ପୋଡାପାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

0

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ପୋଡାପାଡ଼ି ସ୍ଥିତ ପଞ୍ଚାୟତ ପରିସରରେ ଆଜି ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସମୟରେ ଗ୍ରାମ ରେ ବିଭିନ୍ନ ସମସ୍ୟା ର ଆଲୋଚନା । ହୋଇଥିଲା ଏହି ସମୟରେ ଟିକିରି ପଞ୍ଚାୟତ ସରପଞ୍ଚ ଲୀଳାବତୀ ମାଣ୍ଡିଙ୍ଗା, ନାଏବ ସରପଞ୍ଚ ମଙ୍ଗଳଦାନ ନାଏକ , ପୋଡାପାଡ଼ି ପଞ୍ଚାୟତ ପିଇଅ ପ୍ରମୋଦ ଜିଲାକାର ,ସହ ଯୋଗାଣ ସୟାହକ ଦାମୋଧର ନାଏକ ଉପସ୍ଥିତ ରହିଥିଲେ ଗ୍ରାମ ରେ ପାନିୟ ଜଳ, ବିଭିନ୍ନ ସାହି କୁ ରାସ୍ତା। ସହ ପୋଖରୀ ଗୁଡିକ ସଫା କରିବା ସହ ଆଉ ଲାଇବେରି ଭଳି ବିଭିନ୍ନ ସମସ୍ୟା ଉପରେ ଆଜି ଆଲୋଚନା ହୋଇଥିଲା ପିଇଅ ବାବୁ ଏହି ସମସ୍ୟା କୁ ଉପରସ୍ଥ ଅଧିକାରୀ ଙ୍କ ନିକଟରେ ଜଣାଇବି ବୋଲି ପିଇଅ କହିଛନ୍ତି ।
ରାଜେନ୍ଦ୍ର ଦୁରିଆ, ସୁଧୀର ଖରା,ସୀତାରାମ ମାଝୀ, ଶିବଶଙ୍କର ବାଘ, ଇନ୍ଦୁମତୀ ଖରା, ସବିତା ରାଣୀ ପାତ୍ର, ସବିତା ବାଘ, କୁନି ନାଏକ ଙ୍କ ସହ ପ୍ରତେକ ଗ୍ରାମର ବ୍ୟକ୍ତି ଉପସ୍ଥିତ ଥିଲେ

Leave A Reply

Your email address will not be published.