Sign in
Sign in
Recover your password.
A password will be e-mailed to you.
ପ୍ରସନ୍ନ ଦେବ ସେନା ଗଠିତ
ବାସୁଦେବପୁର/ପ୍ରତାପ ପାଢ଼ୀ: ଆଜି ବାସୁଦେବପୁର ସ୍ଥିତ ପ୍ରସନ୍ନ ଦେବ ମନ୍ଦିର ପ୍ରାଙ୍ଗଣ ରେ ଅନେକ ଯୁବ ସମାଜସେବୀ ମାନେ ଏକ ନୂତନ ସେବା ସଂଗଠନ ପ୍ରସନ୍ନ ଦେବ ସେନା ନାମ ରେ ଏକ ନୂତନ କମିଟି ଗଠନ କରାଯାଇଛି। ସମାଜସେବୀ ମଣି କାନ୍ତ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ବୈଠକ ରେ ସଭାପତି…
ଶିଆଳ ଆକ୍ରମଣ ରେ ତିନି ଆହତ
ବାସୁଦେବପୁର/ପ୍ରତାପ ପାଢ଼ୀ- ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନୋ ୧୨ ରେ ରବିବାର ସକାଳ ସମୟ ରେ ଶିଆଳ ଆକ୍ରମଣ ରେ ବିଜେପି ନେତା ମଧୁସୂଦନ ପାଢ଼ୀ ଙ୍କ ସହ ସୁରେନ୍ଦ୍ର ସେଠୀ ଓ ନବଘନ ସାହୁ ଆହତ ହୋଇ ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇଛନ୍ତି। ସକାଳ ସମୟ…
ଓଡିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ପହଁଚାଇବାରେ ଗୁରୁ ଦେବ ପ୍ରସାଦ ଦାସଙ୍କ ଭୂମିକା ଉଲ୍ଲେଖନୀୟ – ସୂଚନା ଓ ଲୋକ ସଂପର୍କ…
ନୃତ୍ୟାର୍ଚ୍ଚନା ଅନୁଷ୍ଠାନ ତରଫରୁ 5ମ ଦେବ ପ୍ରସାଦ ଦାସ ସମ୍ମାନ
ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଡଃ ସ୍ନେହପ୍ରଭା ସାମନ୍ତରାୟଙ୍କୁ 5ମ ଦେବ ପ୍ରସାଦ ସମ୍ମାନ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟାର୍ଚ୍ଚନା’ ତରଫରୁ 5ମ ଦେବ ପ୍ରସାଦ ଦାସ ସମ୍ମାନ ଆଜି…
“ଆକାଂକ୍ଷା’ ମହିଳା ସଂଗଠନ ତରଫରୁ ମାତୃ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ "ଆକାଂକ୍ଷା" ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ଗ୍ରାମର ଶବର କଲୋନୀ ଠାରେ ମାତୃ ଦିବସ ପାଳିତ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା…
ବିଶ୍ୱ ମାତୃ ଦିବସରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ମାତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗତଜନନୀ ଶ୍ରୀରାଧା ରାଣୀଙ୍କ ଶ୍ରୀଚରଣେ ଶରଣ ହୋଇ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁ ଏବଂ ପୁରୋଧା ହରେ ରାମ କୃଷ୍ଣ ଚୌଧୁରୀଙ୍କ ପୌରହିତରେ ଶ୍ରୀରାସିକରାଜ ମନ୍ଦିର (ପରିଛା ମଠ) ଠାରେ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥିଭାବେ…
ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି। ଉକ୍ତ ଦିବସରେ ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କକ୍ଷ ଠାରେ ଗଜପତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ଚନ୍ଦ୍ର…
ବିଶ୍ୱ ରେଡ୍ କ୍ରସ ଦିବସ ଅବସରରେ ୨୫ୟୁନିଟ ରକ୍ତ ସଂଗ୍ରହ
ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡରେ ରେଡ୍କ୍ରସ ଶାଖାର ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି ଅନୁଯାୟୀ ଆଜି ଜିଲ୍ଲା ରକ୍ତ ଭଣ୍ଡାରରେ ଅନୁଷ୍ଠିତ ରକ୍ତ ଦାନ ଶିବିରକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଉଦଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚକିତ୍ସ। ଅଧିକାରୀ ଡାକ୍ତର ଲାଲ ମୋହନ…
ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ
ଭୁବନେଶ୍ୱର: ପଦ୍ମଶ୍ରୀ ସ୍ବର୍ଗତ ରଜତ କରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରଛନ୍ତି | ସୂଚନା ଯୋଗ୍ୟ ଯେ ଆଜି ସନ୍ଧ୍ୟା ରେ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ ହୋଇଯାଇଛି |
ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର…
ବନ ବିଭାଗର ଚଢ଼ାଉ: ମୂଲ୍ୟବାନ ଶାଗୁଆନ ଓ ଶାଳ ଲଗ୍ ଜବତ
ନୂଆଗାଁ/ ସୁବ୍ରତ ପରିଡା : ନୟାଗଡ ବନଖଣ୍ଡ ଅଧିକାରୀଣୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ମହିପୁର ବନ ବିଭାଗ ଦୁଇଟି ସ୍ଥାନରେ ଚଢ଼ାଉ କରି ମୂଲ୍ୟବାନ ଶାଗୁଆନ ଓ ଶାଳ ଲଗ୍ ଜବତ କରିଛି। ସୂଚନା ଅନୁଯାୟୀ ନୟାଗଡ ବନଖଣ୍ଡ ଅଧିକାରୀଣୀ ଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ ସ୍କ୍ଵାର୍ଡ ସଦସ୍ୟ ଙ୍କ…
ଆରପାରିରେ ମହାନ୍ ସାରସ୍ଵତ ସାଧକ ଶ୍ରୀ ରଜତ କର
ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଡ଼. ରଜତ କରଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ଶୋକଵ୍ୟକ୍ତ କଲେ ଆଇନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ
ଭୁବନେଶ୍ୱର,: ମହାନ୍ ସାରସ୍ଵତ ସାଧକ , ପ୍ରଚଣ୍ଡ ବାଗ୍ମୀ, ଅନନ୍ୟ ଗବେଷକ,…