ଜୀବନ ସଂଘର୍ଷ ଓ ସଂଘାତର କବିତା ପସରା କଥା ଓ ବ୍ୟଥା ଲୋକାର୍ପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଦରଦି କବି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ କବିତା ପସରା କଥା ଓ ବ୍ୟଥା ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଲୋକାର୍ପିତ ହୋଇସାରିଛି। କବିଙ୍କର ଏହି କବିତା ଗୁଚ୍ଛଟି…

ଲୋକଙ୍କ ସମସ୍ୟା କୁ ନେଇ ମନ୍ତ୍ରୀ ରୀତା ସାହୁଙ୍କ ତ୍ୱରିତ ପଦକ୍ଷେପ

ବିଜେପୁର: ବରଗଡ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମ ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ତଥା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ରିତା ସାହୁ ବ୍ଲକ୍ ଅଧ୍ୟକ୍ଷ ମୋତିରାମ ସାହୁଙ୍କ ସହ ଖରମୁଣ୍ଡା ଗ୍ରାମକୁ ପରିଦର୍ଶନ କରିବା ପାଇଁ…

ପଦ୍ମପୁର ଆଦର୍ଶ ଥାନା ରେ ନୂତନ ଆଇ.ଆଇ.ସିଙ୍କ ଯୋଗଦାନ

ପଦ୍ମପୁର, (ଶିବାଶିଷ ପଟ୍ଟନାୟକ)୧୩/୬: ବରଗଡ଼ ଜିଲ୍ଲା ପଦ୍ମପୁର ଥାନାରେ ନୂତନ ଆଇଆଇସି ଭାବରେ ମମତା ନାଏକ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ସମ୍ବଲପୁର କ୍ଷେତରାଜପୁର ଥାନାରେ ସେ କାର୍ଯ୍ୟ ସମ୍ପାଦନ କରିଥିଲେ। ପଦ୍ମପୁର ଥାନା ଅଞ୍ଚଳରେ ବିଶେଷ କରି ନିଶା ନିବାରଣ, ଟ୍ରାଫିକ ସମସ୍ୟା ଓ…

ଅଭିନବ ଉପାୟରେ ରଜ ପାଳନ କରୁଛି ଜୟ ଓଡ଼ିଶା।

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବ ରଜ ପର୍ବ ପାଳନ କରିବା ପାଇଁ, ବିଭିନ୍ନ ଅଂଚଳରେ ବିଭିନ୍ନ ରଜ ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ, ରାଜଧାନୀର ଭିନ୍ନ ଭିନ୍ନ ବସ୍ତି ବାସିନ୍ଦା ଙ୍କ ନିକଟରେ ସିଧାସଳଖ ପହଞ୍ଚି ଅଭିନବ ଉପାୟରେ ରଜ ମଉଜ କରିଛି ଜୟ ଓଡ଼ିଶା। ୩ଦିନ ବ୍ୟାପୀ ରଜ ପାଳନ କରିବା…

କାଳବୈଶାଖୀର ତାଣ୍ଡବଲୀଳା

https://youtu.be/y3pUNO4IqMg ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ର ବିଭିନ୍ନ ସ୍ଥାନରେ କାଳବୈଶାଖୀ ର ପ୍ରଭାବ ଦେଖିବାକୁ ମିଲିଛି। ଗଛ ଗୁଡିକ ଉପାଡି ହୋଇଛି କେଉଁଠି ଘରର ଛପର,ଖପର, ଆଜବେଷ୍ଟର ଏଣେ ତେଣେ ପଡିଯାଇଛି। ଆଉ କେଉଁଠି ଗଛ ଗୁଡିକ ରାସ୍ତା କଡରେ ପଡି ରହିଛି। ବିଦ୍ଯୁତ୍…

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ

ଭୁବନେଶ୍ବର- ତା.୧୫.୦୬.୨୦୨୩- ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ ହୋଇଛି । ମାନ୍ୟବର ବିଜ୍ଞାନ ଓ କାରିଗରୀ କୌଶଳ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ମାନସ ମଙ୍ଗରାଜ ଗୁରୁତ୍ୱପୂର୍ଣ୍ଣ ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜଙ୍କ ଉପରେ ବିଜୁ ଜନତା ଦଳ ନ୍ୟସ୍ତ କରିଛି ଆଉ ଏକ ଗୁରୁ ଦାୟିତ୍ୱ | ଶ୍ରୀ ମଙ୍ଗରାଜଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ…

ନିଷ୍ଠା ପରିବାର ର ୧୪ତମ ପ୍ରତିଷ୍ଠା ଉତ୍ସବ: ୧୧୪ୟୁନିଟ ରକ୍ତ ସଂଗୃହୀତ

ବରଗଡ :- ବରଗଡ ଜିଲ୍ଲା ,ବରଗଡ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାପ ର ଆନ୍ଧ୍ର କେମ୍ଫ ସ୍ଥିତ ନିଷ୍ଠା ଭବନ ଠାରେ ବରଗଡ଼ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ର ୧୪ତମ ପ୍ରତିଷ୍ଠା ଦିବସ ତଥା ବିଶ୍ଵ ରକ୍ତ ଦାତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ…

ମନରେଗା ମହାଦୁର୍ନୀତି , ସନ୍ଦେହ ଘେରରେ ବିଭାଗୀୟ ପିଡ଼ି ଙ୍କର ଭୂମିକା !

ବଡ଼ ମାଛ କୁ ଖସେଇବା ପାଇଁ ଛୋଟ ମାଛକୁ ଧରେଇ ଦିଅ ଯାଇ ନାହି ତ ? ବରଗଡ଼ :- ବରଗଡ଼ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ଚାଲିଥିବା ବ୍ଲକ ସ୍ତରୀୟ ସମସ୍ତ ଅଫିସ ଗୁଡିକରେ ଦୁର୍ନୀତି ହେଉଥିବା ଅଭିଯୋଗ ଏକ ସାଧାରଣ କଥା । କାରଣ ବାରମ୍ବାର ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ…

ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଜିଲ୍ଲାପାଳ ଦେଲେ 112 କୋଟି ଟଙ୍କାର…

ମଇ ୨୯ରେ 5T ସଚିବ ଗସ୍ତ କରି ଦେଇଥିଲେ ନିର୍ଦ୍ଦେଶ ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପ ରେ ଆସିବ ପୁରା ପରିବର୍ତ୍ତନ। ଗତ ମେ 29 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ…