ପୋଖରୀରେ ବୁଡି ଶିଶୁ କନ୍ୟା ମୃତ

0

ଭଦ୍ରକ/ସୀତାକାନ୍ତ ପାଢ଼ୀ : ପୋଖରୀରେ ପଡିଯାଇ 8 ମାସ ର ଶିଶୁ କନ୍ୟା ମୃତ ଘଟିଛି | ମୃତ ଶିଶୁ କନ୍ୟା ଜଣକ ଭଦ୍ରକ ସହର ଉପକଣ୍ଠ ଉପର ବାଗୁରାଇ ଅଞ୍ଚଳର ହୋଇଥିବା ସୂଚନା ମିଳିଛି |ଭଦ୍ରକ ଉପର ବାଗୁରାଇ ସ୍ଥିତ ଫିସରୀ ବନ୍ଧ ଉପରେ ଶିଶୁ ଟି ଆଜି ସକାଳେ ଖେଳୁଥିବା ସମୟରେ ପୋଖରୀ ଭିତରକୁ ଖସି ପଡ଼ିଥିଲେ|  ସ୍ଥାନୀୟ ଲୋକେ ଶିଶୁ ଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଥିଲେ |  ମେଡିକାଲ ରେ ଡାକ୍ତର ଦେଖିବା ପରେ ମୃତ ଘୋଷଣା କରିଥିଲେ |ସକାଳ ସମୟରେ ଏଭଳି ଅଘଟଣ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି|

Leave A Reply

Your email address will not be published.