ବାସୁଦେବପୁର ମିଡ଼ିଆ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ।

0 3

https://youtu.be/ue79dO6nLUM

ବାସୁଦେବପୁର(ପ୍ରତାପ ପାଢ଼ୀ) : ଆଜି ବାସୁଦେବପୁର ସ୍ଥିତ ସ୍ଥାନୀୟ ପ୍ରସନ୍ନ ଦେବ ମନ୍ଦିର ପରିସର ରେ ବାସୁଦେବପୁର ମିଡ଼ିଆ ଆସୋସିଏସନ୍ ପକ୍ଷ ରୁ ଜାତୀୟ ପ୍ରେସ ଦିବସ ଅବସର ରେ ଜଗତ ର ମଙ୍ଗଳ କାମନା କରି ଦୀପ ଦାନ କରିବା ସହ ବୃକ୍ଷ ରୋପଣ କରାଯାଇଛି। ମିଡ଼ିଆ ଆସୋସିଏସନ୍ ସଭାପତି ପ୍ରତାପ କୁମାର ପାଢ଼ୀ, ଉପ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ସଂଗଠନ ସମ୍ପାଦକ ରଞ୍ଜନ ମଲ୍ଲିକ, କାର୍ଯ୍ୟକାରୀ ସଭାପତି ବିଭୂତି ପଣ୍ଡା, ବରିଷ୍ଠ ସଦସ୍ୟ ବିଭୂତି ମିଶ୍ର, ବିଜୟ ଘଡେ଼ଇ, ସଦସ୍ୟ ରାଜେନ୍ଦ୍ର ମହାନ୍ତି, ହେମନ୍ତ ବାରିକଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.