୫୦୦ ଛାତ୍ରଛାତ୍ରୀଙ୍କୁ ଟିକଟ ଦେଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ

ଭୁବନେଶ୍ୱର,:ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ରାଉରକେଲାସ୍ଥିତ ଉଦିତନଗର ହାଇସ୍କୁଲ ପରିଦର୍ଶନ କରିଥିଲେ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଆୟୋଜିତ ହେଉଥିବା ୨୦୨୩…

ସମ୍ ହସ୍ପିଟାଲରେ ୩୦ ଦିନର ନବଜାତ ଶିଶୁର ସଫଳ ହୃଦରୋଗ ଚିକିତ୍ସା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତର ମାନଙ୍କ ଦ୍ୱାରା ଜନ୍ମରୁ ହୃଦ ସମସ୍ୟା ଥିବା ଏକ ନବଜାତ ଶିଶୁର ସଫଳ ବେଲୁନ୍ ଆଞ୍ଜିଓପ୍ଲାଷ୍ଟି ଚିକିତ୍ସା କରିପାରିଛନ୍ତି ।ସମ୍ ହସ୍ପିଟାଲରେ ନୂତନ ଜ୍ଞାନ କୌଶଳ…

ସ୍ୱାମୀ-ସ୍ତ୍ରୀ କଳହ: ରଶି ଲଗାଇ ଆତ୍ମହତ୍ୟା କଲେ ସ୍ୱାମୀ

ଶବ ସତ୍କାର ବେଳେ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଲା ପୋଲିସ। କାମାକ୍ଷାନଗର/ ରିତେଶ ବ୍ରହ୍ମା:-ସ୍ୱାମୀ ସ୍ତ୍ରୀ କଳହର କରୁଣ ପରିଣତି। ସ୍ବାମି ରଶି ଲଗାଇ ଆତ୍ମହତ୍ୟା କଲେ। ପରାବାର ଲୋକେ ବ୍ୟବଛେଦ ନକରାଇ ଶବ ଶତ୍କାର ବେଳେ ଶବ ଜବତ କଲା ପୋଲିସ । ଘଟଣା ଘଟିଛି ଢେଙ୍କାନଳ ଜିଲ୍ଲା…

ଖଇରା ମହାବିଦ୍ୟାଳୟରେ ସଂସ୍କୃତ ସମ୍ଭାଷଣ ଶିବିର ଉଦଯାପିତ

ବାଲେଶ୍ଵର ଖଇରା (ବୁଲୁ ଲେଙ୍କା)-ବାଲେଶ୍ୱର ଜିଲ୍ଲା ଖଇରା ମହାବିଦ୍ୟାଳୟର ଅଡ଼ିଟରୀୟମ ପ୍ରକୋଷ୍ଠରେ ସଂସ୍କୃତଭାରତୀ ଉତ୍କଳ ଶାଖା ତରଫରୁ ସଂସ୍କୃତ ସମ୍ଭାଷଣ ଶିବିରର ଉଦଯାପନୀ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଏହି ଉଦଜାପାନୀ ଉତ୍ସବରେ ଖଇରା ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପାଢୀ…

କମଳାଅର୍ଜୁନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ବାଲେଶ୍ବର.ଖଇରା( ବୁଲୁ ଲେଙ୍କା)ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅଧିନ ଗଣ୍ଡିବେଡ଼ ମାଟିଆଳପଦା ସ୍ଥିତ କମଳାଅର୍ଜୁନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ…

ଓଡିଆ କଳାକାରଙ୍କୁ ଆନ୍ତର୍ଜାତୀୟ ସ୍ତରର ପ୍ଲାଟ୍‌ଫର୍ମ ଦେବ ଡଟ୍ ଫେଷ୍ଟ୍‌

ଓଡିଶାର ୧୧ ଜଣ କଳାକାର ଏଠାରେ ପ୍ରଦର୍ଶନ କରିବେ ଭୁବନେଶ୍ୱର: ଡଟ୍ ଫେଷ୍ଟ୍‌ର ୨ୟ ସଂସ୍କରଣ ଓଡିଶାର ସର୍ବୋତମ ସଙ୍ଗୀତକାର, ଗାୟକ, ଷ୍ଟାଣ୍ଡ-ଅପ୍ କଳାକାର ଓ ନୃତ୍ୟଶିଳ୍ପୀମାନଙ୍କୁ ଏକ ଆନ୍ତର୍ଜାତୀୟ ସ୍ତରର ପ୍ଲାଟଫର୍ମ ପ୍ରଦାନ କରିଛି ଯାହା ସେମାନଙ୍କର ସର୍ବଶ୍ରେଷ୍ଠ ପ୍ରତିଭାକୁ ପ୍ରଦର୍ଶିତ…

କାୟାକଳ୍ପ ଟିମର ଓଡ଼ଗାଁ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ଓଡ଼ଗାଁ,୧୩ା୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ଓଡ଼ଗାଁ ଏବଂ ଶରଣକୁଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ରାଜ୍ୟ କାୟାକଳ୍ପ ଟିମ ପରିଦର୍ଶନ କରି ଫେରି ଯାଇଛନ୍ତି । ଡକ୍ଟର ବସନ୍ତ ବାରିକଙ୍କ ନେତୃତ୍ୱରେ ଜାତୀୟ ସ୍ୱସ୍ଥ୍ୟ ମିସନ କନସଲଣ୍ଟାଟ ମାନସ ଖାରା ଓ…

ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀମେଳା ୨୦୨୩ ପ୍ରସ୍ତୁତୀ ବୈଠକ

ଜାନୁଆରୀ ୨୬ ରୁ ଆରମ୍ଭ ୨୯ ଶେଷ ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ମହୋତ୍ସବ ଓ ପଲ୍ଲୀଶ୍ରୀମେଳା ୨୦୨୩ ପ୍ରସ୍ତୁତୀ ବୈଠକ ବ୍ଳକ ରୋଡ ଇଣ୍ଡୋର ଷ୍ଟାଡିୟମ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି । ମହୋତ୍ସବ କମିଟି ଅଧ୍ୟକ୍ଷ ନୟାଗଡ଼ ବିଧ୍ୟାୟକ ଡଃ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ…

ମାଁ ମାହେଶ୍ୱରୀ କ୍ରିକେଟ୍ କପ,ଦେଉଳମୁଣ୍ଡା ଚାମ୍ପିଅନ

ବୀରମହାରାଜପୁର , (ବିନୋଦ ପାଣ୍ଡେ): ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦେଉଳମୁଣ୍ଡା ଖେଳ ପଡ଼ିଆରେ ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ମାଁ ମାହେଶ୍ୱରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଗତକାଲି ହୋଇଥିବା…

ଟମାଟୋ ଚାଷ କରି କାନ୍ଦୁଛନ୍ତି ଚାଷୀ, ନାହିଁ ଶୀତଳ ଭଣ୍ଡାର କି ବଜାର ସୁବିଧା

ଅଭାବି ବିକ୍ରି, ଚିନ୍ତାରେ ଚାଷୀ ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓ ସୁବଳୟା ଦୈନିକ ବଜାରରେ ଟମାଟୋ ର ଅଭାବୀ ବିକ୍ରି ଦେଖାଯାଇଛି। ଚାଷୀ ଉଚିତ ମୂଲ୍ୟ ପାଉନଥିବାରୁ ସେମାନେ ଚିନ୍ତାରେ ରହିଛନ୍ତି। ଚାଷ ଭଲ ହୋଇଥିବାରୁ ଚାଷୀ ସକାଳୁ ବେପାରୀଙ୍କ…