ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ

0

ବିଜେପି ଵିଧାୟକ ବିଷ୍ଣ୍ଣୁ ସେଠୀଙ୍କ ଦେହାନ୍ତପରେ ରିକ୍ତ ହୋଇଥିବା ଧାମନଗରର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଉପନିର୍ବାଚନ  ଅନୁଷ୍ଠିତ ହେବ | ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ  ସେହିମାସ ୧୪ ତାରିଖ ନାମାଙ୍କନରେ ଶେଷ ତାରିଖ ରହିଛି | ଅକ୍ଟୋବର  ୧୭ ନାମଙ୍କର ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବା ବେଳ ନଭେମ୍ବର ୩ ତାରିଖ ଦିନ ମତଦାନ ଓ ନଭେମ୍ବର ୬  ତାରିଖଦିନ ମତଗଣନା ପାଇଁ ତାରିଖ ଧାର୍ଯ୍ୟ ହୋଇଛି 

Leave A Reply

Your email address will not be published.