାତୀୟ ରାଜପଥ–୩୨୬ରେ ଚଢ଼ାଉ କରି ୧୦୨୫ କେଜି ଗଞ୍ଜେଇ ଜବତ କରିଛି। ସହିତ ଗଞ୍ଜେଇ ବୋଝାଇ ନେଉଥିବା ଏକ ଟ୍ରକ୍‌କୁ…

ଆମ ଗୌରବ ଆମ କଲେଜ : ୧୨ଟି ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ପାଇଁ ୧.୭୩ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର, ୨୨ ଫେବୃଆରୀ, ୨୦୨୬: ଆମ ଗୌରବ ଆମ କଲେଜ ଯୋଜନା ଅଧୀନରେ ରାଜ୍ୟରେ ଗୋଟିଏ ବିଶ୍ୱ ବିଦ୍ୟାଳୟ ଏବଂ ୧୧ଟି ମହାବିଦ୍ୟାଳୟର ବିକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ରେଭେନ୍ସା ବିଶ୍ୱ ବିଦ୍ୟାଳୟ, କଟକ, ଆଗଲପୁର ପଞ୍ଚାୟତ ସମିତି (ଡିଗ୍ରୀ)…