ଖୋର୍ଦ୍ଧା (ସେକ କୌଶର ): ଟ୍ରକ କୁ ପିଟିଲା ଟ୍ରକ ଦୁଇ ଗୁରୁତ୍ୱର ଟାଙ୍ଗି ମେଡିକାଲରେ ଭର୍ତ୍ତି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଫାଲକନ ଫିଇଡ୍ସ ସମ୍ମୁଖରେ । ସୂଚନାଯୋଗ୍ୟ ଯେ ଫାଲକନ ଫିଇଡିସ୍ ସମ୍ମୁଖରେ ଠିଆ ହୋଇଥିବା ଏକ ଆଇରନ ବୋଝେଇ ଟ୍ରକ ପଛକୁ ଧକ୍କା ଦେଲା ଆଉ ଏକ ଅଣ୍ଡା ବୋଝେଇ ଟ୍ରକ , ଧକ୍କା ଦେଇଥିବା ଟ୍ରକ ଆନ୍ଦ୍ରାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ଘଟିଥିଲା ଦୁର୍ଘଟଣା ସ୍ଥଳରେ ଜଣେ ମୃତୁ ବରଣ କରିଛି ଆଉଜଣେ ଗୁରୁତ୍ୱର। ଘଟଣା ସ୍ତଳରେ କୁହୁଡ଼ି ଫାଣ୍ଡି ଅଧିକାରୀପୋଲିସ ପହଞ୍ଚି ପ୍ରସନ୍ନ କୁମାର ଜେନା ରାସ୍ତା ସ୍ୱାଭାବିକ କରିବା ସହ ଦୁର୍ଘଟଣା ବ୍ୟକଙ୍କୁ ଟାଙ୍ଗି ମେଡିକାଲ ପହଞ୍ଚାଇବା ବେବସ୍ଥା କରିଛନ୍ତି ଆମ୍ବୁଲାନ୍ସ ସାହାଯ୍ୟରେ ।
Sign in
Sign in
Recover your password.
A password will be e-mailed to you.