ସୁନ୍ଦରଗଡରେ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ।। ଯୁବ ମତଦାତାଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ।

ରାଉରକେଲା,(ବସନ୍ତ ଜେନା); ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦ୍‌ଭାବନା ଭବନଠାରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣ ଏଥିରେ ଯୋଗଦେଇ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ…

ଅଭିନବ ଉପାୟରେ ବେଧଡକ ଭାବେ ଚାଲିଛି ନିଶା ବେପାର

ରବି ନାରାୟଣ ସାହୁ ଙ୍କ ରିପୋର୍ଟ(ଖୋର୍ଦ୍ଧା)--ଅଭିନବ ଉପାୟରେ ଖୋର୍ଦ୍ଧା ସହର ଓ ଆଖପାଖି ଅଞ୍ଚଳରେ ଦିନକୁ ଦିନ ନିଶା ବେପାର ବଢ଼ିବାରେ ଲାଗିଛି । ଆଜି କଟକ ସ୍ପେଶାଲ ସ୍କ୍ୱାର୍ଡ କୌଣସି ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ପଶୁ ଡାକ୍ତରଖାନା ଛକ ନିକଟରେ ଏକ ପରିବା ଦୋକାନ ରେ ଚଢ଼ାଉ କରିଥିଲେ…

ପଞ୍ଚାୟତ ରାଜନୀତି ବାତାବରଣ ଉଷ୍ମ : ବିଜେପି – ବିଜେଡି ପକ୍ଷରୁ ଥାନା ଘେରାଉ

ଭଞ୍ଜନଗର/ନିଲୁ ବିଷୋୟୀ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସମ୍ମୁଖରେ ଆଜି ପଞ୍ଚାୟତ ରାଜନୀତିର ଉଷ୍ମ ବାତାବରଣ ଦେଖା ଦେଇଛି। ଚଳିତ ନିର୍ବାଚନକୁ ଅବାଧ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନେଇ ପ୍ରଶାସନିକ ଓ ପୁଲିସ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ବିକ୍ଷୋଭ ଓ ଥାନା ଘେରାଉ ସାଙ୍ଗକୁ…

ଉପଖଣ୍ଡ ସ୍ତରୀୟ ଜାତୀୟ ଭୋଟର ଦିବସ ପାଳନ

ଭଂଜନଗର/ ନିଲୁ ବିଷୋୟୀ: ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ ହୋଇଛି ଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ବିଚାରପତି ଡ଼.ଅରୁଣ କୁମାର ସାହୁ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ…

କ୍ରିଦାଶପୁର :ବିଜେଡି ସମର୍ଥୀତ ସରପଞ୍ଚ ଏବଂ ସମିତିସଭ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ନୟାଗଡ(ବିଶ୍ଵଜିତ ନାୟକ) - ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକିୟା ଶେଷ ହୋଇଛି । ପ୍ରତ୍ୟାହାର ପ୍ରକିୟା ପରେ ନୟାଗଡ଼ ବ୍ଲକ କ୍ରିଦାଶପୁର ପଞ୍ଚାୟତ ବିଜେଡି ସମର୍ଥୀତ ସରପଞ୍ଚ ପାର୍ଥୀ ସଂଜୁବାଳା ବିଶ୍ୱାଳ ଏବଂ ସମିତିସଭ୍ୟ ପ୍ରାର୍ଥୀ ବାସନ୍ତି ଦେବୀ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ଲାଭ…

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ Covid victim ମାନଙ୍କ ମଙ୍ଗଳ ନିମନ୍ତେ ଥିବା…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଭୋଟର ସଂକଳ୍ପ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ଭୋଟର ସଂକଳ୍ପ ଦିବସ ପାଳିତ ହୋଇଯାଇଛି। ମହିଳା ସ୍ନାତକ ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ ବିଭାଗ ତରଫରୁ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଡ଼.ଭାରତୀ ପାଣିଗ୍ରାହୀଙ୍କ ଦ୍ୱାରା ଏକ ୱେବ ମିଟିଂର ଆୟୋଜନ…

ପଦ୍ମ ତାଲିକାରେ ଓଡ଼ିଶାର ୬ ଜଣ

ଭୁବନେଶ୍ୱର : ଆଜି ଦେଶର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ମୋଟ ୧୨୮ ଜଣଙ୍କୁ ପଦ୍ମ ପୁରସ୍କାର ମିଳିବାକୁ ଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୪ ପଦ୍ମ ବିଭୂଷଣ ୧୭ ଜଣ ପଦ୍ମ ଭୂଷଣ ଓ ୧୦୭ ପଦ୍ମଶ୍ରୀ । ଓଡ଼ିଶାର ୬ ଜଣ ପ୍ରତିଭାଧର ଏହି ପୁରସ୍କାର ତାଲିକାରେ ଅଛନ୍ତି | ପ୍ରଖ୍ୟାତ…

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ।

କଲ୍ୟାଣସିଂହପୁର-ପ୍ରଦୀପ ଦଲାଇ:ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଦଦ୍ଭାବନା ଗୃହରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଡ଼ିଓ ସୁଧାକର ରଇତଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।ସକାଳ ୭.୩୦ ସମୟରେ…

ଶୁଣିଲେନି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ

ଦେବଗଡ଼/ ଅବନୀକାନ୍ତ ମିଶ୍ର : ଶୁଣିଲେନି ପ୍ରଶାସନ ଗାଁ ରାସ୍ତା ମରାମତି କଲେ ନିଜେ ଗ୍ରାମବାସୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ କଲଣ୍ଡା ଗ୍ରାମପଞ୍ଚାୟତ ର ସାମନ୍ତରାପାଲି ଗ୍ରାମରେ।ସାମନ୍ତରାପାଲି ଗ୍ରାମ ମଧ୍ୟ ଦେଇ ଯାଇଥିବା ତମ୍ବୁହୁଲି ମାଟି ରାସ୍ତା…