ସମ୍ବଲପୁରୀ ଶାଢ଼ୀରେ ମାରାଥନ : ମଧୁସ୍ମିତା ଜେନାଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ On Apr 20, 2023 7 Share ସମ୍ବଲପୁରୀ ଶାଢୀରେ ମାରାଥନ : ବ୍ରିଟେନ ନିବାସୀ ମଧୁସ୍ମିତା ଜେନା ଦାସଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଓଡ଼ିଶାରେ ମଧ୍ୟ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମଧୁସ୍ମିତା | 7 Share FacebookTwitterGoogle+ReddItWhatsAppPinterestEmail