Sign in
Sign in
Recover your password.
A password will be e-mailed to you.
ବର୍ତମାନ କୁକୁରମାନଙ୍କର ଶରୀରରେ ବି ଲାଗିଲାଣି ପେସମେକର
ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ କୁକୁରମାନଙ୍କର ମଧ୍ୟ ହୋଇଥାଏ ହୃଦସମସ୍ୟା, ନୀରବରେ ସହିଯାଆନ୍ତି ସେ ଯନ୍ତ୍ରଣା
ଭୁବନେଶ୍ୱର : ମଣିଷର ସବୁଠାରୁ ବିଶ୍ୱାସୀ ବନ୍ଧୁ କୁହାଯାଉଥିବା କୁକୁରମାନଙ୍କର ମଧ୍ୟ ହୃଦସମସ୍ୟା ହୋଇଥାଏ, କିନ୍ତୁ କଥା କହି ପାରୁନଥିବାରୁ ସେମାନେ ନୀରବରେ ଯନ୍ତ୍ରଣା…
ନିଖିଳ ଓଡିଶା 662 ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ
ନବରଙ୍ଗପୁର/ଅଶୋକ ସାହୁ,: ନିଖିଳ ଓଡିଶା 662 (+2ଓ +3 ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ରାଜ୍ୟ ସଂଘ ର ଆହ୍ୱାନ କ୍ରମେ ନବରଙ୍ଗପୁର ଜିଲ୍ଲା ସଂଘ ତରଫରୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଜିଲ୍ଲପାଳ ଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l ଜିଲ୍ଲପାଳଙ୍କ…
ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ସାଂସଦଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ
ପଦ୍ମପୁର:/ଶିବାଶିଷ ପଟ୍ଟନାୟକ : ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଭାଗୃହରେ ମାନ୍ୟବର ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ଏଥିରେ ଶ୍ରୀପୂଜାରୀ ସାଂସଦ ପାଣ୍ଠିରୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକଳ୍ପର ସମୀକ୍ଷା କରିଛନ୍ତି।…
ସ୍କୁଲ ୟୁନିଫର୍ମକୁ ସବୁଜ ରଙ୍ଗ କରି ଛାତ୍ରଛାତ୍ରୀଙ୍କୁ ଦଳୀୟ ଭାବନାରେ ପରୋକ୍ଷ ଭାବେ ଟାଣିବା ଅତ୍ୟନ୍ତ ଲଜ୍ଜାଜନକ :…
ରାଜ୍ୟ ସରକାର କେବଳ ପୋଷାକର ରଙ୍ଗ ପରିବର୍ତନ କଲେ ଚଳିବ ନାହିଁ, ଗୁଣାତ୍ମକ ଶିକ୍ଷା ସହ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ସହ ସେମାନଙ୍କର ଉତମ ସ୍ୱାସ୍ଥ୍ୟ କିପରି ରହିବ, ତା’ ଉପରେ ଧ୍ୟାନ ଦେଲେ ଓଡ଼ିଶାବାସୀ ଖୁସି ହେବେ
କେନ୍ଦ୍ର ସରକାର “ସମଗ୍ର ଶିକ୍ଷା” ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀ…
ପ୍ରଧାନଶିକ୍ଷକଙ୍କ ଡେରିରେ ଆସିବା ବିରୋଧରେ BEO ଙ୍କୁ ଭେଟିଲେ ଗ୍ରାମ ବାସୀ।
ବାସୁଦେବପୁର: ବାସୁଦେବପୁର ବ୍ଲକ ଅନ୍ତର୍ଗତ ଗୁଆଗଡ଼ିଆ ଗ୍ରାମପଞ୍ଚାୟତ ଚିରଳ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସ୍କୁଲ ଆସିବାର ସମୟ ପରେ ଡେରିରେ ଆସିବାକୁ ନେଇ ମଙ୍ଗଳ ବାର ଦିନ ଗ୍ରାମ ବାସୀ ଶିକ୍ଷକଙ୍କୁ ବିରୋଧ କରିଥିଲେ।ପରେ ବୁଧବାର ଦିନ ବାସୁଦେବପୁର ଗୋଷ୍ଠି ଶିକ୍ଷା…
5T ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର: ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ…
ଦାସିଆ ଅଜାଙ୍କ ୧୧୬ ତମ ଜନ୍ମବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୬ତମ ଜନ୍ମ ଜୟନ୍ତୀ ଅବସରରେ ଦାସିଆ ଅଜା ସ୍ମୃତି ୍କମିଟି ତରଫରୁ କଚେରୀ ବଜାର ସ୍ଥିତ ତାଙ୍କ…
ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ କନ୍ଦାଗାଡରେ ୭୪ତମ ବନମହୋତ୍ସବ
ଗାଇସିଲେଟ /ମନ ଡ଼ନସନା : ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ; ସମ୍ମାନୀତ ଅତିଥି ନୀଳମଣି ବରିହା, କନ୍ଦାଗାଡ ଗ୍ରାମ…
ଜିଲ୍ଲା ସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସଂପର୍କରେ ବିଶ୍ଵ ସ୍ତରରେ ସଚେତନତା ସୃଷ୍ଟି କରିବାପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ଵ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ। ଆମ ଦେଶରେ ଏହି ଦିବସଟିକୁ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରିଣ କରିବା…
ପାନପୋଷ ମାର୍କେଟ କମ୍ପ୍ଳେକ୍ସର ଆବଣ୍ଟନ ପ୍ରକ୍ରିୟା ଶେଷ
ଲଟେରୀ ମାଧ୍ୟମରେ ବିସ୍ଥାପିତଙ୍କୁ ଦିଆଗଲା ଦୋକାନ ଘର
ରାଉରକେଲା ୧୧ ଜୁଲାଇ ୨୦୨୩(ବସନ୍ତ କୁମାର ଜେନା):- ମଙ୍ଗଳବାର ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ରଙ୍କ ଉପସ୍ଥିତିରେ ନବ ନିର୍ମିତ ପାନପୋଷ ମର୍କେଟ କମ୍ପ୍ଳେକ୍ସର ପ୍ରଥମ ପର୍ଯ୍ୟାୟ…