ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ ଏବେ ଭୁବନେଶ୍ୱରର ଜନପଥ, ଖାରବେଳ ନଗର ଓ ଯାଜପୁରର ଜାରକା ସହରରେ

ଭୁବନେଶ୍ୱର / ଜାରକା: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ଭୁବନେଶ୍ୱରର ଜନପଥ, ଖାରବେଳନଗର ଓ ଯାଜପୁରର ଜାରକା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି ।ଟ୍ରେଣ୍ଡ୍‌ସ…

ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି

ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି | ମାନବ ବିବର୍ତ୍ତନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ସ୍ୱିଡ଼େନର ଜେନେଟିଶିଷ୍ଟ ଭାନତେ ପାବୋଙ୍କୁ ମେଡିସିନରେ ବା ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି |

ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ

ବିଜେପି ଵିଧାୟକ ବିଷ୍ଣ୍ଣୁ ସେଠୀଙ୍କ ଦେହାନ୍ତପରେ ରିକ୍ତ ହୋଇଥିବା ଧାମନଗରର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ଉପନିର୍ବାଚନ  ଅନୁଷ୍ଠିତ ହେବ | ଅକ୍ଟୋବର ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ  ସେହିମାସ ୧୪ ତାରିଖ ନାମାଙ୍କନରେ ଶେଷ ତାରିଖ…

ଓଡିଶାବାସୀ ଜାଣିସାରିଲେଣି ବିଜେପି ବିଜେଡି ଦୁଇଭାଇ: ଶରତ ପଟ୍ଟନାୟକ

https://youtu.be/Kn2v2vCW5Z8  ବ୍ରଜରାଜନଗର ଭଳି ଧାମନଗରର ମଧ୍ୟ ବିଜେଡି ସହିତ କଂଗ୍ରେସର ସିଧାସଳଖ ଲଢେଇ ହେବ ଭୁବନେଶ୍ୱର : ରାଜ୍ୟରେ ପୂର୍ବାପେକ୍ଷା କଂଗ୍ରେସର ସ୍ଥିତିରେ ଯଥେଷ୍ଟ ଉନ୍ନତି ଆସଛି | ଆଉ ବ୍ରଜରାଜନଗର ଭଳି ଧାମନଗରର ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନରେ ମଧ୍ୟ ଶାସକ…

ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବାପୁଜୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀ ଭଜନ ସମାରୋହ ଅନୁଷ୍ଠିତ ଭୁବନେଶ୍ୱର- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପ ଠାରେ ରାଜ୍ୟ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।…

BREAKING : ଜୀବନ ଯୁଦ୍ଧରେ ହାରିଗଲେ ବିଜୟ :ପରଲୋକରେ ପଦ୍ମପୁର ବିଧାୟକ

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳ ସଭାପତି, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ରବିବାର ରାତ୍ର ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟ ହୋଇଯାଇଛି । ତାଙ୍କୁ 65…

ପୋଡାପାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ପୋଡାପାଡ଼ି ସ୍ଥିତ ପଞ୍ଚାୟତ ପରିସରରେ ଆଜି ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସମୟରେ ଗ୍ରାମ ରେ ବିଭିନ୍ନ ସମସ୍ୟା ର ଆଲୋଚନା । ହୋଇଥିଲା ଏହି ସମୟରେ ଟିକିରି ପଞ୍ଚାୟତ ସରପଞ୍ଚ ଲୀଳାବତୀ ମାଣ୍ଡିଙ୍ଗା, ନାଏବ…

ଓଡ଼ଗାଁ ବ୍ଳକ ପାଣ୍ଡେରିପଡା ପଞ୍ଚାୟତରୁ ଆରମ୍ଭ ହେଲା ବିଜେଡିର ପଦଯାତ୍ରା

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଘୋଷଣା କ୍ରମେ ବିଜୁ ଜନତା ଦଳର ସାରା ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଥିବା ବେଳେ ରବିବାର ଦିନ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ନେତୃତ୍ୱରେ…

ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ

ସ୍ଥାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ : ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ଆଇନ୍ ସମ୍ପର୍କରେ ସଚେତନତା ସୃଷ୍ଟି ଭୁବନେଶ୍ୱର (ଶାସକ ପ୍ରଶାସକ) : ଖୋର୍ଦ୍ଧା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ,ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଶ୍ରୀକ୍ରୀଷ୍ଣ ଆନନ୍ଦ ବରିଷ୍ଠ ନାଗରିକ ଆଶ୍ରୟସ୍ଥଳୀ , ନୂଆଁଗାଁ…

କଟକ କେନ୍ଦ୍ରୀୟ କୋଅପରେଟିଭ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନରେ ବିଜେଡିର ବାଜିମାତ

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ୧୫ ରୁ ୧୫ ପୋଛିନେଲା ବିଜେଡ଼ି : ୧୫ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ବିଜୟୀ ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ, ବିକାଶମ୍ମୁଖୀ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା…