ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୁରୁଣା ବସ୍ ଷ୍ଟାଣ୍ଡ ଠାରେ ଆପ୍ ଗଜପତି ତରଫରୁ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ,ଲୋଗସ୍ ଦାସ୍ ବର୍ଦ୍ଧନ , ସାରଲା ଇଶ୍ୱର ରାଓ , ଲୋକନାଥ ଭୁକ୍ତା , ନାରାୟଣ , ବୁଡୁ , ସୁଧା ରଘୁନାଥ , କଲ୍ୟାଣ ପ୍ରମୁଖ ସହଯୋଗ କରିଥିଲା ବେଳେ ଜି.ଚନ୍ଦ୍ରା ରାଓ ଓ ପାଇଲା ମୁରଲି କ୍ରିଷ୍ଣା ପରିଚାଳନା କରିଥିଲେ। ଭିଷଣ ଖରାରେ ତୃଷାର୍ତ୍ତ ଲୋକଙ୍କ ଶୋଷ ମେଣ୍ଟାଇବା ପାଇଁ ଦଳ ତରଫରୁ ଏହି ପ୍ରୟାସ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.