Sign in
Sign in
Recover your password.
A password will be e-mailed to you.
ପ୍ରବଳ ବର୍ଷା ପବନରେ ଗଛପଡି ମୃତ୍ୟୁ ଓ ଗୁରୁତର ହୋଇଥିବା ପରିବାରଙ୍କୁ ଭେଟିଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ଶୁକ୍ରବାର ପ୍ରବଳ ବର୍ଷା ପବନରେ ଗଛ ପଡ଼ି ମୃତ୍ୟୁ ହୋଇଥିବା କେ. ମନ୍ମମଥ ରାଓଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ।…
ଦେଶୀ ମଦ ଓ ଜିଞ୍ଜର ସହିତ ସ୍କୁଟି ଜବତ, ୦୫ ଗିରଫ ।
ବାଲେଶ୍ୱର : ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ କେଶବ ଚନ୍ଦ୍ର ଦାସ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ…
ସ୍ବର୍ଗତ ସାମ୍ବାଦିକ ଅମର ନନ୍ଦଙ୍କ ସ୍ମୂତିଚାରଣ ସଭା ଅନୁଷ୍ଠିତ
ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ପ୍ରକୋଷ୍ଠରେ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଅମର ନନ୍ଦଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ସଭାପତିତ୍ୱ କରିଥିଲେ ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀ। ମୁଖ୍ୟ ଅତିଥି ଭାବରେ ବରିଷ୍ଠ…
ଦକ୍ଷିଣ ପୂର୍ବ ରେଳବାଇର ବେପରୁଆ କାର୍ଯ୍ୟକାଳପ : ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମାଲ ବୋଝେଇ ଟେମ୍ପୋ ଓ ବାଇକ…
ବସ୍ତା ୩/୫:ବସ୍ତା ରେଳ ଷ୍ଟେସନ ସଂଲଗ୍ନ ରେଳ ଫାଟକରେ ଆଜି ଅଳ୍ପକେ ବର୍ତ୍ତିଲା ପତ୍ର ଥାଳି ବୋଝେଇ ଟେମ୍ପୋ |ରେଳ ଫାଟକ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ତଥା ବେପରୁଆ ଢଙ୍ଗ ଯୋଗୁଁ ଆଜି ଦିନ ଗୋଟାଏ ସମୟରେ ଏକ ପତ୍ର ଥାଳି ବୋଝେଇ ଗାଡି ସିଧା ଫାଟକ ବେରିଗେଟରେ ବାଜି ଅଳ୍ପକେ…
ବେଲଗୁଣ୍ଠା ବ୍ଲକରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ; ସଫଳତାର ହାର ୯୮.୮୬%,
ଶୀର୍ଷରେ ରହିଲେ ବେଣିପଲ୍ଲୀ ଶ୍ରୀ ଗୋପୀନାଥ ସ୍ୱାମୀ ବିଦ୍ୟାପୀଠର ଅନିଲ
ବେଲଗୁଣ୍ଠା:-3/5/26-:(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଅତ୍ୟନ୍ତ ସନ୍ତୋଷଜନକ ରହିଛି। ବ୍ଲକର ମୋଟ ୨୪ଟି ହାଇସ୍କୁଲରୁ ପରୀକ୍ଷା ଦେଇଥିବା ୧୫୦୦…
ସମାସିଂହାରେ ଅଖଣ୍ଡ ଅଷ୍ଟପ୍ରହର ନାମଯଜ୍ଞ
ଝାରସୁଗୁଡା : ସମାସିଂହା ହରିଜନ ପଡା ସ୍ଥିତ ଯଜ୍ଞମଣ୍ଡପ ଠାରେ ଅଖଣ୍ଡ ନାମଯଜ୍ଞ ସମାପନ ହୋଇଯାଇଛି l ବୁଧୁବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଗୁରୁବାର ନାମଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା । ଯଜ୍ଞରେ କ୍ଷମା ରଣବିଡା ଓ ତାଙ୍କ ଧର୍ମପତ୍ନୀ ନୀଲାବତୀ ରଣବିଡା କର୍ତ୍ତା ଦାୟିତ୍ଵ…
କୋଲାବିରାରେ ବିଧାୟକଙ୍କ ଦ୍ଵାରା ୫ ପାଣି ଟ୍ୟାଙ୍କର ଶୁଭାରମ୍ଭ
ଝାରସୁଗୁଡା : କୋଲାବିରା ବ୍ଲକ ଅଞ୍ଚଳରେ ବିଭିନ୍ନ ଗ୍ରାମରେ ପାଣି ସମସ୍ୟା ଦୂର ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ଉଦ୍ୟମରେ ୫ଟି ପାଣି ଟ୍ୟାଙ୍କର ରେ ଶୁଭାରମ୍ଭ ହୋଇଯାଇଛି l ରବିବାର ବିଧାୟକ ଶ୍ରୀ ତ୍ରିପାଠୀ ଫିତା କାଟି ଟ୍ରାକ୍ଟର ସହ ଟ୍ୟାଙ୍କର ର ଶୁଭାରମ୍ଭ କରିଥିଲେ l କୋଲାବିରା ବ୍ଲକ…
ବଡବାହାଲରେ ପ୍ରସ୍ତାବିତ ମଦ୍ରାସାକୁ ନେଇ ବିରୋଧ, ଗ୍ରାମବାସୀଙ୍କ ଅଭିଯୋଗ ପତ୍ର ଦାଖଲ
ଝାରସୁଗୁଡ଼ା, : କୋଲାବିରା ତହସିଲ ଅଧୀନ ବଡବାହାଲ ଅଞ୍ଚଳରେ ପ୍ରସ୍ତାବିତ ଏକ ମଦ୍ରାସା ସ୍ଥାପନକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ବିରୋଧ ଦେଖାଦେଇଛି। ଏହି ପ୍ରସଙ୍ଗରେ ଶନିବାର ଦିନ ଅଞ୍ଚଳର ବିଭିନ୍ନ ଗ୍ରାମବାସୀ କୋଲାବିରା ତହସିଲଦାରଙ୍କ ନାମରେ ଏକ ଅଭିଯୋଗ…
ଝାରସୁଗୁଡାରେ ଅବୈଧ ଫ୍ଲାଇଏଶ ଡମ୍ପିଂ ବିରୋଧରେ କଠୋର ପଦକ୍ଷେପ: 24×7 ଟାସ୍କ ଫୋର୍ସ ଗଠନ
ଝାରସୁଗୁଡା, ରବିବାର: ଜିଲ୍ଲାରେ ଅବୈଧ ଭାବେ ଫ୍ଲାଇଏଶ ଡମ୍ପିଂକୁ ରୋକିବା ପାଇଁ ଆଜି ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାଣଙ୍କ ଅଧ୍ୟକ୍ଷତାରେ ଡିଏମ୍ ଅଫିସ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପରିବେଶ ସୁରକ୍ଷା, ସାର୍ବଜନୀନ ସ୍ୱାସ୍ଥ୍ୟ ଓ ଅଞ୍ଚଳର…
ନବରଙ୍ଗପୁର ଠାରେ ଏନ୍ ଇ ଇ ଟି (ୟୁ ଜି) ୨୦୨୬ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ସ୍ନାତକୋତ୍ତର) ସଫଳତାର ସହ…
ନବରଙ୍ଗପୁର ତା ୩.୫.୨୦୨୬: ଅଶୋକ ସାହୁ,ନବରଙ୍ଗପୁର ଜିଲ୍ଲା ର ଛାତ୍ର ଛାତ୍ରୀ ମାନେ ମେଡିକାଲ ଚିକିତ୍ସା ପାଠ୍ୟକ୍ରମରେ ଭର୍ତ୍ତି ହେବା ପାଇଁ ସାରା ଭାରତ ବର୍ଷରେ ଅନୁଷ୍ଠିତ ହେଉଥିବା NEET ( UG)2026 ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ଦେଇଥିଲେ।ଜିଲ୍ଲାର ନବରଙ୍ଗପୁର ସହରର ଆର୍ ସି…