Sign in
Sign in
Recover your password.
A password will be e-mailed to you.
ବିଶ୍ୱ ଦକ୍ଷତା କେନ୍ଦ୍ରର ସଫଳତା: ୨୪ ଓଡ଼ିଆ ବିଦ୍ୟାର୍ଥୀ ତାଲିମ୍ ପାଇଁ ଗଲେ ସିଙ୍ଗାପୁର
ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ୨୪ ଜଣ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କୁ ଶିକ୍ଷାନବିଶ ତାଲିମ୍ ପାଇଁ ସିଙ୍ଗାପୁର ପଠାଯାଇଛି । ଏହି ବିଦ୍ୟାର୍ଥୀମାନେ ସିଙ୍ଗାପୁରରେ ବିଭିନ୍ନ ଖ୍ୟାତିସମ୍ପନ୍ନ କମ୍ପାନୀଗୁଡ଼ିକରେ ତାଲିମ୍ ନେବେ । ମାନ୍ୟବର ମୁଖ୍ୟମନ୍ତ୍ରୀ…
ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରବର୍ଗଙ୍କୁ ସହାୟ ହେଲା ଓଡିଶା-ମୋ ପରିବାର
ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣେ ମୋଚିଙ୍କ ପରିବାରବର୍ଗଙ୍କୁ ହସ୍ପିଟାଲରେ ପୋଷ୍ଟମୋର୍ଟମ୍ ପ୍ରକ୍ରିୟାରେ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ସହିତ ଶେଷକୃତ୍ୟ ସମୟରେ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଳାଇ ସହଯୋଗ କଲା ଓଡ଼ିଶା- ମୋ ପରିବାର । ଘଟଣାଟି ଏମିତି, ଭୁବନେଶ୍ୱର…
ଗ୍ରାମାଞ୍ଚଳ କ୍ରୀଡାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଫୁଟବଲ ଟୁର୍ଣ୍ଣାମେଣ୍ଟ
ସରଦାପଙ୍କକୁ ହରାଇ ପିଢପୋଖରି ଦଳ ବିଜେତା
ଯୋଡା, (ପାର୍ଥ ସାରଥି ଷଡ଼ଙ୍ଗୀ) ଗ୍ରାମାଞ୍ଚଳ କ୍ରୀଡାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଡିଶା ଖଣି ନିଗମ (ଓଏମସି) ପକ୍ଷରୁ ୫ମ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଦୁଵୁନା ଖେଳପଡିଆରେ ଆୟୋଜିତ ଦୁଇ ଦିବସିୟ ଏହି ଫୁଟବଲ…
ଉନ୍ନତ ପ୍ରଣାଳିରେ ଚାଷକରି ବିଦେଶ କୋଳିକୁ ନିଜ ଗାଁ ମାଟିରେ ଫଳାଇଲେ
-ଚାଷ ମୋହ ଫେରାଇ ଆଣିଲା ନିଜ ମାଟିକୁ
-ଯୁବବର୍ଗଙ୍କ ପାଇଁ ପ୍ରେରଣା ପଲଟିବେ ଅଜିତ, ଟାଙ୍ଗରା ପଡ଼ିଆରେ ସୁନା ଫଳାଇଲେ
କାମାକ୍ଷାନଗର/ରିତେଶ ବ୍ରହ୍ମା:ଚାକିରି ଛାଡି ଫାର୍ମ ପ୍ରତିଷ୍ଠା କଲେ ଯୁବକ ।ନିଜ ପାଇିଁ ଓ ନିଜ ଗାଁ ପାଇିଁ କିଛି କରିବାର ଆଶା ସଫଳ ହୋଇଛି।-ପାଠପଢି…
ଜିଲା ସ୍ତରୀୟ ଖୋଖୋ ପ୍ରତିଯୋଗିତା ଉଦଯାପିତ
କାମାକ୍ଷାନଗର/ରିତେଶ ବ୍ରହ୍ମା:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଶିଦ୍ଧେଶ୍ବରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଗତକାଲି ଠାରୁ ଚାଲିଥିବା ଜିଲା ସ୍ତରୀୟ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଏହି ପ୍ରତିଯୋଗୀତାରେ ଜିଲାର ୮ଟି ବ୍ଲକରୁ ଉଭୟ ବାଳିକା ଓ ବାଳକ କନିଷ୍ଠ ଓ ଉପକନିଷ୍ଠ…
କାମାକ୍ଷାନଗରରେ ବିଜେଡିର ୨୫ ବର୍ଷ ପୂର୍ତ୍ତି ଓ ୨୬ତମ ପ୍ରତିଷ୍ଠ। ଦିବସ ପାଳିତ
କାମାକ୍ଷାନଗର/ରିତେଶ ବ୍ରହ୍ମା:ଆଜି ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ କାମାକ୍ଷାନଗର ଆଳତୁମା ରଜ ପଡିଆ ଠାରେ ବିଜେଡିର ୨୫ ବର୍ଷ ପୂର୍ତ୍ତି ଓ ୨୬ତମ ପ୍ରତିଷ୍ଠ। ଦିବସ ପାଳିତ ପାଳିତ ହୋଇଯାଇଛି ।ଜିଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡାଙ୍କ ସଭାପତିତ୍ୱରେ…
ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର
କାମାକ୍ଷାନଗର/ରିତେଶ ବ୍ରହ୍ମା: କାମାକ୍ଷାନଗର ବ୍ଲକ କାଦୁଆ ପଂଚାୟତ ର ମର୍କଟା ଗ୍ରାମ ର ସଂଜୀବୀ ପ୍ରଧାନ ନାମକ ଜଣେ ଯୁବକ ବୟସ 18ଘରୁ ଆସୁଥିବା ବେଳେ ରେକୁଳା ରେଲୁୟେ କ୍ରସିଂଙ୍ଗି ପାଖରେ ଏକ ବିପରୀତ ଦିଗ ରୁ ଅଜଣା ଗାଡି ଧକା ଦେଇଥିଲା ଫଳ ରେ ତାଙ୍କ ବେକ ଓ ଆଖି ରେ ଗଭୀର ଆଘାତ ଲାଗିଥିଲା…
ବାଇସିଙ୍ଗା ଉଚ୍ଚ ବିଦ୍ୟାଳୟରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀରେ ପ୍ରତିମୂର୍ତ୍ତି ସ୍ଥାପନ
କାମାକ୍ଷାନଗର,/ରିତେଶ ବ୍ରହ୍ମା :ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ସ୍ୱାମୀ ବିବେକାନନ୍ଦଙ୍କ ୧୬୦ ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।ଏଠାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ…
ଯମୁନା କନ୍ଧୁଣି ବିଦ୍ୟାଳୟ ର ଛାତ୍ରୀଙ୍କର ଗହଣରେ ବିଧାୟିକା ବର୍ଷା
ନୃସିଂହନାଥ ମନ୍ଦିର ପରିସର ରେ ଚାଲୁଥିବା କାର୍ଯ୍ୟର ସମୀକ୍ଷା କଲେ
ବରଗଡ :- ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଦ୍ୱାରା ପ୍ରତିଷ୍ଠିତ ପାଇକମାଳ ବ୍ଲକ ର ଏକ ମାତ୍ର ବାଳିକା ଉଚ୍ଚ ବିଦ୍ୟାଳୟକୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ବର୍ଷା ସିଂ ବରିହା ପରିଦର୍ଶନ କରିଥିଲେ l…
ପାଇକମାଳ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ : ଯୋଗଦେଲେ ବିଧାୟିକା ବର୍ଷା ସିଂ ବରିହା
ବରଗଡ : - ବରଗଡ ଜିଲ୍ଲା ପାଇକମାଳ ପଂଚାୟତ ସମିତି ବୈଠକ ପଞ୍ଚାୟତ ସମିତି ସଭା ଗୃହ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବୈଠକ ନିର୍ଦ୍ଧାରିତ ସମୟ ସକାଳ ୧୦ଟା ୩୦ ରେ ହେବାକୁ ଥିବା ବେଳେ ୧୧ଟା ୩୦ ସମୟ ପଯ୍ୟନ୍ତ ବିଡିଓ ତଥା ଅନେକ ବିଭାଗୀୟ ଅଧିକାରୀ ମାନେ ସଭାଗୃହ କୁ ନ ଆସିବାରୁ କିଛି…