ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ନବୀକରଣ କାର୍ଯ୍ୟ ପାଇଁ ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ କାଉନ୍ସିଲର ଚିନ୍ମୟ ପଣ୍ଡା ଯୋଗ ଦେଇଥିବା ବେଳେ ଆଶ୍ରମ ମୁଖ୍ୟ ବିକେ ସବିତା, ସୁମିତ ସାହୁ, ସଙ୍କୀର୍ତ୍ତନ ସାହୁ, ସୁନୀଲ କୁମାର ସିହ୍ନା, ହରେକୃଷ୍ଣ ବେହେରା ଙ୍କ ସମେତ ଆଶ୍ରମ ର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.