ନାମ ମାତ୍ର ସୁରକ୍ଷା :ଶାଳ ଶାଗୁଆନ ସହିତ ମୂଲ୍ୟବାନ କାଠପଟା ହେଉଛି ଲୁଟ୍

କୁଟୁଣି ଗାଁରୁ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଶାଳ ସାଇଜ ଓ ଶାଗୁଆନ ପଟା ଜବତ, କର୍ମଚାରୀଙ୍କ ସମ୍ପର୍କିୟ ଜଣାପଡ଼ିବାରୁ ଅଭିଯୁକ୍ତକୁ ଅଧା ବାଟରେ ଛାଡ଼ି ଦେବା ଚର୍ଚ୍ଚା ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡ ପଞ୍ଚିଡା ଓ ଓଡ଼ଗାଁ ବନାଞ୍ଚଳରେ…

ରଙ୍ଗଣୀପାଟଣା ୪ର୍ଥ ଆରସିଏ କପ୍ ୨୦୨୨: ରଙ୍ଗଣୀପାଟଣା ଚମ୍ପିୟାନ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ପଞ୍ଚାୟତ ଉଦ୍ଧବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡିଆ ଠାରେ ୪ର୍ଥ ଆରସିଏ କପ୍ ୨୦୨୨ ଶନିବାରେ ଉଦଯାପିତ ହୋଇଥିବା ବେଳେ ଆହୋଜକ ଦଳ ରଙ୍ଗଣୀପାଟଣା ଚମ୍ପିୟାନ ଆଖ୍ୟା ହାସଲ କରିଥିବା ବେଳେ ମାଛିପଡା ଦଳକୁ ରନରସପରେ ସନ୍ତୁଷ୍ଟ…

ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ତୃତୀୟ ରଜନୀରେ “ନାଟକ “ଅଶାନ୍ତ ଚରିତ”

https://youtu.be/WhyFPASvfco  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ , ଜିଲ୍ଲା ସଂସ୍କୃତି ପରିଷଦ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଅର୍ବାନ ବ୍ୟାଙ୍କ…

୧୧ତମ ଖ୍ରୀଷ୍ଟମାସ କପ, ଖଏରପାଲି ଦଳ ବିଜୟୀ

ବରଗଡ :- ବରଗଡ ଜିଲ୍ଲା ଟାଲ ଗ୍ରାମ ପଞ୍ଚାୟତର ଦିପ୍ତିପୁର ଠାରେ ଖ୍ରୀଷ୍ଟିୟ ଯୁବକ ସଂଘ ଦ୍ବାରା ଆୟୋଜିତ ବଡଦିନ ପର୍ବ ଅବସରରେ ୧୧ତମ ଖ୍ରୀଷ୍ଟମାସ କପ ଉଦଯାପିତ ହୋଇଯାଇଛି।ଏଥିରେ ଖଏରପଲି ଦଳ ବିଜୟୀ ହୋଇଛି।ବୁରୋମୁଣ୍ଡା ଦଳ ଓ ଖଏରପାଲି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଟସ୍…

ପୁଣି ମାନବିକତା ର ପରିଚୟ ଦେଲେ ସୁଶାନ୍ତ ସିଂ

ବରଗଡ :- ପୁର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ ଲୋକଙ୍କ ପ୍ରତି ରହିଥିବା ଦରଦ କାହାରିକୁ ଅଛପା ନାହିଁ । ଲୋକଙ୍କ ସେବା କାର୍ଯ ରୁ ରାଜନୀତି ରେ ପାଦ ଦେଇଥିବା ଶ୍ରୀ ସିଂ ମାନବ ସେବାକୁ ମାଧବ ସେବା ଭାବରେ ଗ୍ରହଣ କରି ଅନବରତ ଭାବରେ ସେବା କାର୍ୟ୍ଯ କରି ଆସୁଛନ୍ତି । କେବଳ…

ସ୍ଵଳାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ତରଫରୁ 165 ତମ ବିରତା ଦିବସ ପାଳନ

ବରଗଡ :- ପବିତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଠାରେ ଆଜି ସ୍ଵଳାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ତରଫରୁ 165 ତମ ସହିଦ ଦିବସ ପାଳନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଘେସଁ ଜମିଦାର ମାଧୋ ସିଂ ଙ୍କୁ ଠିକ ଆଜିର ଦିନରେ ବ୍ରିଟିଶ ସରକାର 165 ବର୍ଷ ପୂର୍ବେ 1858 ମସିହାରେ ସମ୍ବଲପୁର…

ବିଜେଡି ମେଡିଆ ପ୍ୟାନେଲିଷ୍ଟ ଭାବେ ପ୍ରଥମ ଥର ପାଇଁ ସ୍ଥାନ ପାଇଲେ ଅପୂର୍ବା ଅପରୂପା

ଆସ୍ଥା ପ୍ରକଟ କରିଥିବା ଯୋଗୁ ଜଣାଇଲେ କୃତଜ୍ଞତା ଭୁବନେଶ୍ୱର : ଆଜି ପୁନର୍ଗଠିତ ହୋଇଛି ବିଜେଡି ମିଡ଼ିଆ ଟିମ | ଲେନିନ ମହାନ୍ତି ମେଡିଆ ସଂଯୋଜକ ଓ ମଧୁସ୍ମିତା ନାୟକ ସହ ସଂଯୋଜିକା ଭାବେ ନିଯୁକ୍ତ ହୋଇଥିବା ବେଳେ ତାଲିକାରେ ୫ ଜାତୀୟ ମୁଖପାତ୍ର, ୧୬ ରାଜ୍ୟ ମୁଖପାତ୍ର ଓ ୯ ମେଡିଆ…

ସ୍ୱୟଂପ୍ରକାଶ ବିଜେଡି ସୋସିଆଲ ମେଡିଆ ସେଲ ମୁଖ୍ୟ ନିଯୁକ୍ତ

ପୂର୍ବତନ ଲୋକପ୍ରିୟ ସାମ୍ବାଦିକ ତଥା ତଥା ବିଜେଡି ଯୁବନେତା ସ୍ୱୟଂପ୍ରକାଶ ମହାପାତ୍ର ବିଜେଡି ସୋସିଆଲ ମେଡିଆ ସେଲ ମୁଖ୍ୟ ନିଯୁକ୍ତ ହୋଇଛନ୍ତି | ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ଵୟଂପ୍ରକାଶଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଥବା ବିଷୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ…

ପୁନର୍ଗଠିତ ହେଲା ବିଜେଡି ମିଡ଼ିଆ ଟିମ : ଲେନିନ ମେଡିଆ ସଂଯୋଜକ, ମଧୁସ୍ମିତା ସହ ସଂଯୋଜିକା

୫ ଜାତୀୟ ମୁଖପାତ୍ରଙ୍କ ସହ ୧୬ ରାଜ୍ୟ ମୁଖପାତ୍ର ଓ ୯ ମେଡିଆ ପ୍ୟାନେଲିଷ୍ଟ  ଲେନିନ ମହାନ୍ତି ମେଡିଆ ସଂଯୋଜକ ଓ ମଧୁସ୍ମିତା ନାୟକ ସହ ସଂଯୋଜିକା ଭାବେ ନିଯୁକ୍ତ ହୋଇଥିବା ବେଳେ ତାଲିକାରେ ୫ ଜାତୀୟ ମୁଖପାତ୍ର, ୧୬ ରାଜ୍ୟ ମୁଖପାତ୍ର ଓ ୯ ମେଡିଆ ପ୍ୟାନେଲିଷ୍ଟ ନିଯୁକ୍ତ ହୋଇଛନ୍ତି | ଜାତୀୟ…

ଜାତୀୟ ଜାମ୍ବୋରୀ ପାଇଁ ଓଡିଶାରୁ ପ୍ରାୟ ୩୦୦ ସ୍କାଉଟସ୍‌, ଗାଇଡସ୍ ଏବଂ ୟୁନିଟ୍ ଲିଡରଙ୍କ ରାଜସ୍ଥାନ ଯାତ୍ରା

ମନ୍ତ୍ରୀ ତଥା ରାଜ୍ୟ ସଂସ୍ଥାର ସଭାପତି ଅତନୁ ସବ୍ୟସାଚୀ ରେଲୱେ ଷ୍ଟେସନକୁ ଯାଇ ପିଲାମାନଙ୍କୁ କଲେ ଉତ୍ସାହିତ ଭୁବନେଶ୍ୱର : ଜାତୀୟ କାର୍ଯ୍ୟାଳୟ ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ଜାତୀୟ ଜାମ୍ବୋରୀ, ପାଲି ରାଜସ୍ଥାନରେ ୪ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି…