ଡ. ମଜହର ବେଗ୍‌ଙ୍କୁ ସିଇଓ ଅଫ୍‌ ଦି ଇୟର ସମ୍ମାନ

ଭୁବନେଶ୍ୱର : ଆଦିତ୍ୟ ଆଲୁମିନା ରିଫାଇନାରୀ, କଂସାରୀଗୁଡାର ୟୁନିଟ ହେଡ୍‌ ଏବଂ ପ୍ରେସିଡେଣ୍ଟ ଡ. ମଜହର ବେଗ୍‌ଙ୍କୁ ବିଶ୍ୱ ମାନବ ସମ୍ବଳ ବିକାଶ କଂଗ୍ରେସ ଦ୍ୱାରା ଭୁବନେଶ୍ୱରର ସାଣ୍ଡିସ୍ ଟାୱରରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଦି ବିଜିନେସ୍‌ ଲିଡର ଅଫ୍‌ ଦି ଇୟର କାର୍ଯ୍ୟକ୍ରମ ଅଧୀନରେ…

୨୦୨୬-୨୭ ପାଇଁ ‘ସୁଜଳ’ ଯୋଜନାରେ ୧୫୦୦ କୋଟି ଟଙ୍କାର ବ୍ୟୟବରାଦ

ଓଡ଼ିଶାରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣରେ ବ୍ୟାପକ ଅଗ୍ରଗତି ଭୁବନେଶ୍ୱର, ୩ ମେ, ୨୦୨୬: ରାଜ୍ୟର ସମସ୍ତ ସହରାଞ୍ଚଳରେ ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ନିଜର ପ୍ରୟାସକୁ ଆହୁରି ଜୋରଦାର କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ…

ବିଜେପୁରରେ ମାଟ୍ରିକ ଫଳାଫଳ: ଦୁଇ ଛାତ୍ରୀଙ୍କ ଉଜ୍ଜ୍ୱଳ ସଫଳତା

ବିଜେପୁର:-ଚଳିତ ବର୍ଷର ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ଶନିବାର ସନ୍ଧ୍ୟାରେ ପ୍ରକାଶ ପାଇବା ପରେ ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକରେ ଖୁସିର ଲହରୀ ଦେଖିବାକୁ ମିଳିଛି। ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇ ଜଣ ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ…

କାଳବୈଶାଖୀ ପରେ ଭୁବନେଶ୍ୱର ଓ କଟକରେ ଟିପିସିଓଡିଏଲ୍‌ ପକ୍ଷରୁ ଦ୍ରୁତ ବିଦ୍ୟୁତ ସଂଯୋଗ ପୁନଃସ୍ଥାପିତ

ଭୁବନେଶ୍ୱର, ମଇ ୨, ୨୦୨୬:  କାଳବୈଶାଖୀ ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ଭୁବନେଶ୍ୱର ଏବଂ କଟକର କିଛି ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା। ତେବେ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍‌) ପକ୍ଷରୁ ଅତି ଶୀଘ୍ର ପଦକ୍ଷେପ ନିଆଯାଇ ବିଦ୍ୟୁତ…

ବରିଷ୍ଠ ସାମ୍ବାଦିକ କବି ଓ ଫୋଟୋ ସଂଗ୍ରାହକ ସର୍ବୈଶ୍ବର ଦାସ ସଡ଼କ ଦୁର୍ଘଟଣାରେ ଆହତ

ବାଲେଶ୍ବର : ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ କବି ବିରଳ ଫୋଟୋ ସଂଗ୍ରାହକ ସର୍ବୈଶ୍ବର ଦାସ ଆଜି ବସ୍ ଯୋଗେ ନିଜ ଗ୍ରାମ ଇଞ୍ଚୁଡିକୁ ଫେରୁଥିଲେ। ସେ ବସରୁ ଓହ୍ଲାଇ ଦୋକାନରୁ ଧୂପ କିଣିବା ପାଇଁ ସଡକ ପାରି ହେଉଥିବା ସମୟରେ ତାଙ୍କ ପଛପଟୁ ଏକ କାର ଧକ୍କା ଦେଇଥିଲା।ଫଳରେ ସେ ରାସ୍ତା କଡକୁ…

ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ, ବିଭିନ୍ନ ସରକାରୀ ସେବାର ଉପଲବ୍ଧି ନେବାକୁ ପରାମର୍ଶ।

ଓଡ଼ଗାଁ,୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଦେୱାନୀ ଓ ଫୌଜଦାରୀ କୋର୍ଟ ବାର ଆସୋସିଏସନ କକ୍ଷରେ ଓଡ଼ଗାଁ ତାଲୁକ୍ ଆଇନ ସେବା ପ୍ରାଧିକରଣ କମିଟି ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଶ୍ରମିକ ଦିବସ ମେ ମାସ ୧ ତାରିଖରେ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଓଡ଼ଗାଁ ଦେୱାନୀ ଓ…

ରାମଚଣ୍ଡୀଙ୍କ ଉଦ୍ଦିଷ୍ଟ ଜମି ବିକ୍ରି ଅଭିଯୋଗ, ତତ୍ତ୍ୱାବଧାରକଙ୍କ ଖଣ୍ଡନ

ଓଡ଼ଗାଁ, ୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସାଗର ପୁଷ୍କରିଣୀ ନିକଟରେ ବିଜେ ମା’ ରାମଚଣ୍ଡୀଙ୍କ ନାମରେ ଉଦ୍ଦିଷ୍ଟ ଜମି ବିକ୍ରି କରିବା ଉଦ୍ୟମ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ଦାନକର୍ତ୍ତା ପରିବାରର ସଦସ୍ୟ ଓ…

ମାଟ୍ରିକ ପରୀକ୍ଷା ଫଳ ୨୦୨୬ ପ୍ରକାଶ;ବିଷ୍ଣୁ ପ୍ରସାଦ ସାହୁ ଓଡ଼ଗାଁ ବ୍ଲକ ଟପର

ଓଡ଼ଗାଁ,୨।୫(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ୨୦୨୬ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରୁମବାଙ୍କତରା ଗ୍ରାମର ଜନତା ନୋଡାଲ ହାଇସ୍କୁଲର ଛାତ୍ର ବିଷ୍ଣୁ…

ପଦ୍ମପୁର ୟୁନିଟ ସାମ୍ବାଦିକ ସଂଘ ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସାରା ରାଜ୍ୟରେ ଓଡ଼ିଶା ସାମ୍ବାଦିକ ୟୁନିଅନ ତରଫରୁ ମଇ 1 ତାରିଖ କୁ ପ୍ରତିବାଦ ଦିଵସ ଭାବରେ ପାଳନ କରୁଥିବା ବେଳେ ବରଗଡ଼ ସାମ୍ବାଦିକ ସଂଘ ପଦ୍ମପୁର ୟୁନିଟ୍ ତରଫରୁ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପ୍ରତିବାଦ ଦିବସ ପାଲିତ ହୋଇଥିବା ବେଳେ ଆଜି ସଂଘ…

ପିପିଲି ରେ କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘର ଶ୍ରମିକ ଦିବସ ପାଳିତ।

ଅସ୍ତରଙ୍ଗ,,ମେ ୧ ତାରିଖ ଦିନ ପିପିଲି ର ମଙ୍ଗଳପୁର ଠାରେ ଥିବା ହୋଟେଲ ରାଞ୍ଚ ପରିସରରେ କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘ୍ ତରଫରୁ ଶ୍ରମିକ ଦିବସ ପାଳିତ ହୋଇ ଯାଇ ଅଛି । ଏହି କାର୍ଯ୍ୟକ୍ରମକୁ ପିପିଲି ର ମାନ୍ୟବର ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ପ୍ରଦୀପ ପ୍ରଯୋଳନ କରି ଉଦଘାଟନ କରିଥିଲେ ।…