ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଷ୍ଟାର କ୍ରିକେଟର ଋଷଭ ପନ୍ଥ

0

ରୁର୍କି: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ତଥା ୱିକେଟ୍ କିପର ଋଷଭ ପନ୍ଥ ଏକ ସଡ଼କ ଦୁର୍ଘଟଣା ରେ ଆହତ ହୋଇଥିବା ବେଳେ ଅଭାବନୀୟ ଅଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି | ରୁର୍କିରୁ ଫେରିବା ବାଟରେ ଗୁରୁକୁଲ ନରସାନରେ ତାଙ୍କ କାର ଡିଭାଇଡର ସହ ଧକ୍କା ହେବ ସହ ସେଥିରେ ନିଆଁ ଲାଗିଯାଇଥିବା ଜଣାପଡିଛି | ଭାଇରଲ ହେଉଥିବା ଫୋଟୋ ଅନୁଯାୟି ତାଙ୍କ ଶରୀରରେ ଗୁରୁତର ଆଘାତ ଲାଗିଛି।

ଦୁର୍ଘଟଣା ପରେ ତୁରନ୍ତ ଋଷଭଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ ରୀଷଭ ପନ୍ତଙ୍କ ଗୋଡରେ ଗଭୀର ଆଘାତ ଲାଗିଛି। ଏପରି ପରିସ୍ଥିତିରେ ତାଙ୍କ ଗୋଡର ପ୍ଲାଷ୍ଟିକ୍ ସର୍ଜରୀ କରାଯାଇପାରେ |

Leave A Reply

Your email address will not be published.