ନିର୍ବାଚନ ଆସିଲେ ଓଡ଼ିଶାର ବିକାଶ କଥା ମନେପଡେ଼- ପ୍ରଦେଶ କଂଗ୍ରେସ ସଭାପତି

"ଉନ୍ନତିମୂଳକ କାମ କରିବା ପରିବର୍ତେ ନିଜର ସରପଂଚ, ୱାର୍ଡମ୍ବେର ଏବଂ ଅନ୍ୟାନ୍ୟ ପଂଚାୟତ ସ୍ତରର ନେତୃବୃନ୍ଦଙ୍କୁ ଏହି ଅର୍ଥ ବିଭିନ୍ନ ଅମୁଳକ ଉପାୟରେ ବାଂଟିବା ପାଇଁ “ମୋ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାର ମୂଳ ଉଦେଶ୍ୟ | ଏବେ ଯେଉଁ ୪୦୦୦ କୋଟି ଟଙ୍କାର ଯୋଜନା ଘୋଷଣା କରାଗଲା ଏ ଟଙ୍କା ରାଜ୍ୟ…

ତାଳଚେର ମେଡିକାଲ କଲେଜ ଓ ହସ୍ପିଟାଲ ପବିତ୍ର ମୋହନ ଙ୍କ ନାମରେ ନାମିତ ହେବ .

ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ଙ୍କ ସ୍ମୃତି ପୀଠର ବିକାଶ କରାଯିବ ଭୁବନେଶ୍ବର ରେ ହେବ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି. ଭୁବନେଶ୍ୱର:ଓଡିଶା ପ୍ରଜାମଣ୍ଡଳ ଆନ୍ଦୋଳନର ଅଗ୍ରଗଣ୍ୟ ସାରଥି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମହାନ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ ସ୍ୱାଧିନତା…

ବେଲଜିୟମର ଲିୟୁଭେନ୍ ଠାରେ ଯୁଗ୍ମ ଆଇ.ସି.ଏ-ସି.ସି.ଆର୍ ଗ୍ଲୋବାଲ ଓ ୟୁରୋପିଆନ୍ ସମବାୟ ଗବେଷଣା ସମ୍ମିଳନୀ

 ରାଜ୍ୟ ସମବାୟ ବ୍ୟବସ୍ଥା ଖାଦ୍ୟ ସୁରକ୍ଷା ଯୋଜନାକୁ ବଳିଷ୍ଠ ଓ ଋଦ୍ଧିମନ୍ତ କରିଛି  ଓଡ଼ିଶାର ସଫଳ ସମବାୟ ବ୍ୟବସ୍ଥା ଅନ୍ୟ ଦେଶମାନଙ୍କ ଦ୍ବାରା ପ୍ରଶଂସିତ ବେଲଜିୟମ୍/ଭୁବନେଶ୍ବର- ଓଡିଶାର ସମବାୟ ବ୍ୟବସ୍ଥା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାକୁ ବଳିଷ୍ଠ ଓ ଋଦ୍ଧିମନ୍ତ କରିଛି ।…

ଇଏନଟି ସମସ୍ୟା ନିମନ୍ତେ ସମ୍ ହସ୍ପିଟାଲରେ ଆରମ୍ଭ ହେଲା ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା

ଭୁବନେଶ୍ୱର, ୧୧/୭: ଜନସାଧାରଣଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଧାରା ଅବ୍ୟାହତ ରଖି ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲର କର୍ଣ୍ଣ, ନାସା ଓ ଗଳା ବିଭାଗରେ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଏଣ୍ଡାସ୍କୋପି ଓ ଷ୍ଟେ୍ରାବୋସ୍କୋପି…

ନିରୀହ ଆଦିବାସୀଙ୍କ ନା ରେ ଉଠୁଛି ଟଙ୍କା, କିନ୍ତୁ ମାଲାମାଲ ଯନ୍ତ୍ରୀ ଓ ଠିକାଦାର : ମଣିଷ ବଦଳରେ ମେସିନ କରୁଛି କାମ

ନବରଙ୍ଗପୁର/ଅଶୋକ ସାହୁ : କୋଷାଗୁମୁଡା ଦୁର୍ନୀତି ର ଗନ୍ତାଘର ପାଲଟିଛି ନବରଙ୍ଗପୁର ଜିଲ୍ଲା ର ଅତି ଉପାନ୍ତ ଅଦବାସୀ ଅଧୁଷିତ କୋଷାଗୁମୁଡା ବ୍ଲକ| ଏଠି ସରକାରୀ ଟଙ୍କା ଆତ୍ମସାତ କରିବାରେ ଗୋଟେ ପାଦ ଆଗରେ ରହିଛନ୍ତି ସରକାରୀ ବାବୁ ମାନେ| ନୀଡର ରେ କରୁଛନ୍ତି ଭ୍ରଷ୍ଟାଚାର ଉପରେ ଭ୍ରଷ୍ଟାଚାର…

ଡିଭାଇଡର ସହ ଧକ୍କା ହୋଇ ବାଇକ୍ ଚାଳକ ମୃତ

ଢେଙ୍କାନାଳ / ରବିନ୍ ଦାସ ; ପର୍ଜଙ୍ଗ ଓ କାମାକ୍ଷାନଗର ମଧ୍ୟରେ ଥିବା ବଡଝରା ଜାତୀୟ ରାଜପଥ ନିକଟରେ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ଆଜି ମଧ୍ୟାହ୍ନରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ୍ ଚାଳକ ଜଣଙ୍କ କାମାକ୍ଷାନଗର ଥାନା…

ମନରେଗା କାମ କରି ପଇସା ନପାଇବାରୁ ପଞ୍ଚାୟତ ଅଫିସ୍ କୁ ତାଲା ପକାଇଲେ ମହିଳା ଓ ପୁରୁଷ ଶ୍ରମିକ

https://youtu.be/mrlJkPfrUhc ଗାଇସିଲାଟ/ମନ ଡନସନା-ଗାଇସିଲେଟ ବ୍ଲକର ଡାଙ୍ଗବାହାଲ ପଞ୍ଚାୟତ ଡ଼ାଙ୍ଗବାହାଲ ଗ୍ରାମରେ ହେଇଥିବା ଆମ୍ବକଟା ମନରେଗାରେ ଅନେକ ଶ୍ରମିକ ମାନେ ମାଟି କାମ କରିଥଲେ l ହେଲେ ଆଜି ପଯ୍ୟନ୍ତ ତାଙ୍କର ପଇସା ପାଇନାହିଁ l ଓଡ଼ିଶା ସରକାର ଦାଦନ ରୋକିବା ପାଇଁ ଅନେକ…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶାର ଗ୍ରାମୀଣ ଯୁବକମାନଙ୍କୁ ସଶକ୍ତ କରିବା ଲାଗି ଦକ୍ଷତା ବିକାଶ ପଦକ୍ଷେପ

ଝାରସୁଗୁଡ଼ା:ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଦକ୍ଷତା ବିକାଶ ପ୍ରତିଷ୍ଠାନ, ଭୁବନେଶ୍ୱର ଏକ ପ୍ରମୁଖ ତାଲିମ ପ୍ରତିଷ୍ଠାନର ସହଭାଗିତାରେ ଏକ ପ୍ରମୁଖ ଦକ୍ଷତା ବିକାଶ ପଦକ୍ଷେପ ଆରମ୍ଭ କରିଛି । ଏହି ପରିବର୍ତନଶୀଳ କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ଓଡ଼ିଶାର…

“ନିଜର ଅପାରଗତାକୁ ଘୋଡ଼ାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଛି ବିଜେଡି”

ଓଡ଼ିଶାର ଶିକ୍ଷାନୁଷ୍ଠାନ ମାନଙ୍କର ପ୍ରଦର୍ଶନର ହୋଇଥିବା ମୂଲ୍ୟାୟନ ବିରୋଧରେ ବିଜେଡ଼ିର ପ୍ରତିକ୍ରିୟା ଉପରେ ମତ ରଖିଲେ ପୂର୍ବତନ ଉଚ୍ଚ ଶିକ୍ଷାମନ୍ତ୍ରୀ ସମୀର ଦେ କଟକ : ଜାତୀୟ ସ୍ତରରେ ଓଡ଼ିଶାର ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଦର୍ଶନର ହୋଇଥିବା ମୂଲ୍ୟାୟନ ବିରୋଧରେ ବିଜେଡ଼ିର…

ଅପରାଜିତାଙ୍କ କାର୍ଯ୍ୟ ପାଇଁ ଓଡିଶା ଲଜ୍ଜିତ: ବିଜେଡି

 ଅପରାଜିତାଙ୍କୁ ମୁହଁତୋଡ ଜବାବ ଦେଲା ବିଜେଡି  ଉପସଭାପତିଙ୍କ ଜମି ଜବରଦଖଲ ନେଇ ସାଂସଦ ନିରବ  ମହିଳାଙ୍କ ଉପରେ ଆକ୍ରମଣ ପ୍ରସଙ୍ଗରେ ଅପରାଜିତାଙ୍କ ପାଟି ଖୋଲୁନି  ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶ ଚାହୁଁ ନାହାନ୍ତି ଖୋଦ୍‍ ସାଂସଦ ଭୁବନେଶ୍ୱର:ଏକାମ୍ର…