ବାଣପୁର/ଖୋର୍ଦ୍ଧା:(ସେକ୍ କୌସର) ରାଜ୍ୟର ବିଭିନ୍ନ ବ୍ଲକ ଅଫିସ୍ ମାନଙ୍କରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ଡାକରାରେ ଆଜି ବ୍ଲକ ଘେରାଉ କାର୍ଯ୍ୟକ୍ରମଅନୁଷ୍ଠିତ କରାଯାଇ ୯ଗୋଟି ପ୍ରସଙ୍ଗରେ ଦାବିପତ୍ର ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମହାମହିମ ଓଡ଼ିଶା ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଅଛି। ଚିଲିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ର ଉପସଭାପତି ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ ଙ୍କ ନେତୃତ୍ୱ ରେ ବାଣପୁର ବ୍ଲକ,ଚିଲିକା ବ୍ଲକ ର ଶତାଧିକ କର୍ମୀଙ୍କୁ ନେଇ ଘେରାଉ କରଯାଇଥିଲା ଓ ନିମ୍ନ ସୂଚିତ ୯ ଦଫା ଦାବି ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.