ପଦ୍ମପୁର : ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | ୪ର୍ଥ ରାଉଣ୍ଡ ସୁଦ୍ଧା ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀନି ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୮୧୭୮ ଭୋଟ ଆଗରେ ରହିଛନ୍ତି | ବର୍ଷା 21837 ଭୋଟ ପାଇଥିବା ବେଳେ ପ୍ରଦୀପ 13659 ଭୋଟ ପାଇଛନ୍ତି | ଅନ୍ୟପକ୍ଷରେ ପ୍ରଥମ ରୌଣ୍ଡରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସତ୍ୟ ଭୂଷଣ ସାହୁ ଚତୁର୍ଥ ରାଉଣ୍ଡ ସୁଦ୍ଧା 616 ଭୋଟ ପାଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି |
Sign in
Sign in
Recover your password.
A password will be e-mailed to you.