ପଦ୍ମପୁର : ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | ଦ୍ଵିତୀୟ ରାଉଣ୍ଡ ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀନି ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୩୬୧୯ ଭୋଟ ଆଗରେ ରହିଛନ୍ତି | ବର୍ଷା ୧୦୫୯୮ ଭୋଟ ପାଇଥିବା ବେଳେ ପ୍ରଦୀପ ୬୯୭୯ ଭୋଟ ପାଇଛନ୍ତି | ଅନ୍ୟପକ୍ଷରେ ପ୍ରଥମ ରୌଣ୍ଡରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସତ୍ୟ ଭୂଷଣ ସାହୁ ୨୦୬ .ଭୋଟ ପାଇ ଥିବା ବେଲେ ତୃତୀୟ ରାଉଣ୍ଡ ସୁଦ୍ଧା ୩୬୬ ଭୋଟ ପାଇଛନ୍ତି |
Sign in
Sign in
Recover your password.
A password will be e-mailed to you.