ଯୁଦ୍ଧ ଶାନ୍ତି ପାଇଁ ଚକରିଆଶୁଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ହାଟଡିହୀ: ସଂପ୍ରତି ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ଅବସାନ ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଧନୁର୍ଜୟ ନାରାୟଣପୁର ଶାସନର ପ୍ରତ୍ୟକ୍ଷ ଦେବୀ ଚକରିଆଶୁଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି। ଫେବୃଆରୀ ୨୮ ତାରିଖରୁ ମାର୍ଚ୍ଚ ୨ ତାରିଖ…

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସର୍ବାଧିକ ୭୦%ଭୋଟ ପାଇ ରେକର୍ଡ଼ ବିଜୟ ଲାଭ

ଜନସାଧାରଣ ଙ୍କୁ କୃତଜ୍ଞତା ଜଣାଇଲେ ଭାବନା ସିଂ ବରଗଡ଼ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ କେଛୋଦାଦାର ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଭାବରେ ପ୍ରଥମ ଥର ବିଜୁ ଜନତା ଦଳର ସମ୍ମର୍ଥୀତ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିଲେ ଶ୍ରୀମତୀ ଭାବନା ସିଂ । ଅଂଚଳର କର୍ମୀ ଓ ସମ୍ମର୍ଥକ ମାନଙ୍କର କଠୋର…

ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଗାଡ଼ିରେ ଥିବା ସମସ୍ତ ଛଅ ଜଣ ମୃତ ନୂଆପଡା / ବରଗଡ଼ :- ଆଜି ପଦ୍ମପୁର ନୂଆପଡା ବିଜୁ ଏକ୍ସପ୍ରେସ ୱେ ର ସୁନସୁନିଆ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ପ୍ରାପ୍ତ ସୂଚନା ମୁତାବକ ଛତିଶଗଡ଼ର ଋଷୁଡା ଅଂଚଳର ଏଜ ମରୁତି ଗାଡି ନମ୍ବର CG06GF/2753 ଦୁର୍ଘଟଣା ଗ୍ରସ୍ତ ହୋଇ ଏହି…

ପ୍ରଫେସର ଡି ପି ରାୟ ସୋଆ ର ନୂତନ ଚାନ୍ସେଲର

ଭୁବନେଶ୍ୱର : ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର (ଡ଼ଃ ) ଦେବୀ ପ୍ରସାଦ ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ଡିମ୍ଡ ବିଶ୍ୱବିଦ୍ୟାଳୟ ର ନୂତନ ଚାନ୍ସେଲର ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି |ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକ ଙ୍କ ପ୍ରମୁଖ ଉପଦେଷ୍ଟା…

ପଞ୍ଚାୟତ ନିର୍ବାଚନରେ ଆମର ସିଟ୍ କମିଛି , ହେଲେ ଜନସମର୍ଥନ କମିନି : ସମୀର ମହାନ୍ତି

ଫଳାଫଳକୁ ଆମେ ନମ୍ରତାର ସହ ସ୍ୱୀକାର କରୁଛୁ , ପରାଜୟର କରିବୁ ନିଖୁଣ ତର୍ଜ୍ଜମା ପୌର ନିର୍ବାଚନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରୁଛି, ନିଶ୍ଚିତ ଫଳ ଭଲ ହେବ ଭୁବନେଶ୍ୱର : ପଂଚାୟତ ନିର୍ବାଚନରେ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି…

ଆନନ୍ଦ ଉଲ୍ଲାସରେ ପାଳିତ ହେଲା ପବିତ୍ର “ଶିବରାତ୍ରୀ”

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସମେତ ଗଜପତି ଜିଲ୍ଲାର ବିଭିନ୍ନ ଶୈବ ପୀଠ ଓ ତଥା ଶିବ ମନ୍ଦିର ମାନଙ୍କରେ ପବିତ୍ର ଶିବରାତ୍ରି ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି। ପାରଳାଖେମୁଣ୍ଡି ସମେତ ବିଭିନ୍ନ ଅଞ୍ଚଳରେ ଥିବା ଶିବ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ଭକ୍ତ…

ଚାରିଆଡେ ଶଙ୍ଖ ଧ୍ୱନି : ୮୫୨ ଜୋନରୁ ହାତେଇଲା ୭୬୬

ପଂଚାୟତ ପ୍ରିମିୟର ଲିଗ : ନବୀନ କେବଳ,ବିରୋଧୀ ଦୁର୍ବଳ ଟିମ ନବୀନର ଧୁଆଁଧାର ବ୍ୟାଟିଂରେ ନିଷ୍ପ୍ରଭ ବିରୋଧୀ ବିଜେପି ୪୨, କଂଗ୍ରେସ ୩୭ , ସ୍ୱାଧୀନ ୩ ଆଉ ଅନ୍ୟ ୪ ଭୁବନେଶ୍ୱର : ପଂଚାୟତ ପ୍ରିମିୟର ଲିଗ ରେ ବାଜି ମାରିନେଇଛି ବିଜେଡି | ଭୋଟର ପରିଣାମ ପ୍ରମାଣିତ କରିଦେଇଛି ଯେ ନବୀନ କେବଳ…

କେବଳ ଗୋଟିଏ ମାତ୍ର ଭୋଟ ରେ ହାରଜିତ

ଆଗଲପୁର/ ଗୁରୁଶଙ୍କର ପାଇକ : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବାବୁ ଫାସଡ୍ ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀନୀ ଜୟନ୍ତୀ ସେଠ୍ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଳାସିନୀ ସେଠ୍ ଙ୍କ ଠାରୁ ମାତ୍ର ୧ ଟି ଭୋଟ ରେ ଜିତିଛନ୍ତି | ତା ୨୬/୨/୨୦୨୨ ରେ ଆଗଲପୁର ବ୍ଲକ କାର୍ଯ୍ୟାଳୟ ଠାରେ ବାବୁ ଫାସ ଡ୍…

ଭାରତରେ ବାଲ୍ୟାବସ୍ଥା ପୁଷ୍ଟିହୀନତା ବିରୋଧରେ ନିଜର ଲଢେଇକୁ ବ୍ୟାପକ କଲା ଆମୱେ

ଭାରତ ସରକାରଙ୍କ ଜାତୀୟ ପୋଷଣ ଅଭିଯାନକୁ ସମର୍ଥନ କରିବାକୁ ପ୍ରଚଲନ କଲା ମାଇକ୍ରୋନ୍ୟୁଟ୍ରିଏଣ୍ଟ ସପ୍ଲିମେଣ୍ଟ-ନ୍ୟୁଟ୍ରିଲାଇଟ ଲିଟଲ୍‍ ବିଟ୍‍ସ ଭୁବନେଶ୍ୱର: ସମଗ୍ର ବିଶ୍ୱରେ ଆମୱେ ପୁଷ୍ଟିହୀନତା ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇ ହଜାର ହଜାର ଶିଶୁଙ୍କର ଉନ୍ନତ ଓ ସୁସ୍ଥ ଜୀବନ ଯାପନରେ ସହାୟତା…

ଦଳ ବିରୋଧୀ କାର୍ଯ୍ୟ: ବିଜେଡିରୁ ନିଲମ୍ବିତ ହେଲେ ବ୍ଲକ ଅଧ୍ୟକ୍ଷ

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ବ୍ଲକ ଅଧ୍ୟକ୍ଷ | ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଅନୁଗୁଳ ଛେଣ୍ଡିପଦା ବ୍ଲକ ଚେୟାରମ୍ୟାନ ଅଶୋକ କୁମାର ପ୍ରଧାନଙ୍କୁ ଦଳରୁ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବରେ ଦଳରୁ ନିଲମ୍ବିତ…