Sign in
Sign in
Recover your password.
A password will be e-mailed to you.
ବରିଷ୍ଠ ସାମ୍ବାଦିକ ସଂଜୀବ ଦାସଙ୍କ ମାତୃ ବିୟୋଗ
ଭୁବନେଶ୍ୱର-- ଶାସ୍ତ୍ରୀନଗର ଅଞ୍ଚଳର ଧର୍ମପରାୟଣ ମହିଳା ପ୍ରମିଳା କୁମାରୀ ଦାସଙ୍କ ଆଜି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି।ମୃତ୍ୟୁ ବେଳକୁ ସ୍ବର୍ଗତଃ ପ୍ରମିଳା ଦେବୀଙ୍କ ବୟସ ୮୮ ବୟସ ହୋଇଥିଲା।ସ୍ବର୍ଗତଃ ପ୍ରମିଳା ଦେବୀ ଜଣେ ବନ୍ଧୁବତ୍ସଳ,ସ୍ନେହୀ,ପରୋପକାରୀ ଧର୍ମପରାୟଣ ମହିଳା ଭାବେ…
ପୁରୁଷ ହକି ବିଶ୍ବକପ୍ ଆୟୋଜନ ତଥା ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ
ଲଗାତର ଭାବେ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଆୟୋଜନ ଓଡିଶାର ଗୌରବ ବଢାଇଛି
ସରକାରଙ୍କୁ ଧନ୍ୟବାଦ ଦେଲେ ସବୁ ଦଳ
୨୦୨୩ ପୁରୁଷ ବିଶ୍ବକପ୍ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ…
‘ଦୟାନଦୀ’ ପାଇଁ କବି ଡକ୍ଟର ଗାୟତ୍ରୀବାଳାଙ୍କୁ ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଭୁବନେଶ୍ୱର : ଜଣାଶୁଣା ସାରସ୍ୱତ ସାଧିକା ବିଶିଷ୍ଟ କବି ଡକ୍ଟର ଗାୟତ୍ରୀବାଳା ପଣ୍ଡା ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ତାଙ୍କ କବିତା ସଙ୍କଳନ ‘ଦୟାନଦୀ’ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ ବୋଲି କେନ୍ଦ୍ର ଏକାଡେମୀ ପକ୍ଷରୁ ଆଜି…
ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ବିଧାୟିକା ବର୍ଷାରାଣୀଙ୍କର ଝାରବନ୍ଧ ଗସ୍ତ
ଚକ୍ଷୁ ଚିକିତ୍ସା ଶିବିର ଓ ସ୍କୁଲର ବାର୍ଷିକ ଉତ୍ସବ ରେ କଲେ ଯୋଗଦାନ
ବରଗଡ଼ :- ଆଜି ରାଜ୍ୟ ସରକାର ଙ୍କର ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ , ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷାରାଣୀ ସିଂ ବରିହା ,ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ର ଝାରବନ୍ଧ…
ଦୁର୍ଘଟଣାଗସ୍ତ ଯୁବକଙ୍କୁ ଉଦ୍ଧାର କଲେ ବିୱାଇଜେଡ଼ି ସଭାପତି
ବରଗଡ଼: ଦୁର୍ଘଟଣାଗ୍ରସ୍ତ ଗୁରୁତର ଆହତ ବାଇକ ଆରୋହୀଙ୍କୁ ଉଦ୍ଧାର କଲେ ବିୱାଇଜେଡ଼ି ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ । ଆହତଙ୍କ ପରିଚୟ ମିଳିନଥିବା ବେଳେ ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ରେଙ୍ଗାଲପାଲି ନିର୍ମାଣାଧୀନ ବଡ଼ନାଲ ଠାରେ ।ସୂଚନା ମତେ ବଡ଼ନାଲ ନିର୍ମାଣାଧୀନ ପୋଲରେ ଜଣେ ବାଇକ୍…
ଓଡ଼ିଶା କୃଷି ଶିଳ୍ପ ନିଗମ ତରଫରୁ ରାଜ୍ୟର ଶିକ୍ଷିତ ଯୁବକ ମାନଙ୍କ ଦକ୍ଷତା ବୃଦ୍ଧି ତlଳିମ କାର୍ଯ୍ୟକ୍ରମ
ଭୁବନେଶ୍ବର(ଶାସକ ପ୍ରଶାସକ): ଓଡ଼ିଶା କୃଷି ଶିଳ୍ପ ନିଗମ ତରଫରୁ ସ୍ଥାନୀୟ କୃଷି ଭବନ ପ୍ରେକ୍ଷlଲୟରେ ରାଜ୍ୟର ଶିକ୍ଷିତ ଯୁବକ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ କାର୍ଯ୍ୟକ୍ରମରେ ରାଜ୍ୟ କୃଷି ଶିଳ୍ପ ନିଗମର ଅଧକ୍ଷ ଶ୍ରୀ ଦେବାଶିଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ…
ତାଳପତ୍ର ପୋଥି ରିଡିଜିଟାଇଜେସନ କଥା ରାଜ୍ୟସଭାରେ ଉଠାଇଲେ ସାଂସଦ ସୁଲତା
https://youtu.be/2mxwMeyne1I
ଐତିହ୍ୟ ମୁଦ୍ରାଗୁଡିକର ସଂରକ୍ଷଣ ପାଇଁ କଲେ ଦାବି
ନୂଆଦିଲ୍ଲୀ : ଓଡିଶା ରାଜ୍ୟ ସଂଗ୍ରହାଳୟରେ ତାଳପତ୍ର ପୋଥି ରିଡିଜିଟାଇଜେସନ କଥା ରାଜ୍ୟସଭାରେ ଉଠାଇବା ସହ ପୁରାତନ ଐତିହ୍ୟ ମୁଦ୍ରାଗୁଡିକର ସଂରକ୍ଷଣ ପାଇଁ ଦାବି କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ |…
ଜଣେ ହତ୍ୟାକାରୀର ଆତ୍ମହତ୍ୟାକୁ ନେଇ ବିଜେପି ହୀନ ରାଜନୀତି କରୁଛି: ବିଜେଡି
ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍ଙ୍କ ତଦାରଖରେ ମାମଲାର ତଦନ୍ତ ହୋଇଛି
ଗୋବିନ୍ଦର ଆତ୍ମହତ୍ୟାକୁ ନେଇ ବିଜେପି ନେତାମାନେ ଲୁହ ଗଡ଼ାଉଛନ୍ତି କାହିଁକି ?
ନ୍ୟାୟପାଳିକା ଉପରେ ବିଜେପିର ଆସ୍ଥା ନାହିଁ କି ?
ମମିତାଙ୍କ ହତ୍ୟାକାରୀକୁ ସମର୍ଥନ କରି ତାଙ୍କ…
୧୯ଟି ସହରରେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ସାଢେ ପାଞ୍ଚ ଲକ୍ଷ ଲୋକ ୨୪ ଘଣ୍ଟିଆ ସ୍ବଚ୍ଛ ପାଣି ପାଇଲେ
ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ସ୍ବପ୍ନ ଓ ମୋ ସରକାରର ପ୍ରାଥମିକତା – ମୁଖ୍ୟମନ୍ତ୍ରୀ
ବୁନ୍ଦାଏ ବି ପାଣି ନଷ୍ଟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ସମସ୍ତଙ୍କ ମୁହଁରେ ହସ, ପାଣି ପାଇଁ…
ଅଚିହ୍ନା ଶବକୁ ଶେଷ ସମ୍ମାନ ଦେଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର
: ପ୍ରତ୍ୟେକ ମଣିଷର ଇଚ୍ଛାଥାଏ ଯେ, ମୃତ୍ୟୁପରେ ତାଙ୍କ ଶବକୁ ସମ୍ମାନର ସହ ସତ୍କାର କରାଯିବ ବୋଲି । ହେଲେ ଯଦି ସେହି ମଣିଷର ମୃତ୍ୟୁ ପରେ ତାଙ୍କ ଶବକୁ ଶେଷ ସମ୍ମାନ ଦେବାପାଇଁ ପାଖରେ ତାଙ୍କ ପ୍ରିୟଜନ ଉପସ୍ଥିତ ନଥାନ୍ତି ତେବେ ଏହି ଅଚିହ୍ନା ଶବର ଶେଷକୃତ୍ୟ ସମ୍ପନ୍ନରେ…