ବର୍ଯ୍ୟବସ୍ତୁର ପୁନଃଚକ୍ର ଓ ମଳ ଉପଚାର କେନ୍ଦ୍ର ପରିଦର୍ଶନ କଲେ ପଞ୍ଚାୟତ ଜନପ୍ରତିନିଧି

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ସ୍ୱଚ୍ଛ ପରିମଳ ନୋଡାଲ ଅଫିସର ନରେଶ ଚନ୍ଦ୍ର ପ୍ରଧାନ, ବିଆରସି ଇମାନୁଏଲଙ୍କ ସହ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ୮ ଗୋଟି ପଞ୍ଚାୟତ ର ନିର୍ବାଚିତ ସମସ୍ତ…

ଢେଙ୍କାନାଳ ବି.ବି ହାଇସ୍କୁଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ

ଢେଙ୍କାନାଳ/ ରବିନ୍ ଦାସ ; ଓଡ଼ିଶା ରାଜ୍ୟର 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ. ପାଣ୍ଡିୟାନ ଆଜି ଢେଙ୍କାନାଳ ପରିଦର୍ଶନରେ ଆସିଥିଲେ ।ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଅପୂର୍ବ ଆନନ୍ଦ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ସରୋଜ କୁମାର…

ଜିଲ୍ଲା ସ୍ବାସ୍ଥ୍ୟ ସମିତି ଜଗତସିଂହପୁର ଅନୁକୁଲ୍ୟରେ ବିଶ୍ଵ ଜନସଂଖ୍ୟା ଦିବସ

ଜଗତସିଂହପୁର,ତା-୧୧.୦୭.୨୦୨୩/ସୁମନ୍ତ କୁମାର ଦାସ:ମଙ୍ଗଳବାର ଜିଲ୍ଲା ସ୍ବାସ୍ଥ୍ୟ ସମିତି ଜଗତସିଂହପୁର ଅନୁକୁଲ୍ୟରେ ବିଶ୍ଵ ଜନସଂଖ୍ୟା ଦିବସ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୨୦୨୩-୨୪ ର ବିଶ୍ଵ ଜନସଂଖ୍ୟା ସ୍ଥିରତା ପକ୍ଷ ୧୧ ତାରିଖରୁ ଜୁଲାଇ ୨୪ ତାରିଖ ପାଇଁ ସ୍ଥାୟୀ ପଦ୍ଧତି ମହିଳା…

ଜିଲ୍ଲା ସ୍ତରୀୟ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ

ସୁନ୍ଦରଗଡ଼/ରାଉରକେଲା (ବସନ୍ତ କୁମାର ଜେନା): ଜିଲ୍ଲା ସ୍ୱାସ୍ଥ୍ୟ ସମିତି , ସୁନ୍ଦରଗଡ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ଵ ଜନସଂଖ୍ୟା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଏକ ସଚେତନତା ପଦ ଯାତ୍ରା ସହର ପରିକ୍ରମା କରିଥିଲା । ଏଥିରେ ସଦର ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର -ସର୍ଗିପାଳି…

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ

ବ୍ୟକ୍ତିଗତ ପ୍ରୟାସ ଓ ସଚେତନତା ଜନସଂଖ୍ୟା ବୃଦ୍ଧିକୁ ରୋକିବାକୁ ବିଶେଷ ସହାୟକ ହେବ  ସୁବର୍ଣ୍ଣପୁର :(ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ତାଳିମ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ…

ଆମ ଓଡ଼ିଶା, ୫୦ % ପିସି ଓଡ଼ିଶା : ସମୀର ମହାନ୍ତି

 ତଥ୍ୟ, ପରିସଂଖ୍ୟାନ ଏବଂ ବିଫଳ ଯୋଜନାକୁ ସଂଶୋଧିତ କରିବାର ନୂଆ ଭର୍ସନ ହେଉଛି ‘ଆମ ଓଡିଶା ନବୀନ ଓଡିଶା’  ଏହି ଯୋଜନା ବିଜୁ ଜନତା ଦଳର ଦୁର୍ନୀତିର ହେବ ବଡ ଯୋଜନା  ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ହେଉଛନ୍ତି କି ନାହିଁ, ତାହା ଏବେ ଏକ ରହସ୍ୟଜନକ ଘଟଣା…

‘ମୋ କଲେଜ’ ଅଭିଯାନରେ ଅନ୍ତର୍ଗତ କଲେଜର ହେବ ୫-ଟି ରୂପାନ୍ତରୀକରଣ

ଗଞ୍ଜାମ ଜିଲ୍ଲାର ୧୧ ଶିକ୍ଷାନୁଷ୍ଠାନର ଚେହେରା ବଦଳିବ,ଖର୍ଚ୍ଚ ହେବ ୯ କୋଟି ଟଙ୍କା ଭୁବନେଶ୍ୱର: ସ୍କୁଲ ଭଳି କଲେଜର ଆରମ୍ଭ ହୋଇଛି ରୂପାନ୍ତରୀକରଣ । ଉଚ୍ଚଶିକ୍ଷାନୁଷ୍ଠାନର ହେବ ସର୍ବାଙ୍ଗୀନ ଉନ୍ନତି । କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ଶ୍ରେଣୀଗୃହଠୁ ନେଇ ଇ-ଲାଇବ୍ରେରୀର ପ୍ରଷ୍ଠା…

ନୟାଗଡ଼ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଓଡ଼ଗାଁ ଗସ୍ତ

ଓଡ଼ଗାଁ, ୧୧।୭ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ପାଳ ରବିନ୍ଦ୍ରନାଥ ସାହୁ ଏବଂ ନୂତ୍ତନ ରୁପେ କାର୍ଯ୍ୟଭାର ଗ୍ରହଣ କରିଥିବା ଆରକ୍ଷୀ ଅଧିକ୍ଷକ ଆପିଏସ ରାହୁଲ ଜୈନ ମଙ୍ଗଳବାର ଓଡ଼ଗାଁ ଗସ୍ତରେ ଆସି ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ଓଡ଼ଗାଁ ସାମ୍ବାଦିକ ସଂଘ…

ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଓଡ଼ଗାଁ ଗସ୍ତ

ଓଡ଼ଗାଁ, ୧୧।୭ (ଶ୍ରୀକାନ୍ତ କୁମାର ମିଶ୍ର): ମଙ୍ଗଳବାର ସଂଧ୍ୟାରେ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଆଇଏଫ ଏସ ସଞ୍ଚିତ କୁମାର ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଓଡ଼ଗାଁ ବନାଞ୍ଚଳ ଗସ୍ତରେ ଆସି କୁରାଳ ବିପିଏଫ ଲଣ୍ଡା ପାହାଡ଼ର ପୁନରୁଦ୍ଧାର ପାଇଁ ୨୫ ଏକର ଜାଗାରେ ଚାରା ରୋପଣ କାର୍ଯ୍ୟ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା କରାଯାଉଥିବା ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମର ସମୀକ୍ଷା କଲେ…

ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି – ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ ୫-ଟି ସଚିବ ଜନ ଅଭିଯୋଗ ଶୁଣାଣୀକୁ ଅଗ୍ରାଧିକାର ଦିଅ – ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ସବୁ ବିଭାଗ,…