ବିଶାଖାପାଟଣା ସ୍ଥିତ ଓଡିଶା ରୋଗୀ ସହାୟତା କେନ୍ଦ୍ର ସୁବିଧା ଜାରି ରହିବ.

ଚଳିତବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା ଉପକୃତ ହେବେ ଚିକିତ୍ସା ପାଇଁ ଯାଉଥିବା ମାଲକାନଗିରିର ଗରିବ, ଆଦିବାସୀ ଲୋକ. ଭୁବନେଶ୍ୱର: ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’…

ମାଲକାନଗିରିରେ କାଳବୈଶାଖୀ ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା, ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଦିଆଯିବ ସହାୟତା ଗଂଜାମର ଆର୍ଯ୍ୟପଲ୍ଲୀ ଠାରେ ସମୁଦ୍ରରେ ବୁଡି ମୃତ୍ୟୁବରଣ କରିଥିବା ଦୁଇଜଣ ଛାତ୍ରୀଙ୍କ ପରିବାରକୁ ମଧ୍ୟ ଚାରି ଲକ୍ଷ ଟଙ୍କା ଲେଖାଏ ସହାୟତା…

ରାସ୍ତା ମରାମତି ପାଇଁ ପ୍ରଶାସନକୁ ଗ୍ରାମବାସୀଙ୍କ ଦାବି

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ୧୯ ନଂ କେନାଲ ଦେଇଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ମରାମତି ପାଇଁ ଟେଣ୍ଡର ହୋଇଥିଲା l ଏହି କାମଟିକୁ ନେଇଥିବା କଣ୍ଟ୍ରାକ୍ଟର ଓ ସରକାରୀ ବାବୁଙ୍କର ମଧୁଚନ୍ଦ୍ରିକାରେ କାମଟିକୁ ସମ୍ପୂର୍ଣ୍ଣ ଭାବରେ ନିମ୍ନମାନର କରି ସରକାରୀ ଅର୍ଥର…

ନାଗପୁରରୁ ଉଦ୍ଧାର ରାଇଘର ଅଞ୍ଚଳର ନାବାଳକ ଫେରିଲା ନିଜ ଘରକୁ

ରାଇଘର/ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବିଗତ ୧୦ ବର୍ଷ ତଳେ ନବରଙ୍ଗପୁର ଜିଲ୍ଲାର ଉପାନ୍ତ ରାଇଘର ବ୍ଲକର ଗଞ୍ଜାପାରା ପଂଚାୟତର ରାଜପୁଟି ଗ୍ରାମର ମାତୃହୀନ ନାବାଳକ ବସନ୍ତ ବିଭାର(ବୟସ ୧୧) ନିଜ ଦାଦା ଓ ଖୁଡିଙ୍କ ସହ ସୁଦୂର ମହାରାଷ୍ଟ୍ର ରାଜ୍ୟର ନାଗପୁର ସହରକୁ ଚାଲିଯାଇଥିଲା।…

ଅମଲା ମଞ୍ଚ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଡାକରା

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ବରଗଡ଼ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ପାଇଁ ଡାକରା ଦେଇଛନ୍ତି l ବର୍ତ୍ତମାନ ପ୍ରବେଶିକା ବେତନ ହାର ୧୯୦୦ ଟଙ୍କା ଥିବା ବେଳେ ଏହାକୁ ୪୨୦୦ ଟଙ୍କା କୁ ବୃଦ୍ଧି କରାଯାଉ ବୋଲି ଦୀର୍ଘ ଦିନ ହେଲା ସମଗ୍ର…

5T ଯୋଜନାରେ ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର 4 ର୍ଥ ପର୍ଯ୍ୟାୟ ରେ 20 ଟି…

 ମୁଖ୍ୟମନ୍ତ୍ରୀ, 5T ସଚିବ, ବିଧାୟକ ଏବଂ ଜିଲ୍ଲା ଅଧିକାରୀ ଙ୍କୁ କୃତଜ୍ଞତା ଜଣାଇଲେ ମାହାଙ୍ଗାବାସୀ l   (ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ 5T ଯୋଜନା ରେ 4 ର୍ଥ ପର୍ଯ୍ୟାୟ ରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ…

ଦୀପାଙ୍କ ଟୁଇଟ ପରେ ପୁର୍ତ୍ତ ବିଭାଗର ତତ୍ପରତା:ରାତାରାତି ମରାମତି ହେଲା ତେଲମହୁଲ ବ୍ରିଜ

ପାଇକମାଲ: ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ସ୍ବେଚ୍ଛାସେବୀ ଦୀପା ବାରିକ ସବୁବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସମସ୍ୟା ଗୁଡ଼ିକୁ ସାମାଜିକ ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି।ଅନେକ ସମୟରେ ନିମ୍ନ ମାନର କାମ…

ଷ୍ଟାଇଲିସ୍ଟ ଷ୍ଟାର୍ ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଉଦଘାଟନ କଲେ ଯୁବନେତା ଭୋଜରାଜ ସିଂ ବରିହା

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜମଲା ରେ ଏକ ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ହାଇସ୍କୁଲ ପଡିଆରେ ଉଦ୍ଘାଟିତ ହୋଇଯାଇଛି l ଷ୍ଟାଇଲିସ୍ଟ ଷ୍ଟାର୍ କ୍ରିକେଟ କ୍ଲବ ଆନୁକୂଲ୍ଯରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କୁ ଯୁବନେତା ଭୋଜରାଜ ସିଂ…

ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର କାର୍ଯ୍ୟାବଳୀ ସମୀକ୍ଷା

ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୬୫ ହଜାରରୁ ଅଧିକ ଅଣସଙ୍ଗଠିତ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇଛି ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ୨୯୬୧.୫୨ କୋଟି ଟଙ୍କାର ଲାଭ ବଣ୍ଟନ ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଶ୍ରମ…

ବିଭିନ୍ନ ଷ୍ଟେସନରେ ଭିନ୍ନ ଭିନ୍ନ ଟ୍ରେନ୍ ପାଇଁ ପରୀକ୍ଷାମୂଳକ ରହଣି ବ୍ୟବସ୍ଥା

● 07 ଷ୍ଟେସନରେ 19 ଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି | ● 03 ଯୋଡ଼ା ଟ୍ରେନ୍ କୋଟପାଡ଼ ରୋଡ୍ ଷ୍ଟେସନରେ ରହଣି କରିବ | ● 02 ଯୋଡ଼ା ଟ୍ରେନ୍ ସାକ୍ଷୀଗୋପାଳ ଷ୍ଟେସନରେ ରହଣି କରିବ | ● କାଳୁପଡାଘାଟ, ଅତ୍ତାବିରା ଏବଂ ଲାଞ୍ଜିଗଡ଼ ରୋଡ ଷ୍ଟେସନରେ ପ୍ରତ୍ୟେକ ଏକ ଯୋଡି ଟ୍ରେନ ରହଣି କରିବ |…