ନବରଙ୍ଗପୁର ଜିଲ୍ଲରେ ମତ୍ସ୍ୟଚାଷୀ ଦିବସ ପାଳିତ.

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ସଦର ମହକୁମା, ମିଶନ ଶକ୍ତି ସଭା ଗୃହରେ, ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରିଷ୍ଣମଞ୍ଜରୀ ବିଶୋଇ, ଡ଼ିଏଫଓ, ରଂଜିତା ବେହେରା, ସିଡ଼ିଭିଓ, ରାଧେଶ୍ୟମ ଲାଇକ, ସିଡ଼ିଏଓ, କମଳ ଲୋଚନ ନାୟିକ,…

ମହାବିଦ୍ୟାଳୟ ଅଧ୍ୟକ୍ଷ ଭାବରେ ଅବସର ପରେ ରାଜନୀତିରେ ପାଦ ଥାପିଲେ ଶିକ୍ଷାବିତ ଡ ପ୍ରତାପ ନାୟକ।

ବାସୁଦେବପୁର - ଶିକ୍ଷା, ସାହିତ୍ୟ, କଳା ସଂସ୍କୃତି ଓ ସମାଜସେବା କ୍ଷେତ୍ର ରେ ଏକ ସତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଡକ୍ତର ପ୍ରତାପ  ନାୟକ। ତାଙ୍କର ଶିକ୍ଷା ଏମ ଏ, ପି ଏଚ ଡି, ଏମ ବି ଏ। ତାଙ୍କର ଅଧ୍ୟାପକ ଜୀବନ ଆରମ୍ଭ ରେ ସେ ୧୯୮୫ ରେ ତୃପ୍ତି ମହିଳା ମହାବିଦ୍ୟାଳୟ ରୁ ଆରମ୍ଭ କରି…

ଭୁମଣ୍ଡଳ ର ତାପମାତ୍ରା କୁ ନିୟନ୍ତ୍ରଣ କରିବାକୁ ହେଲେ କେବଳ ବୃକ୍ଷ ହିଁ ଏକାନ୍ତ ଆବଶ୍ୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ "ଆକାଂକ୍ଷା" ପକ୍ଷରୁ ବ୍ରାହ୍ମଣ ସିତପୁର ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ଠାରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରାଯିବା…

ହିଲଟପ ମହାବିଦ୍ୟାଳୟରେ ବନମହୋତ୍ସବ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ହିଲଟପ ସ୍ନାତକ ମହାବିଦ୍ୟାଳୟରେ ୭୪ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ଯାପକ ସନ୍ତୋଷ କୁମାର ନନ୍ଦଙ୍କ ତତ୍ୱାବଧାନରେ ୮୦ରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ପରିପେକ୍ଷୀରେ…

କୁମ୍ଭାର ସାହିରେ ବାଲ୍ ସଭା କାର୍ଯ୍ୟକ୍ରମ —————————

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରବିବାର ବାଲ ମୁକୁନ୍ଦ ପ୍ରାଥମିକ ସଂସ୍କାର ଅନ୍ତର୍ଗତ "ବାଲ ସଭା" କାର୍ଯ୍ୟକ୍ରମ ସ୍ଥାନୀୟ କୁମ୍ଭାର ସାହି ସ୍ଥିତ ସୁନୀତା ଦିଦିଙ୍କ ବାସଗୃହରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଯୋଗଦେଇ ଶିଶୁମାନଙ୍କୁ…

ରେଳ ବିଭାଗର ବୈମାତୃକ ମନୋଭାବ ପ୍ରତିବାଦରେ ଆନ୍ଦୋଳନ ଡାକରା

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ବାରମ୍ବାର ଦାବି ଏବଂ ଅଭିଯୋଗ ପରେ ମଧ୍ୟ ନୟାଗଡ଼ ଟାଉନ ରେଳ ସେବାରେ ଆବଶ୍ୟକ ଅନୁଯାୟୀ ସୁଧାର ଆସି ପାରିଲା ନାହିଁ। ବରଂ ଦିନକୁ ଦିନ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ମନମାନି ଏବଂ ହେୟ ଜ୍ଞାନ ଯୋଗୁଁ ରେଳଷ୍ଟେସନ ରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ…

ଗ୍ରାମର ବିକାଶରେ ସାମିଲ ହେଲେ ଗ୍ରାମବାସୀ

୧୩ ପଞ୍ଚାୟତ ପାଇଁ ହେଲା ୧୦ କୋଟିର ବ୍ୟୟ ବରାଦ ଓଡ଼ଗାଁ, ୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ ରବିବାର ଦିନ ଓଡ଼ଗାଁ ଗସ୍ତରେ ଆସି ନୟାଗଡ଼ ବିଧାନ ମଣ୍ଡଳ ଅନ୍ତର୍ଗତ ୧୩ ଟି ପଞ୍ଚାୟତ ଗସ୍ତକରି ଥିବା ବେଳେ ପ୍ରତ୍ୟେକ ଗ୍ରାମ ଗୁଡିକର ବିକାଶ ନିମନ୍ତେ…

ୟୁଥ ହଷ୍ଟେଲର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ସାମାଜିକ ଅନୁଷ୍ଠାନ ୟୁଥ ହଷ୍ଟେଲ ଅଫ୍ ଇଣ୍ଡିଆ ର ରାଉରକେଲା ଶାଖା ପକ୍ଷରୁ ମାନବ ସେବା ସଦନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନୀକରଣ ସପ୍ତାହ ପାଳନ ଅବସରରେ ସଭାପତି ବୁଦ୍ଧଦେବ ବସୁ ଙ୍କ ସଭାପତିତ୍ବ ଓ ଡଃ ଶକ୍ତି…

ଗ୍ରାମୀଣ କ୍ରୀଡ଼ାବିତ ମାନଙ୍କ ବିକାଶ ପାଇଁ ବଡବିଲରେ ଜିନ୍ଦଲ କ୍ରୀଡା ଛାତ୍ରାବାସ ଉଦ୍ଘାଟିତ

ଯୋଡା/ବଡ଼ବିଲ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶ୍ରୀମତୀ ଶାଲୁ ଜିନ୍ଦଲ କେନ୍ଦୁଝର ଜିଲ୍ଲାର ସୋୟାବାଲି ଠାରେ ଜିନ୍ଦଲ କ୍ରୀଡା ଛାତ୍ରାବାସର ଉଦଘାଟନ କରିଛନ୍ତି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ସଂସ୍ଥା ଜେଏସପି…

“ବିମୁଗ୍ଧା”-୨୦୨୩ ସମ୍ମାନ କାର୍ଯ୍ୟକ୍ରମ : ଗୁରୁ ଡ. ପିତାମ୍ବର ବିଶ୍ଵାଳ ଓ ନୃସିଂହ ଚରଣ ପଟ୍ଟନାୟକ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ''ପଦାମୃତ ନୃତ୍ୟାୟନ'' ତରଫରୁ ଭଞ୍ଜକଳା ମଣ୍ଡପ ଠାରେ ତୃତୀୟ ''ବିମୁଗ୍ଧା''-୨୦୨୩ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶୀ ନୃତ୍ୟଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟ , ମର୍ଦ୍ଦଳ ଗୁରୁ ଶ୍ରୀ…