Sign in
Sign in
Recover your password.
A password will be e-mailed to you.
ବ୍ଲକ ଅଧ୍ୟକ୍ଷ ପଦବୀକୁ ନେଇ ଚର୍ଚ୍ଚା
ସିମୁଳିଆ - (ଅକ୍ଷୟ କୁମାର ଜେନା) ସିମୁଳିଆ ବ୍ଲକ ୪୦ ନମ୍ବର ଜୋନ ୨୨ ଗୋଟି ପଞ୍ଚାୟତ କୁ ନେଇ ଗଠିତ। ବିଜେଡି ବିଧାୟକ ତଥା ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣଗ୍ରାହୀ ଏବଂ ବିଜେପି ପୂର୍ବତନ ମନ୍ତ୍ରୀ ପଦ୍ମ ଲୋଚନ ପଣ୍ଡା ଙ୍କ ନିଜସ୍ଵ ଗଡ ରେ ବ୍ଲକ ଅଧକ୍ଷ ପଦବୀ କୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।…
ଖୋଲିଲା ପ୍ରାଥମିକ ବିଦ୍ୟାଳୟ
ଗଣିଆ,(ନୟାଗଡ଼): କରୋନା ଯୋଗୁଁ ଦୀର୍ଘ ୨ ବର୍ଷ ହେବ ବନ୍ଦ ଥିଲା ପ୍ରାଥମିକ ବିଦ୍ୟାଳୟ । କରୋନା ଆକ୍ରାନ୍ତଙ୍କ ସଂଖ୍ୟାକମିବାରୁ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ନିଷ୍ପତି ନେଇଛନ୍ତି । ଗଣିଆ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଆସିବା ପରେ ତାଙ୍କୁ…
ରାସ୍ତା ଶୋଚନୀୟ, ଯାତାୟାତରେ ବାଧା
ଗଣିଆ,(ନୟାଗଡ଼): ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପଛପାଖରେ ଗଣିଆ ତୋଟାସ।ହି କୁ ସଂଯୋଗ କରୁଥିବା କଂକ୍ରିଟ୍ ରାସ୍ତା ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡିଛି । ରାସ୍ତାରୁ ସିମେଣ୍ଟ କଂକ୍ରିଟ୍ ସଂପୂର୍ଣ୍ଣ ଉଠିଯାଇ ରାସ୍ତା ମଝିରେ ବଡ ଖାଲରେ ପରିଣତ ହୋଇଗଲାଣି। ବଡ ବଡ ଗାଡି ଯିବାରୁ ଉକ୍ତ…
ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅଲଡ଼ା (କାଶୀନଗର ବ୍ଲକ) ଏବଂ ଡ଼କ୍ଟର ଗଣପତି ସାବତ ଫାଉଣ୍ଡେସନ (ଏନ୍ ସି ସ୍ ଟି ସି) ଆନୁକୁଲ୍ୟରେ ଜାତୀୟ ବିଜ୍ଞାନ ଦିବସ ପାଳନ ସହ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇରିଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର…
ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ-୨୦୨୨ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଡ଼ଃ ସତ୍ୟ ନାରାୟଣ ରାଜଗୁରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଭା ଗୃହ ଠାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସସିଇଆରଟି: ସହଯୋଗରେ ଜିଲ୍ଲା…
ବିଜ୍ଞାନ ସର୍ବତ୍ର ପୂଜ୍ୟତେ ସପ୍ତାହବ୍ୟାପୀ ବିଜ୍ଞାନ ମହୋତ୍ସବ ଉଦ୍ଯାପିତ
ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଗତ ୨୨ତାରିଖରୁ ଚାଲିଥିବା ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ସପ୍ତାହବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ସୋମବାର ଉଦ୍ଯାପିତ ହୋଇଛି । ସ୍ୱାଧିନତାର ୭୫ବର୍ଷ ପୂର୍ତ୍ତି ଆଜାଦ୍ କି ଅମ୍ରିତ୍ ମହୋତ୍ସବ ପାଳନ ଅବସରରେ ଏହି ବିଜ୍ଞାନ…
ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା
ଭୁବନେଶ୍ୱର :ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର…
ତୃତୀୟ ଦିନ ଗଣତି : ମଧ୍ୟରାତ୍ରି ସୁଦ୍ଧା ଘୋଷିତ ୧୧୭ ଭିତରୁ ୧୦୬ ବିଜେଡି
କଂଗ୍ରେସକୁ ଯାଇଛି ୬ଟି ଆଉ ବିଜେପି ଝୁଲାରେ ପାଞ୍ଚ
ସୁନ୍ଦରଗଡ଼ ଜିଲ୍ଲାରେ ଶୃଙ୍ଖଳିତ ପୋୖର ନିର୍ବାଚନ ପରିଚାଳନା ଲାଗି ସମସ୍ତଙ୍କ ସହଯୋଗ ଲୋଡିଲେ ଜିଲ୍ଲାପାଳ ପବନ କଲ୍ୟାଣ।
ରାଉରକେଲା: (ବସନ୍ତ କୁମାର ଜେନା): ଓଡ଼ିଶାରେ ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ହେବ। ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଉପରେ ଜିଲ୍ଲାପାଳ…
ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ କବଜାରେ ୬ ଜଣ ନିଶା ବେପାରୀ।
ରାଉରକେଲା(ବସନ୍ତ କୁମାର ଜେନା): ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଦୁଇଟି ପୃଥକ ମାମଲାରେ ୬ ଜଣ ନିଶା ଦ୍ରବ୍ୟ କାରବାର କରୁଥିବା ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର , ୨ ଟି ପିସ୍ତଲ , ୭ ରାଉଣ୍ଡ ଗୁଳି , ୩ ଟି ଦୁଇ ଚକିଆ ଯାନ , ନଗଦ ୧…