କାଶୀପୁର/ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତରଗତ ପୋଡାପାଡ଼ି ଗ୍ରାମ ପଞ୍ଚାୟତରେ ଛଅ ମାସ କାଳ ହଲାଣି ପାଇ କାନ୍ଦୁଛନ୍ତି ଗ୍ରାମବାସୀ, ପୋଡାପାଡ଼ି ଗ୍ରାମର ଦୁଃଖ ସରପଞ୍ଚ କି ପିଓ ଙ୍କୁ ଜଣାଇଲେ ବି ଦୁଃଖ ଜାଣିପାରୁନାହାନ୍ତି ବହୁବାର ଜଣାଇଲେ ବି ଆଜି ହେବ କାଲି ହେବ କହିକି ଦିନ ବିତିଯାଉଛି କିନ୍ତୁ ସମାଧାନ କରିବାକୁ ବାହାରୁନାହାନ୍ତି, ସମୟ ମାଗୁଛନ୍ତି କିନ୍ତୁ ସମୟ ରେ କିଛି କାମ ହେଉନି, ଗ୍ରାମବାସୀ କହିବା କଥା ନାଲ ରୁ 6ମାସ ହେଲଣି କାନ୍ଦୁଆ ପୁକ ଯୁକ ଥିବା ପାଣି ଚାଲିକି ପିଇଛୁ , ଯାହାକି ସେମାନଙ୍କୁ ରୋଗ ରେ ବି ଆକ୍ରାନ୍ତ ହେଉଛନ୍ତି ବୋଲି କହିଛନ୍ତି, ସରକାର ଙ୍କ ଏହି ବସୁଧା ପାନୀୟ ଜଳ ଯୋଜନା ଅଛି କିନ୍ତୁ ଝାଉଁଳି ପଡିଛି, ଆମେ ପିଓ ଙ୍କୁ ଏବଂ ସରପଞ୍ଚ ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ତାଙ୍କେ ସେହି କଥା କହିଥିଲେ ହେଇଯିବ କାଲିକୁ କାଲିକୁ ବୋଲି କହିଚାଲିଛନ୍ତି, ପାଇପି ପାଣି ଅଛି କିନ୍ତୁ ଖାଲି କିଛି ଲୋକଙ୍କ ଘର ପାଇ ଆଉ କାହା ପାଇ ନୁହ କିନ୍ତୁ ପାଇପି ପୋଡାପାଡ଼ି ଗ୍ରାମବାସୀ ଙ୍କ ପାଇ କରାଯାଇଛି, ଗ୍ରାମ ପଞ୍ଚାୟତ ରେ ସହ ସହ ଟଙ୍କା ଅଛି କିନ୍ତୁ ସମସ୍ୟା ସମାଧାନ ହେଇପାରୁନି, ସେ ସବୁ ଟଙ୍କା କାହା ପେଟ କୁ ଯାଉଛି ବୋଲି ଏବେ ପ୍ରଶ୍ନ ବାଛି ସୄଟି ହେଉଛି, ଏବେ ଖାଲି ଦେଖିବାକୁ ବାକି ରହିଲା ଖବର ପ୍ରକାଶ ହେଲା ପରେ କଣ ପଦକ୍ଷେପ ନେଉଛନ୍ତି ଉପର ଅଧିକାରୀ?
Sign in
Sign in
Recover your password.
A password will be e-mailed to you.