ଚାଲିଗଲେ ରାଜମାତା

ବରଗଡ :-ବରଗଡ଼ ଜିଲ୍ଲା ଘେସଁ ର ଶୁଣିଲେ ଅପେଆପେ ମନରେ ସହିଦ ମାଧୋ ସିଂ ଓ ତାଙ୍କର ବୀର ସହିଦ ପରିବାର ର ତ୍ୟାଗ ଓ ବଳିଦାନ ର କଥା ମନେ ପଡ଼ିଯାଏ । ମନେପଡେ କେମିତି ଗୋଟିଏ ପରିବାରର ଅନେକ ସଦସ୍ୟ ଇଂରେଜ ମାନଙ୍କ ବିରୋଧ ରେ ସଶସ୍ତ୍ର ସଂଗ୍ରାମ କରି ଦେଶ ପାଇଁ ସର୍ବଶ୍ରେଷ୍ଠ ବଳିଦାନ ଦେଇ…

ଏସ୍‌ଏଚ୍‌ଜି ମହିଳା ହେଉଛନ୍ତି “ୟୁଜ ଆଣ୍ଡ୍ ଥ୍ରୋ”, ସାଜୁଛନ୍ତି ଅପରାଧୀ : ଡ.ଲେଖାଶ୍ରୀ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲା ବିଜେପି ଏସ୍‌ଏଚ୍‌ଜି ମହିଳାଙ୍କୁ ବିଜେଡି ରାଜନୀତିରେ କରୁଛି ଅପବ୍ୟବହାର ଧାମନଗର ଉପନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ ସିଇଓଙ୍କୁ ବିଜେପିର ଦାବି ଭୁବନେଶ୍ୱର :ଏସ୍‌ଏଚଜି ମହିଳାମାନଙ୍କୁ ବିଜୁ ଜନତା ଦଳ…

ବୀମା କମ୍ପାନୀମାନେ ଓଡ଼ିଶା ଚାଷୀଙ୍କୁ ଶୋଷଣ କଲାବେଳେ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିବା ଦୁର୍ଭାଗ୍ୟଜନକ: ବିଜେଡ଼ି

 ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ଲାଭ ଗୋଟାଉଛନ୍ତି, କିନ୍ତୁ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ମିଳୁନି ବୀମା ରାଶି ।  ବୀମା କମ୍ପାନୀଗୁଡ଼ିକ ଉପରେ ୫୦୦ କୋଟିରୁ ଅଧିକ ଟଙ୍କାର ବୀମା ରାଶି ବକେୟା ପଡ଼ିଛି ।  ପ୍ରତିବାଦରେ ୩୧ରେ ରାଜ୍ୟର ସମସ୍ତ ଜିଲ୍ଲା ତଥା ରାଜଧାନୀର ରାଜଭବନ…

ନିଶ୍ଚିତ ପରାଜୟ ଆଶଙ୍କା କରି କେନ୍ଦ୍ରମନ୍ତ୍ରୀଙ୍କ ମୁହଁରେ ମିଛ ପ୍ରତିଶୃତି ଦିଆଉଛି ବିଜେପି

https://youtu.be/Zt1vKf4nJAo ଭୁବନେଶ୍ୱର : ଧାମନଗର ଉପନିର୍ବାଚନରେ ପ୍ରଚାର ବେଳେ ଗତକାଲି କେନ୍ଦ୍ର ଆଦିବାସୀ ଓ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ଅଭିଯୋଗ ଆଣିଛି ବିଜେଡି | ଆଗରୁ ଓଡ଼ିଶା ପାଇଁ…

ଓଡ଼ିଶା ପକେଟ୍‌କୁ ସୁହାଇବା ଭଳି ପର୍ଯ୍ୟଟନ ସ୍ଥଳ: ପର୍ଯ୍ୟଟନ ପ୍ରମୁଖ ସଚିବ

 ଟାମ୍ପରା ହ୍ରଦରେ ୨୪ଟି କଟେଜ୍ ନିର୍ମାଣ କରାଯିବ  ୪ ବର୍ଷରେ ରାଜ୍ୟରେ ୨୭୦୦ କୋଟି ଟଙ୍କାର ୭୬ ପର୍ଯ୍ୟଟନ ପ୍ରକଳ୍ପ ମଞ୍ଜୁର ଭୁବନେଶ୍ୱର: ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଓଡ଼ିଶାକୁ ଏକ ପକେଟ୍‌କୁ ସୁହାଇବା ଭଳି ପର୍ଯ୍ୟଟନ ସ୍ଥଳ ଭାବେ ବର୍ଣ୍ଣନା କରିଛନ୍ତି । ଓଡ଼ିଶା…

ଯାଜପୁର ଜିଲ୍ଲା ସୀମାକୁ ସିଲ୍ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବିଜେପି

ଧାମନଗର/ଭୁବନେଶ୍ୱର: ଧାମନଗରରେ ବର୍ତମାନ ଶାସକ ଦଳର ଅନେକ ବାହାର ଜିଲ୍ଲାର ନେତାମାନେ ଆଡ୍ଡା ଜମାଇ ନିର୍ବାଚନ ପରିଚାଳନା କରୁଛନ୍ତି । ସେମାନଙ୍କର ପ୍ରରୋଚନାରେ ଧାମନଗରରେ ବର୍ତମାନ ଯାବତୀୟ ବେନିୟମ କରାଯାଉଛି ଶାସକ ଦଳ ଦ୍ୱାରା । ଭଦ୍ରକର ପାଖ ଜିଲ୍ଲା ଯାଜପୁରର ଶାସକ ଦଳର ନେତାମାନଙ୍କ…

ମହଙ୍ଗା ପଡିଲା ଉପ-ନିର୍ବାଚନରେ ଗାଡି ନଦେବା, ୧୪ ଗାଡି ମାଲିକଙ୍କୁ ନୋଟିସ୍

ଭଦ୍ରକ : (ସତ୍ୟବ୍ରତ ନାୟକ)ଉପନିର୍ବାଚନ ପାଇଁ ଗାଡି ନିୟୋଜିତ କଲେ ନାହିଁ । ୧୪ ଗାଡି ମାଲିକଙ୍କୁ କାରଣଦର୍ଶାଅ ନୋଟିସ । ସନ୍ତୋଷଜନକ ଉତ୍ତର ନମିଳିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ । ଭଦ୍ରକ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଏମିତି ନୋଟିସ ଜାରି ହୋଇଛି । ସୂଚନାଯୋଗ୍ୟ ଯେ ଧାମନଗର…

ପ୍ରଦୀପ ଜେନାଙ୍କୁ ଉନ୍ନୟନ କମିଶନର ସହ କୃଷି ଉତ୍ପାଦନ କମିଶନର ଦାୟିତ୍ୱ

ଡି କେ ସିଂଙ୍କୁ ସ୍ବରାଷ୍ଟ୍ର ବିଭାଗ, ଆରକେ ଙ୍କୁ ରାଜସ୍ବ ପର୍ଷଦ ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଆଜି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ଅବସର ଜନିତ ଓ ଜଣେ ବରିଷ୍ଠ ଅଧିକାରୀଙ୍କ କେନ୍ଦ୍ର୍ୟ ଡେପୁଟେସନ ଜନିତ ସମ୍ଭାବ୍ୟ ଶୁନ୍ୟତାକୁ ପୂରଣ କରିବା ପାଇଁ…

ସୁବର୍ଣ୍ଣପୁରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ l

ସୁବର୍ଣ୍ଣପୁର (ପ୍ରକାଶ କୁମାର ହାତୀ) : ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି l ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ…

ସୁବର୍ଣ୍ଣପୁର ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ବୈଠକ l

ସୁବର୍ଣ୍ଣପୁର( ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଖାଉଟି ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି l ସଦସ୍ୟ ସଚିବ ତଥା ଅତିରିକ୍ତ ଜିଲ୍ଲାପାଳ,…