ମନରେଗା ମହାଦୁର୍ନୀତି , ସନ୍ଦେହ ଘେରରେ ବିଭାଗୀୟ ପିଡ଼ି ଙ୍କର ଭୂମିକା !

ବଡ଼ ମାଛ କୁ ଖସେଇବା ପାଇଁ ଛୋଟ ମାଛକୁ ଧରେଇ ଦିଅ ଯାଇ ନାହି ତ ? ବରଗଡ଼ :- ବରଗଡ଼ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ଚାଲିଥିବା ବ୍ଲକ ସ୍ତରୀୟ ସମସ୍ତ ଅଫିସ ଗୁଡିକରେ ଦୁର୍ନୀତି ହେଉଥିବା ଅଭିଯୋଗ ଏକ ସାଧାରଣ କଥା । କାରଣ ବାରମ୍ବାର ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ…

ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଜିଲ୍ଲାପାଳ ଦେଲେ 112 କୋଟି ଟଙ୍କାର…

ମଇ ୨୯ରେ 5T ସଚିବ ଗସ୍ତ କରି ଦେଇଥିଲେ ନିର୍ଦ୍ଦେଶ ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପ ରେ ଆସିବ ପୁରା ପରିବର୍ତ୍ତନ। ଗତ ମେ 29 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଶ୍ରୀ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ…

ସ୍କୁଲ ଛାତ୍ରୀ ଅପହରଣ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ପୋକ୍ସ କୋର୍ଟରେ ଏକ ସ୍କୁଲ ଛାତ୍ରୀ ଅପହରଣ ଓ ଦୁଷ୍କର୍ମ ମାମଲାରେ ଆସାମୀକୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହିତ ୩୦ହଜାର ଟଙ୍କା ଜୋରିମାନା ହୋଇଛି। ପୋକ୍ସ କୋର୍ଟର ବିଚାରପତି ନିରଞ୍ଜନ ପଣ୍ଡା ଘଟଣାର ବିଚାର କରି ଆସାମୀ ବୁଲୁ ନାୟକ, ୨୭ ବର୍ଷ,…

ଝାଡଖଣ୍ଡ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୯ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଝାଡଖଣ୍ଡ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ସୁଚନା ଥାଉକି ପିତାମାତା ଦ୍ବାରା ଅବହେଳିତ ହୋଇ ଗୋଟିଏ…

ଜିଲ୍ଲାସ୍ତରୀୟ ଲୋକକଳା ଦିବସ ପାଳିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ବ୍ଲକ ଉନ୍ନୟନ ଅଧିକାରୀ ସାଗର କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ଲୋକକଳା ଦିବସ ପାଳିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ…

ଆସିବେନି ଶାହା, ଗସ୍ତ ହେଲା ସ୍ଥଗିତ

୨୨ରେ କଳାହାଣ୍ଡି ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି ନଡ୍ଡା ଭୁବନେଶ୍ୱର: ଆସିବେନି ଅମିତ ଶାହା, ଗସ୍ତ ହେଲା ସ୍ଥଗିତ | ଏ ନେଇ ସୂଚନା ଦେଇଛି ରାଜ୍ୟ ବିଜେପି ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆସନ୍ତା ୧୫ ତାରିଖ ଗୁରୁବାର ଦିନ ଗୁଜୁରାଟ ରାଜ୍ୟର ଉପକୁଳବର୍ତୀ…

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ

ଭୁବନେଶ୍ବର- ତା.୧୪.୦୬.୨୦୨୩- ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପ ଠାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଘାଟିତ ହୋଇଛି । ମାନ୍ୟବର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର…

ପାଣ୍ଡିଆନଙ୍କୁ କଂଗ୍ରେସର ପ୍ରଶ୍ନ : କେଉଁ ବୈଧାନିକ କ୍ଷମତାରେ ସଚିବ ଆସୁଛନ୍ତି ଜଳେଶ୍ଵର?

୧୪ ଟି ପ୍ରଶ୍ନ ରଖିଲେ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ l ଜଳେଶ୍ଵର : ଆସନ୍ତା ଜୁନ ୨୨ ତାରିଖରେ 5t ସଚିବ ଶ୍ରୀ ଭି କେ ପାଣ୍ଡିଆନ ଙ୍କ ଜଳେଶ୍ଵର ଗସ୍ତ କାର୍ଯ୍ୟକ୍ରମ ରହିଛି l ତାଙ୍କର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମନ୍ତ୍ରୀ ଅଶ୍ଵିନୀ ପlତ୍ର ଦୁଇ ଦିନ ତଳେ ଏକ ପ୍ରସ୍ତୁତି ବୈଠକ…

ବିଶ୍ଵ ରକ୍ତଦାତା ଦିବସ ଉପଲକ୍ଷେ ଜୀବନବିନ୍ଦୁ ରକ୍ତ ଦାନ ଶିବିର

ରାଉରକେଲା,(ବସନ୍ତ କୁମାର ଜେନା): ‘ବିଶ୍ଵ ରକ୍ତଦତା ଦିବଶ’ ଉପଲକ୍ଷେ ରାଉରକେଲା ସରକାରୀ ଡାକ୍ତରଖାନା ଠାରେ ମାରୱାରୀ ଯୁବ ମଞ୍ଚ ଜାଗ୍ରୀତି ସ।ଖା,ରାଉରକେଲା ତରଫରୁ,ବିଜୁ ମହିଳା ଜନତା ଦଳ ଏବଂ ଅଖିଲ ଭରତ ମାରୱାରୀ ମହିଳା ମଞ୍ଚ,ରାଉରକେଲା ମିଳିତ ପ୍ରୟାଶରେ,ଓଡିଶା ମୋ ପରିବାର ଜୀବନ ବିନ୍ଦୁ…

ବିଶାଳ ଜନସମାଗମ ମଧ୍ୟରେ ବରପଡା ଠାରେ ବିଜୁ ପଟ୍ଟନାୟକ ପାର୍କ ଉଦ୍ଘାଟନ କଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ…

https://youtu.be/khQX-rNFo9c  (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗ୍ରାମ ପଞ୍ଚାୟତ ବରପଡା ଲୁଣା ଚିତ୍ରୋତୋଳା ପାର୍ଶ୍ଵ ରେ ବିଜୁ ପଟ୍ଟନାୟକ ପାର୍କ ଉଦଘାଟିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା…