Sign in
Sign in
Recover your password.
A password will be e-mailed to you.
୫-ଟି ଉପକ୍ରମରେ ଲଗାତାର ତଦାରଖ ଆଣୁଛି ତତ୍ପରତା
ସରିଲାଣି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ୮୫%କାମ, ଜୁଲାଇ ସୁଦ୍ଧା ସାରିବା ଲକ୍ଷ୍ୟ
୫-ଟି ସଚିବଙ୍କ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ କାମ ସମୀକ୍ଷା
ନୂଆ ରୂପ ନେଉଛି ବସ୍ ଟର୍ମିନାଲ
ଜୁଲାଇ ସୁଦ୍ଧା କାମ ଶେଷ କରିବାକୁ ନିର୍ଦ୍ଦେଶ
ଦୈନିକ ଚାଲିବ ୨ ହଜାର…
୨୦୨୩ ମେ’ ମାସରେ ଓଡ଼ିଶାର ରାଜ୍ୟ ଜିଏସ୍ଟି ଓ ସମନ୍ୱିତ ଜିଏସ୍ଟି ଫଇସଲା ବାବଦକୁ ୧୬୭୫.୭୭ କୋଟି ସଂଗ୍ରହ ,…
ଭୁବନେଶ୍ୱର: ମୋଟ ଜିଏସ୍ଟି କ୍ଷେତ୍ରରେ ଓଡ଼ିଶା ଚଳିତ ବର୍ଷ ମେ' ମାସରେ ୧୧.୧୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ସହ ୪୩୯୭.୭୩ କୋଟି ଟଙ୍କା ସଂଗ୍ରହ କରିଛି । ଗତବର୍ଷ ମେ' ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୯୫୫.୭୫ କୋଟି ଟଙ୍କା । ଚଳିତ ଆର୍ଥିକ ବର୍ଷର ମେ' ମାସ ସୁଦ୍ଧା ସାମଗ୍ରିକ…
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା
ଭୁବନେଶ୍ୱର: ଓଡ଼ିଶାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ନୂତନ ଶିଳ୍ପ ପ୍ରୋତ୍ସାହନ ନୀତିର ଶୁଭାରମ୍ଭ ସ୍ୱରୂପ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିକାଶ ନୀତି ୨୦୨୨, ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୨୨, ଓଡ଼ିଶା ରପ୍ତାନୀ ନୀତି ୨୦୨୨ କାର୍ଯ୍ୟକାରୀ ହେଉଛିା ଏହି ନୂତନ ଶିଳ୍ପନୀତି…
ଶିଳ୍ପ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ବିଭାଗର ସମୀକ୍ଷା କରିଛନ୍ତିା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଗୀତଗୋବିନ୍ଦ ସଦନଠାରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ଶିଳ୍ପ ଓ ଶିଳ୍ପାୟନ…
ବାଣପୁର ସହିଦ କୃତିବାସ ଭବନ ଠାରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ
ବାଣପୁର/ଖୋର୍ଦ୍ଧା:-(ସେକ୍ କୌଶର୍) ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଐତିହାସିକ ପଲଟଣ ପଡ଼ିଆ ର ସହିଦ୍ କୃତିବାସ ପାଟସାଣି ସ୍ମୃତି ଭବନ ରେ ଅଗ୍ରଣୀ ସାମାଜିକ ସେବା ଅନୁଷ୍ଠାନ ଟିମ୍ 499 ଓଡ଼ିଶା ଓ ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ତରଫରୁ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି |…
ତାଳଚେର-ସମ୍ବଲପୁର ଦୋହରୀକରଣ ରେଳ ପ୍ରକଳ୍ପ: ରେଳ ନିରାପତ୍ତା ଆୟୁକ୍ତଙ୍କ ନୀରିକ୍ଷଣ ପରେ 9 କିମି ଦୈର୍ଘ୍ୟ ରେଳ ଲାଇନ…
● ସମ୍ବଲପୁର ସିଟି ଷ୍ଟେସନ ଠାରୁ ମାନେଶ୍ୱର ଷ୍ଟେସନ ପର୍ଯ୍ୟନ୍ତ 9 କିମି ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟକ୍ଷମ |
● ରେଳ ନିରାପତ୍ତା ଆୟୁକ୍ତ ଗତକାଲି ଏହି ସେକ୍ସନକୁ ନୀରିକ୍ଷଣ କରି ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି |
● ସମ୍ପୂର୍ଣ୍ଣ ପ୍ରକଳ୍ପର 96.38% ନିର୍ମାଣ କାର୍ଯ୍ୟ…
ମୋଦି ସରକାରଙ୍କ ୯ ବର୍ଷ ପୁର୍ତି ଅବସରରେ ମହା ଜନସଂପର୍କ ଅଭିଯାନର ଶୁଭାରମ୍ଭ
ରାଜ୍ୟରେ ଡବଲ୍ ଇଂଜିନ ସରକାର ପାଇଁ ୧ କୋଟି ପରିବାରକୁ ଭେଟିବେ ୫ ଲକ୍ଷ କାର୍ଯ୍ୟକର୍ତା : ମନମୋହନ ସାମଲ
ଘର ଘର ଯାଇ ଲୋକଙ୍କୁ ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତା ବିଷୟରେ ଜଣାଇବା ସହ ଜନତାଙ୍କ ସମର୍ଥନ ଲୋଡିବେ ବିଜେପି କାର୍ଯ୍ୟକର୍ତା
…
ଏମିତି ବି ମରଣ ଆସେ
ବରଗଡ :- ଖାଇପିଇ ଶୋଇବାକୁ ଯିବା ସମୟରେ ଟେବୁଲ ପଙ୍ଖା ଚଲେଇବା ପାଇଁ ଉଦ୍ୟମ କରୁଥିବା ସମୟରେ ହଟାତ କରେଣ୍ଟ ଲାଗି ମୂର୍ଛିତ ହୋଇ ପଡ଼ିଥିଲା । ମୂର୍ଛିତ ଅବସ୍ଥାରେ ଘରଲୋକେ ତୁରନ୍ତ ନେଇ ପହଞ୍ଚିଥିଲେ ଡାକ୍ତରଖାନାରେ , ହେଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଘଟିଛି…
ଓଡ଼ଗାଁ ବ୍ଲକ୍ ରଣପୁର ବିଧାୟକଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା
ଅନୁପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ
ଓଡ଼ଗାଁ,୩୧।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଅଠର ପଞ୍ଚାୟତର ଉନ୍ନୟନ କାର୍ଯ ସମୀକ୍ଷା କଲେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ସତ୍ୟନାରାୟଣ…
ଶ୍ରେଷ୍ଠ ସଫଳତା ହାସଲ କରି ଓଡ଼ଗାଁ ପାଇଁ ଗୌରବ ଆଣିଛନ୍ତି ବିଭୁପ୍ରସାଦ
ଓଡ଼ଗାଁ, ୩୧।୫ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପାସ ହାର ୮୯.୦୨ ପ୍ରତିଶତ ରହିଥିବା ବେଳେ ଏହି କଲେଜରେ ଛାତ୍ର ବିଭୁପ୍ରସାଦ ପ୍ରଧାନ ୫୪୭ ନଂ ରଖି ଶ୍ରେଷ୍ଠ ସଫଳତା ହାସଲ କରି ଓଡ଼ଗାଁ ବ୍ଲକ ଟପ୍ପର ହୋଇଛନ୍ତି। ଠିକ ସେହିପରି ରମାକାନ୍ତ…