” ଧନୁର୍ଜୟ ପାଣ୍ଡେଙ୍କ ଆତ୍ମହତ୍ୟା ମାମଲାରେ ପ୍ରଦୀପ ପୁରୋହିତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ”

https://youtu.be/geA1LawXwG4 ପ୍ରଦୀପ ପୁରୋହିତଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କଲେ ରାଜୁ ଘିବେଲା "ଧନୁର୍ଜୟ ପାଣ୍ଡେଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି " ପଦ୍ମପୁର : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝେଙ୍ଗନାଡ଼ିହି ଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀ ରେ…

ଯେଉଁଠି ଶାନ୍ତି ଅଛି, ସେଠି ପ୍ରଗତି ଅଛି : ଅରୁଣ

୯ କୋଟି ଟଙ୍କାରେ ୩ ପ୍ରକଳ୍ପର ଶିଳାନ୍ୟାସ ଓ ୧୫ ଲକ୍ଷ ବ୍ୟୟରେ ୨ ପ୍ରକଳ୍ପ ଶୁଭ ଉଦ୍ଘାଟନ କଲେ ଅରୁଣ ଓଡ଼ଗାଁ,୯।୬(ଶ୍ରୀକାନ୍ତ କୁମାର ମିଶ୍ର): ଯେଉଁଠି ଶାନ୍ତି ଅଛି, ସେଠି ପ୍ରଗତି ଅଛି । ଠିକ୍ ସେହିପରି ଗାଆଁ ଏବଂ ଗ୍ରାମ ପଞ୍ଚାୟତରେ ଶାନ୍ତି ବଜାୟ ରହିଲେ ନିରବଚ୍ଛିନ୍ନ ପ୍ରଗତି…

ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ରେଡିଓ ବସୁଧା – ଜିଲ୍ଲାପାଳ

ଢେଙ୍କାନାଳ,୯ା୬: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରଠାରେ ରେଡିଓ ବସୁଧାର ଶୁଭ ଉଦଘାଟନ ଦ୍ୱିତୀୟ ଦିବସରରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଦୁର୍ଗମ ଅଞ୍ଚଳର ଏକୁଲ ସେକୁଲ ଓ ପୁଟିପାଳ ଆଦି ଗାଁରେ ରେଡିଓ ବସୁଧା ପହଞ୍ଚି ପାରିବ । ହାତୀମାନଙ୍କର ଗତିବିଧି…

ଜୟ ପୁରୀ ଜିଲ୍ଲା କଂଗ୍ରେସର ନୂଆ ମଙ୍ଗୁଆଳ

ପୁରୀ (ଅନିମେଶ ପଟ୍ଟନାୟକ): ଜୟ ଙ୍କୁ ମିଳିଲା ପୁରୀ ଜିଲ୍ଲା କଂଗ୍ରେସର ଦାୟୀତ୍ବ। ଜୟ ନାରାୟଣ ପଟ୍ଟନାୟକ ଓରଫ ଜୟଙ୍କୁ ଜିଲ୍ଲା କଂଗ୍ରେସର ନୂତନ ସଭାପତି ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଅନୁମୋଦନ ମିଳିଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ…

ଭଦ୍ରକ ଜିଲ୍ଲା କଂଗ୍ରେସ ର ଦ୍ୱିତୀୟ ଥର ପାଇଁ ସଭାପତି ହେଲେ ଅଶୋକ ଦାସ।

 ବାସୁଦେବପୁର - ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ଅଶୋକ କୁମାର ଦାସ ଙ୍କୁ ଦ୍ଵିତୀୟ ଥର ପାଇଁ ଘୋଷଣା କରାଯାଇଛି। ଶୁକ୍ରବାର ଦିନ ଏ ଆଇ ସି ସି ପକ୍ଷ ରୁ ଏ ବାବଦ ରେ ଘୋଷଣା କରାଯାଇଛି। ଅଶୋକ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ର ୨୦୧୯ ନିର୍ବାଚନ ରେ ବିଧାନ ସଭା ପ୍ରାର୍ଥୀ ଭାବେ…

ସୁଶାନ୍ତ ସିଂ ଭଗବାନ ନୁହଁ , ଲୋକଙ୍କର ସେବକ :- ସୁଶାନ୍ତ ସିଂ

https://youtu.be/Yn341a4Ir_M ବିରୋଧୀ ଙ୍କର ପାଖରେ ମୁଦ୍ଦା ନାହିଁ ତେଣୁ ବ୍ୟକ୍ତିଗତ ଆକ୍ଷେପ କରନ୍ତି :- ବର୍ଷା ସିଂ ବରିହା ବିଜେଡି କର୍ମୀ ସମ୍ମିଳନୀରେ ବିରୋଧୀଙ୍କୁ ଟାର୍ଗେଟ ବରଗଡ :-ଇତି ମଧ୍ୟରେ ପଦ୍ମପୁର ଉପନିର୍ବାଚନ କୁ ଛଅ ମାସ ପୁରୀ ଗଲାଣି । ଉପନିର୍ବାଚନ ସମୟରେ ସାରା…

ଏକ ମଡେଲ ସ୍କୁଲ ଭାବରେ ବିକଶିତ ହେବ ବାହନାଗା ହାଇସ୍କୁଲ

https://youtu.be/sTnu5POWht8 ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି – 5-T ରୂପାନ୍ତରଣ କାର୍ଯ୍ୟକ୍ରମରେ ହାଇସ୍କୁଲର ନବୀକରଣ କରାଯିବ 15 ଦିନ ମଧ୍ୟରେ ଯୋଜନା ପ୍ରସ୍ତୁତ କରି report ଦେବା ପାଇଁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ. ଭୁବନେଶ୍ୱର: ‍ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା…

ବାହାନଗା ଟ୍ରେନ ଦୁର୍ଘଟଣା ଘଟଣା କୁ ନେଇ ଶୋଭାଯାତ୍ରା ଓ ନୀରବ ପ୍ରାର୍ଥନା

ବାସୁଦେବପୁର/ପ୍ରତାପ କୁମାର ପାଢ଼ୀ - ବାହାନଗା ଟ୍ରେନ ଦୁର୍ଘଟଣା ରେ ନୀରବ ହୋଇ ଯାଇଛି ସାରା ଦୁନିଆ। ସହଜ ରେ ଗ୍ରହଣ ହୋଇ ପାରୁ ନାହିଁ ଲୌହ ଦାନବ ର ଏ ତାଣ୍ଡବ ଲୀଳା। ଭଦ୍ରକ ଜିଲ୍ଲାର ବାସୁଦେବପୁର ରେ ମଧ୍ୟ ଦେଖାଯାଉଛି ଜନ ସାଧାରଣ ଙ୍କ ମନରେ ଗଭୀର ଶ୍ରଦ୍ଧାଂଜଳି ଓ ଶୋକ ପାଳନ। ଆଜି…

କୁନିନ୍ଦା ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ମନ୍ତ୍ରୀ ଙ୍କ ଦ୍ଵାରା ଉଦଘାଟିତ

ଭୁବନ ଅଞ୍ଚଳର ବିକାଶ ପାଇଁ ଅର୍ଥ ର ଅଭାବ ରହିବ ନାହିଁ : ପ୍ରଫୁଲ୍ଲ ମଲ୍ଲିକ । ଭୁବନ ୮.୬- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ପଞ୍ଚାୟତରେ ବିଧାୟକ ଅନୁଦାନ ପାଣ୍ଠି,ଜିଲ୍ଲା ଖଣିଜ ପାଣ୍ଠି ଏବଂ ପଞ୍ଚାୟତ ସମିତି ପାଣ୍ଠି ରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

୫ମ ଷ୍ଟାର୍ ପ୍ଲସ୍ ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଉଦଘାଟନ କଲେ ଯୁବନେତା ଭୋଜରାଜ ସିଂ ବରିହା

ପଦ୍ମପୁର : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘନାମାଲ ରେ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଷ୍ଟାର୍ ପ୍ଲସ୍ କ୍ରିକେଟ କ୍ଲବ ଆନୁକୂଲ୍ଯରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କୁ ଯୁବନେତା ଭୋଜରାଜ ସିଂ ବରିହା ମୁଖ୍ୟ ଅତିଥି, ଜୋନ୍ ୩ ଜିଲ୍ଲା ପରିଷଦ ପ୍ରତିନିଧି…