ଘନଘନ ବିଦ୍ୟୁତ କାଟକୁ ବିରୋଧ: ୧୦ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦେଲା ପୁରୀ ଜିଲ୍ଲା କଂଗ୍ରେସ

ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଯିବ ପୁରୀ (ଅନିମେଶ ପଟ୍ଟନାୟକ): ଘନ ଘନ ବିଦ୍ୟୁତ କାଟ୍ ଏବେ ବରଦାସ୍ତ ବାହାରେ । ତାପମାତ୍ରାରେ ବୃଦ୍ଧି ଓ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ପୁରୀବାସୀ । ସହରରେ ବିଦ୍ୟୁତ କାଟ ଏବେ ଶିଶୁ, ବୁଢାବୁଢି ଓ ରୋଗୀଙ୍କ ଉପରେ ଦାଉ ସାଧୁଛି ।…

ଯୁବା ମଞ୍ଚ ତରଫରୁ ମେଗା ରକ୍ତଦାନ ଶିବିର

https://youtu.be/sXqNHO1eCZ8 ବରଗଡ "ବକତ ବେଳ କେ ରକତ ଦିଏନାଇ ଥାଇ କରି ନାତା,ମହାପୁରୁ ଠାନୁ ବି ସେ ମହାନ ଆଏତାହାକେ ବଲମା ଦାତା" ପ୍ରଶ୍ଚିମ ଓଡ଼ିଶାର ସୁନାମଧନ୍ୟ ବିପ୍ଲବୀ କବି ଶ୍ରୀ ନୀତିଶ ଆଚାର୍ଯ୍ୟ ଙ୍କର ଲେଖନିରୁ ବାହାରିଥିବା ଏହି ପଦେ ଲେଖା ରକ୍ତଦାତା ମାନଙ୍କୁ ଭଗବାନ ଙ୍କର…

ପଦ୍ମପୁରରେ ବିଶ୍ଵ ରକ୍ତଦାତା ଦିବସ ପାଳିତ : ସମ୍ମାନିତ ହେଲେ ୩୦ ସ୍ଵେଚ୍ଛାକୃତ ରକ୍ତଦାତା

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :ବିଶ୍ବ ରକ୍ତ ଦାତା ଦିବସ ଉପଲକ୍ଷେ ପଦ୍ମପୁର ରକ୍ତଭଣ୍ଡାର ତରଫରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା ।ଏହି ସଭାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ସରୋଜ କୁମାର ସେଠ, ଡା. ଗୀତାପିୟୁଷ ସିନ୍ଧୁ ମିଶ୍ର, ଡା. ଯଦୁମଣି…

ମଧୁବାବୁ ପେନସନ ଯୋଜନା : ଭତ୍ତା ବଣ୍ଟନ କଲେ ବିଧାୟିକା

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନା ରେ ଅଧ୍ୟକ୍ଷା ସାବିତ୍ରୀ ବାଗ ,…

ବୁକୁରାମୁଣ୍ଡାରେ କୃଷି ସମବାୟ ସମିତିର ଉଦଘାଟନ କଲେ ବିଧାୟିକା ବର୍ଷା ସିଂ ବରିହା l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଠାରେ ଏକ ନୂତନ କୃଷି ସମବାୟ ସମିତି ର ଶୁଭାରମ୍ଭ ହୋଇଛି । ଏହାକୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି , ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବାନା ସିଂ ସମ୍ମାନୀତ ଅତିଥି ଯୋଗ…

ବିଶ୍ଵ ରକ୍ତ ଦାତା ଦିବସ ଅବସରରେ ସମ୍ବର୍ଦ୍ଧନା ଉତ୍ସବ

https://youtu.be/d3tGZRGFtnk ଭୁବନେଶ୍ୱର : ବିଶ୍ଵ ରକ୍ତ ଦାତା ଦିବସ ଅବସରରେ, ଆଜି ଓଡ଼ିଶା ବ୍ଲଡ଼ ସେଣ୍ଟର୍ କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ବ୍ୟାଙ୍କ୍ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ କ୍ୟାପିଟାଲ ହସ୍ପିଟାଲ ର ଡେପୁଟି ସୁପରିଟେନ୍ଡେଣ୍ଟ ଶ୍ରୀ ଧନଞ୍ଜୟ ଦାସ,…

ଦୁଇ ମାତୃହୀନ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶରେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଠାରେ…

ନବରଙ୍ଗପୁର/ଅଶୋକ ସାହୁ: ନନ୍ଦାହାଣ୍ଡି ବ୍ଲକର ଜଗନ୍ନାଥପୁର ଗ୍ରାମପଂଚାୟତର ପୋଲୁଗୁଡା ଗ୍ରାମର  ଦୁଇ ମାତୃହୀନ ଶିଶୁଙ୍କୁ ନନ୍ଦାହାଣ୍ଡି ବ୍ଳକ ପ୍ରଶାସନ ପକ୍ଷରୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶରେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଠାରେ ଥଇଥାନ…

କିଟ୍‍ ପକ୍ଷରୁ ସତ୍ୟଭାମାପୁର କସ୍ତୁରବା ଗାନ୍ଧୀ ନ୍ୟାସ୍‍ନାଲ୍‍ ମେମୋରିଆଲ୍‍ ଟ୍ରଷ୍ଟ ଛାତ୍ରୀଙ୍କୁ ଶିକ୍ଷା ସହାୟତା

ଅନ୍ତେବାସୀଙ୍କ ସହ ରଜ ପାଳିଲେ ଅଚ୍ୟୁତ ସାମନ୍ତ ସାଲେପୁର, ୧୪ ।୬: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜି (କିଟ୍‍) ପକ୍ଷରୁ ସାଲେପୁର ସତ୍ୟଭାମାପୁରସ୍ଥିତ କସ୍ତୁରବା ଗାନ୍ଧୀ ନ୍ୟାସ୍‍ନାଲ୍‍ ମେମୋରିଆଲ୍‍ ଟ୍ରଷ୍ଟର ଛାତ୍ରୀଙ୍କୁ ଶିକ୍ଷା ସହାୟତା ଯୋଗାଇ ଦିଆଯାଇଛି।…

ସାମ୍ବାଦିକଙ୍କ ମାତୃ ବିୟୋଗ : ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି ସ୍ଥିତ ଶାସକ ପ୍ରଶାସକ ଖବର କାଗଜର ଜିଲ୍ଲା ସାମ୍ବାଦିକ ଶ୍ରୀ ବାଳକୃଷ୍ଣ ପାଣିଗ୍ରାହୀଙ୍କ ମାଆ ଶାନ୍ତିଲତା ପାଣିଗ୍ରାହୀଙ୍କ ୭୦ ବର୍ଷ ବୟସରେ ବିୟୋଗ ହୋଇଛି। ଗତ ସୋମବାର ଦିନ ମଧ୍ୟାହ୍ନ ସମୟରେ ତାଙ୍କର ହଠାତ୍ ଛାତି ଯନ୍ତ୍ରଣା ହୋଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ…

ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକରେ ମନ୍ତ୍ରୀ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ଚିକିତ୍ସକ, ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମେୟର ତଥା ବିଶିଷ୍ଟ ସମାଜସେବୀ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କ ପରଲୋକରେ ରାଜ୍ୟ ଖାଦ୍ୟ ଓ ଯୋଗାଣ, ସମବାୟ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ପ୍ରତ୍ୟୁଷରେ ଶହୀଦ…