ପତ୍ନୀଙ୍କ ଅଭିଯୋଗରେ ସରପଞ୍ଚଙ୍କ ନାମରେ ମାମଲା

୧୪ ଘଣ୍ଟା ନିବୁଜ କୋଠରୀରେ ରଖି ପତ୍ନୀଙ୍କୁ ନିର୍ଯ୍ୟାତନା ଓଡ଼ଗାଁ,୧୮।୬ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ନୂଆଗାଁ ବ୍ଳକ ବେରୁହାଁବାରି ଗ୍ରାମପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ସାହୁ ପରକିଆ ପ୍ରିତିରେ ଲିପ୍ତ ରହିଥିବା ସନ୍ଦେହ କରି ସ୍ତ୍ରୀ ସଂଯୁକ୍ତା…

ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ଟେବୁଲ୍ ଟପ୍ ଏକ୍ସରସାଇଜ୍

ଭୁବନେଶ୍ୱର,:ସବୁକ୍ଷେତ୍ରରେ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବା ପାଇଁ ଜୁନ୍ ୧୮ ତାରିଖ ଦିନ ଓଡ଼ିଶାର ସମସ୍ତ ଜିଲ୍ଲା, ଏବଂ ସହରାଞ୍ଚଳରେ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ବିପର୍ଯ୍ୟୟ…

ଦୂରଦର୍ଶନରେ ହେବ ରଥଯାତ୍ରାର ସିଧା ପ୍ରସାରଣ

ଭୁବନେଶ୍ୱର:ଚଳିତ ଜୁନ ୨୦ ତାରିଖ ମଙ୍ଗଳବାର ଦିନ ଶ୍ରୀଜୀଉମାନଙ୍କର ପବିତ୍ର ଘୋଷଯାତ୍ରା ଅବସରରେ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହଯୋଗରେ ଘୋଷଯାତ୍ରାର ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଛିା ଉନ୍ନତ ମାନର ଅତ୍ୟାଧୁନିକ ପ୍ରସାରଣ ଉପକରଣ ଦ୍ୱାରା…

ନିଯୁକ୍ତି ପାଇବେ ୧୬୦ ଓଡ଼ିଶା ଶିକ୍ଷା ସେବା ଅଧିକାରୀ

 କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ, ଜୁନ୍ ୧୯ରେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ ନିଯୁକ୍ତି ପତ୍ର ଭୁବନେଶ୍ୱର:ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ନିଯୁକ୍ତି ପାଇବେ ୧୬୦ ଜଣ ଓଡ଼ିଶା ଶିକ୍ଷା ସେବା ଅଧିକାରୀା ଏହି ଅବସରରେ ଭୁବନେଶ୍ୱରସ୍ଥିତ କୃଷିଭବନ ସମ୍ମିଳନୀ କକ୍ଷରେ ରବିବାର ଦିନ ଏକ…

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର -ସତ୍ୟବାଦୀ ବନବିଦ୍ୟାଳୟର ପ୍ରତିଷ୍ଠାତା,ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପଟ୍ଟଶିଷ୍ୟ ,ସେବା ଓ କରୁଣାର ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧୋତ୍ସଵ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପ୍ରତ୍ୟୁଷରେ…

ପିତୃ ମାତୃ ଦିବସ ତଥା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମହେଶ୍ୱର ପ୍ରତିଭା ପରିଷଦ…

https://youtu.be/Ulwjicx1uvY  ଉତ୍କଳମଣିଙ୍କ ନୀତି ଆଦର୍ଶକୁ ଆଦରି ସମସ୍ତେ ଜଣେ ଜଣେ ସଚ୍ଚା ମଣିଷ ହୋଇପାରିଲେ ସମାଜର ମଙ୍ଗଳ ସମ୍ଭବ ହୋଇପାରିବ- ଡ଼ଃ. ଅମରେନ୍ଦ୍ର ମହାନ୍ତି l  (ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ ): ମାହାଙ୍ଗା ବ୍ଲକ ଉମର ପଞ୍ଚାୟତ ଓସ୍ତପୁର ନାଳିପଡିଆ ଠାରେ ପିତୃ…

​ରେଳ ମନ୍ତ୍ରୀଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର:ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ 19 ଜୁନ୍ 2023 ରୁ ତିନି ଦିନିଆ ଗସ୍ତରେ ଓଡିଶା ଆସିବେ। ତାଙ୍କ ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ୧୯ ତାରିଖ ସନ୍ଧ୍ୟାରେ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ରେଳ…

ସପ୍ତାହିକ ହାଟରେ ଖୁଡ଼ୁଖୁଡ଼ି ଖେଳ

ରାଇଘର ବ୍ଲକ /ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଜଲଙ୍ଗପାରା ଗ୍ରାମରେ ପ୍ରତି ଶନିବାର ଦିନ ସାପ୍ତାହିକ ହାଟରେ ଖୁଡ଼ୁଖୁଡ଼ି ଖେଳ ଚାଲୁଥିବା ଦେଖିବାକୁ ମିଳୁଛି। ଜଳଙ୍ଗପାରା ହାଟପଦା ଠାରୁ ପ୍ରାୟ ୫୦ ମିଟର ଦୂରରେ ପଞ୍ଚାୟତ କାର୍ଯ୍ୟଳୟ ପଛ ପଟେ ଖେଳ ଚାଲୁଥିବା ଦେଖିବାକୁ…

ମେଗା ରକ୍ତଦାନ ଶିବିର ଉଦଘାଟନ କଲେ ବିଧାୟିକା :୧୦୭ ୟୁନିଟ୍ ରକ୍ତ ସଂଗ୍ରହ

ପଦ୍ମପୁର: ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ମାରୱାଡି ଯୁବାମଞ୍ଚ ଓ ଶୀତଳ ଷଷ୍ଠୀ କମିଟୀ ପକ୍ଷରୁ ମିଳିତ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ବିଧାୟିକା ବର୍ଷା ସିଂ ବରିହା ଓ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ଯୋଗଦେଇ ଉଦଘାଟନ କରିଥିଲେ । ସର୍ବପ୍ରଥମେ…

ରଥଯାତ୍ରାକୁ ଦଶପଲ୍ଲା ଟ୍ରେନ ଚାଲିବା ଆଶା ମଉଳିଲା

ନୟାଗଡ଼:ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବାକୁ ଆଉ ମାତ୍ର ୨ ଦିନ ଥିଲାବେଳେ ପ୍ରତିକ୍ଷିତ ଦଶପଲ୍ଲା ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟରେ ରେଳ ଗଡିବା ଆଶା ମଉଳି ଯାଇଛି। ରଥଯାତ୍ରାରେ ଦଶପଲ୍ଲାରୁ ରେଳ ଗଡିବା ନେଇ ଦଶପଲ୍ଲାଅଞ୍ଚଳବାସୀ ଯେଉଁ ଆଶା ପୋଷଣ କରିଥିଲେ ଶେଷରେ ସେମାନଙ୍କୁ…