ନୂଆପଡ଼ାରେ ଟ୍ରମା କେୟାର୍ ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଂଜୁର

ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦେଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ୍ ଭୁବନେଶ୍ୱର, (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଧୂନିକ ଟ୍ରମା କେଆର୍ କେନ୍ଦ୍ର…

ସୁଭଦ୍ରାଙ୍କ ରଥ ଅଖରେ ଫାଟ !

ପୁରୀ( ଅନିମେଶ ପଟ୍ଟନାୟକ) : ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଅଖରେ ଫାଟ ଦେଖିବାକୁ ମିଳିଛି । ରଥଯାତ୍ରାକୁ ଆଉ ଦୁଇ ଦିନ ଥିବା ବେଳେ ଶନିବାର ସକାଳେ ଦେଖିବାକୁ ମିଳିଛି ଏପରି ଘଟଣା । ଦେବୀ ସୁଭଦ୍ରାଙ୍କ ରଥର ପଛିଆଣୀ ଅଖରେ ଫାଟ ରହିଥିବା ଜଣା ପଡିଛି । ତେବେ ସ୍ଥିତି ଅନୁଧ୍ୟାନ ପରେ ଅଖ ବଦଳିଯିବ…

ପଶ୍ଚିମ ଓଡ଼ିଶାରେ ଖରାଛୁଟି ଏକ ସପ୍ତାହ ବୃଦ୍ଧି ପାଇଁ ଦାବୀ କଲେ ଦୀପା:ମୁଖ୍ୟ ଶାସନ ସଚିବ କହିଲେ ସରକାର ଏହା ଉପରେ…

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସ୍ବେଚ୍ଛାସେବୀ ପଶ୍ଚିମ ଓଡ଼ିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତାହାର ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି।ତାଙ୍କ ପ୍ରୟାସ ଦ୍ୱାରା ଅନେକ ସମସ୍ୟାର ସମାଧାନ ମଧ୍ୟ ହୋଇ କୋଟି କୋଟି…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଉତ୍କଳ ୟୁନିଭର୍ସିଟିର କୁଳପତିଙ୍କ ସାକ୍ଷାତ ଆଲୋଚନା

ଭୁବନେଶ୍ୱର(ଶାସକ ପ୍ରଶାସକ) : ଉତ୍କଳ ୟୁନିଭର୍ସିଟିର କୁଳପତି ପ୍ରଫସର ସବିତା ଆଚାର୍ଯ୍ୟ ଆଜି ଲୋକସେବା ଭବନ ଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି I ରାଜ୍ୟର ଏହା ସର୍ବ ପୁରାତନ ଏବଂ ଦେଶର ୧୭ ତମ ପୁରାତନ ୟୁନିଭର୍ସିଟି I ଏହା ଏକ…

୧୪ ତମ ଓଡ଼ଗାଁ ରଘୁନାଥ ଆଥଲେଟିକ କ୍ରିକେଟ ଲିଗ (ଓସିଏଲ) ଉଦଯାପିତ:ଦଲକ ହାକର୍ସ ଚମ୍ପିୟାନ

ଓଡ଼ଗାଁ,୧୬।୬(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ଓଡ଼ଗାଁ ୧୪ତମ କ୍ରିକେଟ ଲିଗ (ଓସିଏଲ)ର ଶୁକ୍ରବାର ଅପରାହ୍ନରେ ଉଦଯାପିତ ଫାଇନାଲ ମ୍ୟାଚରେ ଇଲେଭେନ ଇମ୍ପୋରରକୁ ହରାଇ ଦଲକ ହାକର୍ସ ଚମ୍ପିୟାନ ଟ୍ରଫି ସହିତ ନଗଦ ୫ ହଜାର ଟଙ୍କା ପୁରସ୍କାର ହାସଲ…

ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଓଡ଼ିଶାରେ ସର୍ବୋତ୍ତମ ସୁନା ସଂଗ୍ରହଣ ସହ ରଜ ଉତ୍ସବ ପାଳିତ

- ରିଲାଏନ୍ସ ଜୁଏଲ୍ସ ରଜର ଉତ୍ସବକୁ ସାଦରର ସହ ଆପଣାଇଛି ଏବଂ ନାରୀତ୍ୱର କାଳଜୟୀ ମହତ୍ତ୍ୱକୁ ଔଜଲ୍ୟତାର ସହ ପାଳନ କରେ ଓଡ଼ିଶା, ଜୁନ୍ ୨୦୨୩- ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ ରିଲାଏନ୍ସ ଜୁଏଲସ ଖୁସିର ରଜ ପର୍ବ ପାଳନ ପାଇଁ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସଂଗ୍ରହର ଶୁଭାରମ୍ଭ ଘୋଷଣା କରି ଖୁସି…

ମହାମହିମ ରାଜ୍ୟପାଳଙ୍କ ଦ୍ବାରା “ଜି.ଏସ.ଟି ସ୍ମାର୍ଟ ଗାଇଡ” ଉନ୍ମୋଚନ

ଭୁବନେଶ୍ୱର: ୧୬/୦୬/୨୩ ଓଡ଼ିଶା ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ବାରା "ଜି.ଏସ.ଟି ସ୍ମାର୍ଟ ଗାଇଡ" ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏହି ପୁସ୍ତକର ଲେଖକ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବି ରମେଶ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ…

ଜେଏସପି ଫାଉଣ୍ଡେସନ ଏବଂ ଡିଟିଏସଆରଡିଏଫ୍ ଆନୁକୂଲ୍ୟରେ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ପାଇଁ ମେଗା…

ଶ୍ରୀ ନବୀନ ଜିନ୍ଦଲ ଓ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ୫୦୦୦ ବାଳ ଖେଳାଳୀଙ୍କୁ ବଣ୍ଟନ କରାଗଲା ହକି ଷ୍ଟିକ୍ ଏବଂ ଆନୁସଙ୍ଗିକ କ୍ରୀଡା ଉପକରଣ ରାଉରକେଲା/ଶାସକ ପ୍ରଶାସକ: ଜେଏସପି ଫାଉଣ୍ଡେସନ ଏବଂ ଦିଲୀପ ତିର୍କି ସ୍ପୋର୍ଟସ ରିସର୍ଚ୍ଚ ଏବଂ ଡେଭେଲପମେଣ୍ଟ ଫାଉଣ୍ଡେସନ(ଡିଟିଏସଆରଡିଏଫ୍)ର…

ଜୁନ୍ ୨୧ରୁ ଖୋଲିବ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଦ୍ୟାଳୟଗୁଡ଼ିକ ଗ୍ରୀଷ୍ମଛୁଟି ପରେ ଜୁନ୍ ୨୧ ତାରିଖରେ ଖୋଲିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଅଛନ୍ତିା

ମୁକ୍ତା ଯୋଜନା ର ବାର୍ଷିକ କାର୍ଯ୍ୟ ପନ୍ଥା ସମୀକ୍ଷା କଲେ ୫ଟି ସଚିବ

ପଦ୍ମପୁର - ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ପଦ୍ମପୁର ଏନ୍ ଏ ସି ପାଇଁ ମୁକ୍ତା ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅନୁମୋଦନ ହୋଇଥବା ଅନୁଦାନର ଭିଡିଓ କନଫରେନ୍ସ ମାଧ୍ୟମରେ ୫ଟି ସଚିବ ସମୀକ୍ଷା କରିଛନ୍ତି l ଏହି ସମୀକ୍ଷା ବୈଠକରେ ପଦ୍ମପୁର…