Sign in
Sign in
Recover your password.
A password will be e-mailed to you.
ବାଧକ ସାଜିଲା ପ୍ରବଳ ଖରା ଗରମ: ଦିନ ନୁହେଁ ସନ୍ଧ୍ୟାରେ ରଜ ତିନିଦିନ ପାଳିଲେ ବାସୁଦେବପୁର ବାସୀ।
ବାସୁଦେବପୁର -ବାସୁଦେବପୁର ରେ ବିଭିନ୍ନ ସ୍ଥାନ ରେ ରଜ ମହୋତ୍ସବ ପାଳନ।
ବାସୁଦେବପୁର- ଚଳିତ ବର୍ଷ ରଜ ପାଇଁ ବହୁ ଦିନ ଆଗରୁ ସଜ ବାଜ ହେଉଥିବା ବାସୁଦେବପୁର ବାସୀ ଙ୍କ ପାଇଁ ବାଧକ ସାଜିଲା ପ୍ରବଳ ଗରମ। ଦିନ ବେଳା ପ୍ରବଳ ଖରା ଓ ଗରମ ଯୋଗୁଁ କେହି କାହାରି ଘର କୁ ଯାଇ ପାରୁ ନାହାଁନ୍ତି। ତେଣୁ…
ରକ୍ତଦାନ କରି ଲୋକଙ୍କ ଜୀବନ ବଞ୍ଚାଇବା ରେ ସହାୟକ ହୁଅନ୍ତୁ :- ବର୍ଷା ସିଂ ବରିହା
https://youtu.be/j7V1XQpEq1M
ବରଗଡ /ଶିବାଶିଷ ପଟ୍ଟନାୟକ:- ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ଅନେକ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳୁଛି । ଏଠାରେ ସୂଚନାଯୋଗ୍ୟ ଯେ ଜରୁରୀକାଳୀନ ପରିସ୍ଥିତି ପାଇଁ ହେଉ ଅବା ସାଧାରଣ ଦିନ ପାଇଁ ହେଉ ରକ୍ତ ଭଣ୍ଡାର ଗୁଡିକରେ…
ରକ୍ତ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଓଡ଼ିଶା-ମୋ ପରିବାର’ ପୁରସ୍କୃତ
ଭୁବନେଶ୍ୱର : ପ୍ରତିବର୍ଷ ଜୁନ 14ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଇ ଥାଏ। ଚଳିତ ବର୍ଷ ଏହି ଦିବସ ଅବସରରେ ସେଣ୍ଟ୍ରାଲ ରେଡ଼କ୍ରସ ବ୍ଲଡ଼ ସେଣ୍ଟର ପକ୍ଷରୁ ‘ଓଡ଼ିଶା-ମୋ ପରିବାର’କୁ ପ୍ରଥମ ଥର ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମୟରେ କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର…
5ଟି ସଚିବଙ୍କ କନ୍ଧମାଳ ଗସ୍ତ :କନ୍ଧମାଳ ପର୍ଯ୍ୟଟନର ସାମଗ୍ରୀକ ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ କରାଯିବ
ମା ବରାଳଦେବୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ
୫.୨୯ କୋଟି ଟଙ୍କାର ଫୁଲବାଣୀ ବସ ଷ୍ଟାଣ୍ଡ ପ୍ରକଳ୍ପର ନିର୍ମାଣ ଠିକ୍ ସମୟରେ ସାରିବାକୁ ନିର୍ଦ୍ଦେଶ
ନିର୍ମାଣାଧୀନ କନ୍ଧମାଳ ମେଡିକାଲ କଲେଜ ଓ ହସ୍ପିଟାଲ କାମ ୨୦୨୩ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ
ପ୍ରାୟ ୫୦୦ କୋଟି…
ଅମଲାଙ୍କ ସାମୁହିକ ଛୁଟି ଓ ଆନ୍ଦୋଳନ: ସରକାରୀ ଯୋଜନା ପ୍ରଭାବିତ ଗରିବ ହିତାଧିକାରୀ ହଟହଟା
ନବରଙ୍ଗପୁର ୧୬/୬ ଅଶୋକ ସାହୁ, ଶାସକ ପ୍ରଶାସକ.ଜୁନ ମାସ ୧ ତାରିଖରୁ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଜିଲ୍ଲା ସ୍ତରୀୟ ଅମଲା ମାନେ ମିଳିତ ଅମଲା ମଞ୍ଚର ଡାକରାରେ ଛୁଟିରେ ଅଛନ୍ତି। ସରକାରଙ୍କୁ ମିଳିତ ଅମଲା ମଞ୍ଚ ର ଦାବି ଯଥା ଓଆରଏସପି ରୁଲ ୨୦୧୭କୁ କାର୍ଯ୍ୟକାରୀ କରାଯାଉ। ଲେଭେଲ ୪…
କେଉଁଝରରେ ଜନସାଧାରଣଙ୍କ ସହ ନିଆରା ଢଙ୍ଗରେ ରଜ ପାଳିଲା ଓଡ଼ିଶା ମିଲେଟ ମିଶନ
କେଉଁଝର - ପବିତ୍ର ରଜ ପର୍ବ ଅବସରରେ ଓଡ଼ିଶା ମିଲେଟ ମିଶନ ଜୁନ ୧୫ ଓ ୧୬ ତାରିଖରେ କେଉଁଝର ଗାନ୍ଧି ଛକ ନିକଟରେ ଅବସ୍ଥିତ ସ୍ମାର୍ଟ ବଜାରରେ ସ୍ଥାନୀୟ ଲୋକଙ୍କ ପାଇଁ ଆୟୋଜନ କରିଛି ଏକ ମନ ମତାଣିଆ କାର୍ଯ୍ୟକ୍ରମ । ଓଡ଼ÿିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରେ ଅତ୍ୟନ୍ତ…
ରକ୍ ଷ୍ଟାର (କଟକ) ପ୍ରଥମ ରଜ କପ୍ ଵିଜେତା
ଭୁବନେଶ୍ବର (ଚକ୍ରଧର ମାଝି) : ରଜ ପର୍ବ ପାଇଁ ଗୋପବନ୍ଧୁ କ୍ରିକେଟ କ୍ଲବ ପକ୍ଷରୁ ପ୍ରଥମ ରଜ କପ୍ - ୨୦୨୩ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି।
ରଜ କୁଆଁରୀଙ୍କ କ୍ଷେତ୍ରରେ ପାଳନ ହେଉଥିବାବେଳେ ପୁରୁଷ ବା ଯୁବକଙ୍କ ପାଇଁ ରଜ ପର୍ବରେ ବ୍ୟାଟ୍ ଧରି…
ସୁବର୍ଣ୍ଣପୁର ଜିଲ୍ଲା ବିଜେଡ଼ି ପୁନର୍ଗଠିତ
ଭୁବନେଶ୍ୱର : ପୂର୍ବରୁ ସମସ୍ତ ଆଦେଶକୁ ବାତିଲ କରି ବିଜୁ ଜନତାଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣପୁର ଜିଲ୍ଲା ବିଜେଡ଼ିକୁ ପୁନର୍ଗଠିତ କରିଛନ୍ତି | ଦଳର ସଭାପତିଙ୍କ ଅନୁମୋଦନକ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳରେ ନୂତନ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି ବୋଲି ଦଳର…
ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପିପିଏଲ କର୍ପୋରେଟ ବ୍ୟାପାର ମୁଖ୍ୟ ସୁଧୀର ରଞ୍ଜନ ମିଶ୍ର
ଭୁବନେଶ୍ୱର : ପହିଲି ରଜ ଦିନ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ ପିପିଏଲ କର୍ପୋରେଟ ବ୍ୟାପାର ମୁଖ୍ୟ ସୁଧୀର ରଞ୍ଜନ ମିଶ୍ର | ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ଠାରେ ମହାମହିମ ରାଷ୍ଟ୍ରପତିଙ୍କ ସହ ଏହି ସୌଜନ୍ୟମୂଳକ ସାକ୍ଷାତ ଅତ୍ୟନ୍ତ…
ବାଘଛାଲ ଓ ହରିଣ ଶିଙ୍ଗ ଜବତ, ୩ ଗିରଫ
ରାଇଘର/ନରସିଂ ବାଘ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଓଡ଼ିଶାର ସୀମାନ୍ତ ଗାଁରେ ଆଜି ଓଡ଼ିଶା ଏବଂ ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିତ ଭାବେବଡ଼ଧରଣର ଚଢ଼ଉ ହୋଇଛି। ରାଇଘର ବ୍ଲକ୍ ମୁଣ୍ଡିବେଡ଼ା ପଞ୍ଚାୟତର କଲମଡଙ୍ଗରି ଗାଁରୁ ଗୋଟିଏ ବାଘଛାଲ, ବିରଳ ବନ୍ୟଜନ୍ତୁଙ୍କ ଅବଶେଷ ସହ ଶିକାରରେ…