କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାର ତଦନ୍ତ ଓ ଯୁବକଙ୍କ ସୁରକ୍ଷା ପାଇଁ ୨୮ରେ ବିଧାନସଭା ଘେରିବ ଯୁବମୋର୍ଚ୍ଚା : ଇରାସିସ୍…

ଭୁବନେଶ୍ୱର, ତା.୨୩/୦୨: ଓଡିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଓଡ଼ିଶାର ଯୁବକମାନଙ୍କୁ ଦୁଃଖିତ ଓ ମର୍ମାହତ କରିଛି । ୨୩ ବର୍ଷ ଶାସନ କାଳରେ ଓଡିଶାରେ ଯୁବପୀଢ଼ି ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ଏନେଇ ଯୁବକମାନେ ରାଜ୍ୟ ଛାଡି ଅନ୍ୟ…

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡାର ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ନାମରେ ନାମିତ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର, ଫେବୃୟାରୀ ୨୩ – ଝାରସୁଗୁଡା ଜିଲ୍ଲା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ…

ଆଂଠେଇଛି ବସୁଧା : ପାଣି ପାଇଁ ଗରା ବାଲଟି ଧରି ରାସ୍ତା ରୋକ କଲେ ଗ୍ରାମବାସୀ |

କାମାକ୍ଷାନଗର(ରିତେଶ ବ୍ରହ୍ମା) :ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁମୁସୀ ଦେଶିରୀବୁରୀ ସାହିରେ ଖରା ଦିନ ପୂର୍ବରୁ ପାଣି ପାଇଁ ଆଲୁଅଝରଣ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ |ସୂଚନା ମୁତାବକ ସାହି କୁ ବସୁଧା ଯୋଜନା ରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇ ଥିବା…

‘ଛାତ୍ରଛାତ୍ରୀଙ୍କୁ ଆତ୍ମ ନିର୍ଭରଶୀଳ କରିବ ଧନ୍ଦାମୂଳକ ଶିକ୍ଷା’

ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା ଉଦ୍‌ଯାପିତ ‘୨୦୩୬ ମସିହାରେ ସବୁ କ୍ଷେତ୍ରରେ ନେତୃତ୍ୱ ନେବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କର’: ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା କୃଷି…

ମୋହନା ବିଡ଼ିଓଙ୍କ ଗାଡ଼ି ଧକ୍କାରେ ମୃତ ହୋଇଥିବା ବାଇକ୍ ଆରୋହିଙ୍କ ପରିବାରକୁ ଜିଲ୍ଲା ପ୍ରଶାସନର ସହାୟତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସକାଳେ ଯାଜପୁର ଗ୍ରାମ ନିକଟରେ ମୋହନା ବିଡ଼ିଓଙ୍କ ଗାଡ଼ି ଧକ୍କାରେ ସାତ ମାଇଲ ଗ୍ରାମର ବାଇକ ଆରୋହି ଶ୍ରୀଯୁକ୍ତ ଟି.ପ୍ରଭାକର ରାଓଙ୍କ ମୃତ୍ୟୁ ହୋଇଥିଲା। ଏହି ଆକସ୍ମିକ ମୃତ୍ୟୁରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଗଭୀର ଶୋକ ପ୍ରକାଶ…

“ଦୁଇ ମିତ୍ରଙ୍କ ଖେଳ, ଦେଶବାସୀଙ୍କ ପାଇଁ କାଳ”

"ଦେଶରେ ଅମୃତ କାଳ ନୁହେଁ, ଚାଲିଛି ମିତ୍ର କାଳ" ପ୍ରଧାନମନ୍ତ୍ରୀ ଓ ଆଦାନୀ ମହା ମେଗା ସ୍କାମ - କଂଗ୍ରେସ ଜେପିସି ତଦନ୍ତ ଦାବି କଲା କଂଗ୍ରେସ ଭୁବନେଶ୍ୱର- ପ୍ରଧାନ ମନ୍ତ୍ରୀ ଓ ଆଦାନୀ କମ୍ପାନୀ ସମୁହର ମହା ମେଗା ସ୍କାମର ଜେପିସି ତଦନ୍ତ ହେଵା ଉଚିତ | ପ୍ରଧାନମନ୍ତ୍ରୀଙ୍କର ଅସମ୍ଭବ…

ସ୍ତ୍ରୀକୁ ଧାରୁଆ ଛୁରିରେ ବେକ କାଟିଲା ପରେ ନିଜେ ବେକକାଟି ଆତ୍ମହତ୍ୟା ଉଦ୍ୟମ ।

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ନିଜର ସ୍ତ୍ରୀର ବେକକାଟି ହତ୍ୟାକଲା ପରେ ନିଜେ ଛୁରିରେ ବେକକାଟି ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହେବାପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଉଧ୍ୟାର ହୋଇ ୧୦୮ ଯୋଗେ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।ଏମିତି ଏକ ଅଭାବନୀୟ ଘଟଣା…

“ନବ ଦାସଙ୍କ ହତ୍ୟାକାଣ୍ଡ ତଦନ୍ତକୁ ମିଛରେ କୋର୍ଟ ମନିଟର୍ଡ କହି ବାରମ୍ବାର ଭୂଆଁ ବୁଲାଉଛନ୍ତି ରାଜ୍ୟ…

ହାଇକୋର୍ଟଙ୍କର ଏନେଇ କୌଣସି ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ପାଖରେ ଅଛି କି? "କ୍ରାଇମବ୍ରାଂଚ ଏସ୍‌ପି ହ୍ୱାଟସପ୍ ଗ୍ରୁପରେ ଆଡମିଟ୍ କରିଛନ୍ତି ଯେ, ଗୋପାଳ ଜଣେ ମାନସିକ ରୋଗୀ । ଗୋପାଳକୁ ମାନସିକ ରୋଗୀ ପ୍ରମାଣିତ କରିବା ପାଇଁ ଜୋରସୋର ଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର ।…

ସରକାର ଙ୍କ ଉଦାସୀନତା ପ୍ରତିବାଦ ରେ ଆଠ ହଜାର ରୁ ଉର୍ଦ୍ଧ ସେବାରତ ଡିପ୍ଲୋମା ଇଞ୍ଜିନିୟର ଙ୍କ ଆନ୍ଦୋଳନ ଡାକରା

କାମାକ୍ଷାନଗର -ଦୀର୍ଘ ଦିନ ଧରି ଆଠ ହଜାର ରୁ ଉର୍ଦ୍ଧ ସେବାରତ ଡିପ୍ଲୋମା ଇଞ୍ଜିନିୟର ମାନେ ସେମାନଙ୍କ ବିଭିନ୍ନ ଦାବି ସରକାର ଙ୍କ ନିକଟରେ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ମନ୍ତ୍ରୀ ତଥା ମୂଖ୍ୟମନ୍ତ୍ରୀ ଙ୍କୁ ନିଜର ସମସ୍ୟା ମାନ ଉପସ୍ଥାପିତ କରି ଆସୁଛନ୍ତି। ଡିପ୍ଲୋମା ଇଞ୍ଜିନିୟର ମାନଙ୍କ…