Sign in
Sign in
Recover your password.
A password will be e-mailed to you.
ଆବାସ ଯୋଜନା ଅନିୟମିତତା କୁ ନେଇ ବିଡ଼ିଓ ଙ୍କ କାର୍ଯ୍ୟାଳୟ ଘେରିଲେ ଯୋଜନା ରୁ ବାଦ ପଡ଼ିଥିବା ଶତାଧିକ ମହିଳା |
କାମାକ୍ଷାନଗର/ରିତେଶ ବ୍ରହ୍ମା:କାମାକ୍ଷା ନଗର ବ୍ଲକ ରେ ଆବାସ ଯୋଜନା ଅନିୟମିତତା କୁ ନେଇ ବିଡ଼ିଓ ଙ୍କ କାର୍ଯ୍ୟାଳୟ ଘେରିଲେ କାଦୁଆ ପଂଚାୟତ ର ଆବାସ ଯୋଜନା ରୁ ବାଦ ପଡ଼ିଥିବା ଶତାଧିକ ମହିଳା |ସୂଚନା ମୁତାବକ ଗ୍ରାମପଂଚାୟତ ର ମୋଟ ୧୭୫ ଜଣକ ନାମ ତାଲିକା ରେ ଥିବା ବେଳେ, ସେଥିମଧ୍ୟରୁ ୯୨ ଜଣ…
କିଟ୍ରେ ଖୋଲିଲା ଟେନିସ୍ ଏକାଡେମୀ
ଭୁବନେଶ୍ୱର,୧।୨: କିଟ୍ ବିଶ୍ୱବିଦ୍ୟାଳୟରେ ଜର୍ମାନୀର ପୂର୍ବତନ ଗ୍ରାଣ୍ଡ ସ୍ଲାମ୍ ଟେନିସ୍ ଖେଳାଳି ତଥା ଆଲେକ୍ଜାଣ୍ଡର ୱାସକେ ଟେନିସ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଆଲେକ୍ଜାଣ୍ଡାର ୱାସକେ ଏବଂ ଅହମ୍ଦାବାଦ୍ସ୍ଥିତ ଅଲ୍ଟେଭୋଲ୍ ଟେନିସ୍ ଏକାଡେମୀ ସହଯୋଗରେ…
ମହିଳା ମାନେ ନେତୃତ୍ୱ ନେବା ପାଇଁ ଆଗେଇ ଆସିବା ଦରକାର :- ବର୍ଷା ସିଂ ବରିହା
ବିଂଝାଲ ସମାଜ ର ବାର୍ଷିକ ସମ୍ମିଳନୀ: ସଭାସ୍ଥଳରେ ଦିବଂଗତ ବିଧାୟକ ଓ ମନ୍ତ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି
ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ମୁଖ୍ୟତଃ ଆଦିବାସୀ ବହୁଳ ଅଟେ । ଆଦିବାସୀ ମାନଙ୍କର ମଧ୍ୟରେ ସିଂହଭାଗ ବିଂଝାଲ ସମ୍ପ୍ରଦାୟର ଅଟନ୍ତି । ସରଳ ନିଷ୍କପଟ ଏହି ସମାଜ ନିଜର…
ଫେବୃୟାରୀ ୧ ରୁ ୧୫ତାରିଖପର୍ଯ୍ୟନ୍ତପାଣି ପଞ୍ଚାୟତ ପକ୍ଷପାଳନ
ଭୁବନେଶ୍ୱର:ରାଜ୍ୟ ଜଳ ସଂପଦ ବିଭାଗତରଫରୁଆଗାମୀ ଫେବୃୟାରୀ ମାସ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବ । ଏଥି ପାଇଁ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା, ସହଭାଗୀ…
୭ତମ ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରୀ ମିଟ୍ ଫେବୃଆରୀ ୩-୫ ଅନୁଷ୍ଠିତ ହେବ
ଭୁବନେଶ୍ୱର: ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରୀ ମିଟ୍ ପୁସ୍ତକପ୍ରେମୀଙ୍କୁ ବିବିଧ ଲେଖକଙ୍କ ଉପସ୍ଥିତି ଏବଂ ଆଲୋଚନା ସହିତ ପୁଲକିତ କରିବାକୁ ପୁଣି ଥରେ ଫେରିଛି ।ଏହି ଉତ୍ସବକୁ ଅମିତାଭ ଘୋଷ ଉଦ୍ଘାଟନ କରିବେ ଏବଂ ଏଥିରେ ଲେଖକ ଓ ନାମୀ କଳାକାରମାନେ ଯୋଗଦେବେ । ଏହି କାର୍ଯ୍ୟକ୍ରମ…
ଅନ୍ତରାଜ୍ୟ ମାଫିଆ ସକ୍ରିୟ : କେନ୍ଦୁ କାଠଗଣ୍ଡି ସହ ଟ୍ରକ ଜବତ l
ଝାରବନ୍ଧ -ମନୋହର ଦାଶ- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଝାରବନ୍ଧ ବିଭିନ୍ନ ଜଙ୍ଗଳ ରୁ କେନ୍ଦୁଗଛ ର ସଂଖ୍ୟା ଦ୍ରୁତ ହ୍ରାସ ପାଉଛି l ଏକଦା ଜଙ୍ଗଳ ରେ ଭରପୁର ଦେଖାଯାଉଥିବା କେନ୍ଦୁଗଛ ଧୀରେ ଧୀରେ ଶୂନ୍ୟ ହେବାରେ ଲାଗିଛି l ତଦନ୍ତ ରୁ ଜଣାପଡିଛି ପ୍ରଥମ ରେ ଉପକୁଳ ଓଡିଶା କୁ ବିପୁଳ…
ପରିକ୍ଷାମୂଳକ ଭାବେ ଟ୍ରାକରେ ଗଡିଲା ମାଲବାହି ଟ୍ରେନ।
ମାକ୍ଷାନଗର/ରିତେଶ ବ୍ରହ୍ମା- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦେଇ ଯାଇଥିବା ପୂର୍ବତଟ ରେଳପଥର ଟ୍ରାକରେ ଆଜି ପ୍ରଥମ ଥର ପାଇଁ ପରିକ୍ଷାମୂଳକ ଭାବେ ଗଡ଼ିଲା ମାଲ ବାହି ଟ୍ରେନ , ଅନୁଗୁଳ ଠାରୁ ସୁକିନ୍ଦା ଯାଏଁ ନିର୍ମାଣ ହୋଇଥିବା ରେଳ ଲାଇନରେ ବାଘୁଆପାଲ ଠାରୁ ବୁଢାପଙ୍କ ଯାଏଁ ଟ୍ରାକରେ…
ମହିମା ଆଶ୍ରମରେ ମାଘସପ୍ତମୀ ତଥା ବାର୍ଷିକ ଉତ୍ସବ ପାଳିତ
କାମାକ୍ଷାନଗର/ରିତେଶ ବ୍ରହ୍ମା: କାମାକ୍ଷାନଗର ମହିମା ଆଶ୍ରମରେ ମାଘସପ୍ତମୀ ତଥା ଆଶ୍ରମର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ୧୮୭୫ ମସିହା ଠାରୁ ଏହି ଆଶ୍ରମରେ ନିରବିଛିନ୍ନ ଭାବେ ମାଘମାସ ସୁକ୍ଲପକ୍ଷ ସପ୍ତମୀ ତିଥିରେ ମଘସପ୍ତମୀ ପାଳିତ ହେଉଛି। ଦୁଇବର୍ଷ କରୋନା କଟକଣା ଯୋଗୁ…
ଦାଦନ ଶ୍ରମିକର ଜଳିଗଲା ଗୋଡ଼, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।
କଙ୍କଡ଼ାହାଡ଼/ରିତେଶ ବ୍ରହ୍ମା - ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ଝାଞ୍ଜରିବେରଣା ଗ୍ରାମର ତ୍ରିଲୋଚନ ପ୍ରଧାନ ବୟସ ୪୮ ବର୍ଷ। ସୂଚନା ମୁତାବକ କିଛି ଦିନ ତଳେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଡିସେମ୍ବର ୩୧ ତାରିଖ କେରଳ ଅଞ୍ଚଳର ନାଭାଲ ଏକାଡେମୀ…
କୋଇଲା ଟ୍ରକ ସହ ଚାଳକ ଜଳିଗଲେ ।
ପରଜଙ୍ଗ/ରିତେଶ ବ୍ରହ୍ମା- ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ର ବଡଝରା ଗ୍ରାମ ନିକଟ ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ପଖରେ ସୋମବାର ସନ୍ଧ୍ୟାରେ ଏକ ଓଡ଼ି ୩୫ ସି ୦୪୩୬ ନଂ ବିଶିଷ୍ଟ ୧୨ ଚକିଆ କୋଇଲା ବୁଝେଇ ଟ୍ରକ ଭାରଶ୍ୟାମ ହରାଇ ରାସ୍ତାର ବାମ ପାର୍ଶ୍ଵ କୁ ଉଲଟି…